Press "Enter" to skip to content

ପ୍ରେମିକ ସହିତ ସ୍ତ୍ରୀ କରୁଥିଲା ସେ-କ୍ସ୍ ସ୍ବାମୀ ରଙ୍ଗେ ହାତ ଧରିଲା ।

ପ୍ରେମିକ ସହିତ ସ୍ତ୍ରୀ କରୁଥିଲା ସେ-କ୍ସ୍ ରଙ୍ଗେ ହାତରେ ଧରିଲା ସ୍ବାମୀ।ସ୍ବାମୀ ବାହାରକୁ ଯିବା ପରେ ସ୍ତ୍ରୀ ଡାକୁଥିଲା ପ୍ରେମିକକୁ,ହଠାତ୍ ସ୍ବାମୀ ଆସିଯିବାରୁ ସବୁ ଜଣାପଡ଼ିଲା।
ଆଜ୍ଞା ହଁ ଦର୍ଶକବନ୍ଧୁ ଖବରର ଶୀର୍ଷକଟି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ।ଏବେ ଦେଖିବାକୁ ମିଳିଛି ପରକୀୟା ପ୍ରୀତିର ଅନ୍ୟ ଏକ ବିଭତ୍ସ ପରିଣାମ।ଆପଣମାନେ ଜାଣିଥିବେ ଆଜିକାଲି ଦୁନିଆରେ ପରକୀୟା ପ୍ରୀତି ଏତେ ବଢ଼ିଯାଇଛି ଯେ ଲୋକମାନେ ପରକୀୟା ପ୍ରୀତିରେ ମାତି ଏତେ ତଳକୁ ଖସି ଯାଉଛନ୍ତି ତାହା ଅତ୍ୟନ୍ତ ଲଜ୍ଜାଜନକ।

ଅଧିକାଶ ବିବାହିତା ମହିଳା ନିଜ ଜନ୍ମ କଲା ସନ୍ତାନ ମାନଙ୍କୁ ପର କରି ଏବେ ପରକୀୟା ପ୍ରୀତିରେ ମସଗୁଲ ରହୁଛନ୍ତି। ତେବେ ଆଜି ଏମିତି କିଛି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କି ଜଣେ ସ୍ତ୍ରୀ ଲୋକ ସ୍ବାମୀ ଘରେ ନଥିବାବେଳେ ନିଜ ପ୍ରେମିକକୁ ଡାକି ତା ସହିତ ଶା-ରୀ-ରି-କ ସଂ-ପ-ର୍କ ରଖୁଥିଲା।
ସ୍ବାମୀ ଘରେ ନଥିବା ବେଳେ ମହିଳା ଜଣଙ୍କ ରାତି ଦୁଇଟାରେ ନିଜ ପୁରୁଣା ପ୍ରେମିକକୁ ଘରକୁ ଡ଼ାକି ତା ସହିତ ଶାରୀରିକ ସଂପର୍କ ରଖୁଥିଲା।

ସ୍ବାମୀ ଯେତେବେଳେ ଘରକୁ ଫେରିଥିଲେ ଦେଖିଲେ ନିଜ ସ୍ତ୍ରୀ ଅନ୍ୟ ପୁରୁଷ ସହିତ ଶୋଇଛି।ସେତେବେଳେ ସ୍ବାମୀ ଜଣଙ୍କ ମୋବାଇଲ ରେ ଭିଡିଓ ରେକର୍ଡ଼ କରୁଛନ୍ତି।ମହିଳା ଜଣଙ୍କ କହୁଛନ୍ତି ରେକର୍ଡିଙ୍ଗ କାହିଁକି କରୁଛ। ସ୍ବାମୀ କହୁଛି ରାତି ୨ ଟାରେ ଘରେ ଟୋକା ପୁରାଉଛୁ ରେକର୍ଡିଙ୍ଗ କରିବିନି ତ ଆଉ କ’ଣ କରିବି। ସ୍ତ୍ରୀ କହୁଛି ଯଦି ମୁଁ ଟୋକା ପୁରାଉଛି ମତେ ଘରୁ ବାହାର କରିଦିଅ।ଏହାରି ଭିତରେ କିନ୍ତୁ ପ୍ରେମିକ ଜଣକ ଘରୁ ଚମ୍ପଟ ମାରି ପଳେଇ ଯାଇଛନ୍ତି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,
ଭାଈରାଲ ଖବର ଓଲିଉଡ, ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *