Press "Enter" to skip to content

ଯୁବତୀ ସ୍କୁଲରୁ ଗାଁକୁ ଛୁଟିରେ ଗଲା, ଆଉ ଶିଶୁ କନ୍ୟାକୁ ଜନ୍ମ ଦେଇ ଗୁରୁତର ହେଲା ।

ସ୍କୁଲ ଛୁଟିରେ ଘରକୁ ଯାଇଥିଲେ ଯୁବତୀ, ଆଉ ଏବେ ଡାକ୍ତରଖାନାରେ । ଜନ୍ମ ଦେଇଛନ୍ତି ଜଣେ ଶିଶୁ କନ୍ୟାକୁ । ହଁ ଆଜ୍ଞା, ବୟସ ବୋହୁତ କମ, କିନ୍ତୁ ସେ ଗ-ର୍ଭ-ବ-ତୀ ହେଲା ପରେ ଏବେ ଗୋଟେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଆଉ ଏ ବୟସରେ ସେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ତେବେ କେମିତି,କେଉଁ ପରିସ୍ଥିତିରେ ଏଭଳି ପ୍ରେଗ୍ନେଣ୍ଟ ହୋଇଥିଲେ ତାହା ଜଣାପଡିନି । ପରିବାର ଠାରୁ ସ୍କୁଲ ଶିକ୍ଷକ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏ ଯୁବତୀ ଆଜି ଜନ୍ମ ଦେଇଛନ୍ତି ଜଣେ କନ୍ୟା ସନ୍ତାନକୁ ।

ହଁ ଆଜ୍ଞା, କେଉଁଝର ସଦ୍ଦର ଥାନା ଅଂଚଳରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଆଶ୍ରମ ସ୍କୁଲରେ ଜଣେ ୧୫ ବର୍ଷର ଆଦିବାସୀ ବାଳିକା କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଯାହାପରେ କଷ୍ଟ ଯନ୍ତ୍ରଣାରେ କେଉଁଝର ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଯାହାକୁ ନେଇ ଏବେ ସାରା ଅଂଚଳରେ ଚର୍ଚ୍ଚା ଲାଗୁ ରହିଛି । ତେବେ ବାଳିକା ଜଣକ କିପରି ଗ-ର୍ଭ-ବ-ତୀ ହେଲେ, ଏନେଇ ୟା ପଛରେ କିଏ ଦାୟୀ ରହିଛି, ତାହା ଖୋଳତାଡ କରୁଛି ଏବେ ପୋଲିସ ।

ତେବେ ଅନ୍ୟ ପକ୍ଷରେ ବାଳିକାର ସ୍ୱାସ୍ଥ୍ୟ ଉପରେ ଡାକ୍ତରମାନେ ସମ୍ପୂର୍ଣ୍ଣ ଭାବେ ନଜର ରଖିଛନ୍ତି । ତେବେ ଝିଅଟି ମକର ଛୁଟିରେ ସ୍କୁଲରୁ ଘରକୁ ଜାନୁଆରୀ ୧୨ ତାରିଖରେ ଆସି ଆଉ ସ୍କୁଲକୁ ଯାଇନଥିଲା । ଘରେ ଥିବା ବେଳେ ଅସୁସ୍ଥତା ଅନୁଭବ କରିବାରୁ ଯନ୍ତ୍ରଣାରେ କେଉଁଝର ମୁଖ୍ୟ ଚିକିତ୍ସାଳୟରେ ଗତ ୨୫ ତାରିଖ ଦିନ ସ୍ତ୍ରୀ ଓ ପ୍ରସୂତି ବିଭାଗ ଆଡ଼ମିସନ ହେବା ପରେ ଏକ ଶିଶୁ କନ୍ୟା ଜନ୍ମ ହେଲା । ଏନେଇ ନାବାଳିକାଙ୍କ ମାଆ ଏତେଲା କ୍ରମେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।

ତେବେ ଘଟଣାର ତଦନ୍ତ କରି ପୋଲିସ ଏବେ ଜଣକୁ ଅଟକ ରଖିଛି । ତେବେ ଏଭଳି ଘଟଣାକୁ ନେଇ ସ୍କୁଲ କତୃପକ୍ଷ କିପରି ଜାଣିପାରିଲେ ନାହିଁ, ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପଟେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ବଦଳି ହୋଇଥିବା ବେଳେ ନୂତନ ଅଧିକାରୀ କାମରେ ଯୋଗ ଦେଇନାହାଁନ୍ତି । ଏଣୁ ଅନ୍ୟ କେହି ମୁହଁ ଖୋଲିବାକୁ ନାରାଜ ଅଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *