ବର୍ତ୍ତମାନର ସବୁଠାରୁ ବଡ଼ କଥା ହେଉଛି ଆଜିର ଦିନ ଓଡ଼ିଶା ପାଇଁ ଏକ କଳା ଦିବସ।ଯେଉଁଭଳି ଭାବରେ ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଜଣେ ଗୁଳି କଲା।ସେଟା ନିଶ୍ଚିତ ଗୋଟିଏ ଦୁଃଖଦାୟକ ଘଟଣା।ଏଥିରେ ଦ୍ଵିମତ ନାହିଁ।କିନ୍ତୁ ଯେଉଁ ପ୍ରଶ୍ନବାଚକ ମରା ଯାଉଛି ତାକୁ କାହିଁକି ମରାଗଲା।କ’ଣ ପାଇଁ ସେ ପୋଲିସ ଏଆଇସି ଟିମ ମାରିଲା।ୟାଙ୍କର ତାଙ୍କ ସହିତ ସମ୍ପର୍କ କ’ଣ।ସେଇଟା ଲୋକ ଲୋଚନକୁ ଆସିବା ଦରକାର।
ଯଦି ଏଇଟାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ତାହେଲେ ଏହାକୁ ଦବାଇ ଦିଆଯିବ।ଓଡ଼ିଶାର ପ୍ରତ୍ୟେକଟି ଜନସାଧାରଣ ସତ ସମ୍ପର୍କରେ ଜାଣିବାର ଅଧିକାର ଅଛି।ଆମେ ବାରମ୍ବାର ଆନ୍ଦୋଳନ କରିଛୁ ରାସ୍ତାକୁ ଓହ୍ଲାଇଛୁ ଓଡ଼ିଶା ସ୍ବାସ୍ଥ୍ୟ ସେବା ପାଇଁ।ବିଜୁ ସ୍ବାସ୍ଥ୍ୟ କାର୍ଡ ଦେଇଦେଲେ କୋଉ ଲୋକର ରୋଗ ଭଲ ହେଇଯିବନି।ଆମକୁ ସେଇ ଭଳିଆ ମଡେଲ ହସ୍ପିଟାଲ ଦରକାର।ଗୋଟେ ଲୋକକୁ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ଏୟାର ଲିଫଟିଙ୍ଗ କରାଗଲା।
ଏଠି ଗୋଟେ ସାଧାରଣ ଲୋକକୁ କ’ଣ ସରକାର ଏୟାର ଲିଫଟିଙ୍ଗ କରିକି ଆଣିଥାନ୍ତେ।ଏଥିରେ ତମେ କହୁଛ ଆମେ ବିଶ୍ଵ ମାନଚିତ୍ରରେ ଓଡ଼ିଶାର ଦବଦବା ବଜାୟ ରଖୁଛୁ।ନିର୍ଲଜ ଭଳିଆ ୨୩ ବର୍ଷ ସରକାର କଲଣି।ଜିଲ୍ଲା ହେର୍ଡ କାଟର ରେ ଗୋଟେ ବଡ ମେଡିକାଲ ନାହିଁ।ତମ ମନ୍ତ୍ରୀଂକୁ ଗୁଳି କରାଇଲା।ଓଡ଼ିଶାରେ ଏଟା ପ୍ରଥମ ଘଟଣା ନୁହେଁ।କିଛିଦିନ ତଳେ ପୁରୀର ଏମେଲେ ମହେଶ୍ଵର ମହାନ୍ତିଙ୍କୁ ବି ଗୁଳି କରାଯାଇଥିଲା।ତାଙ୍କୁ ମଧ୍ୟ ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment