Press "Enter" to skip to content

ନିଜ ସ୍ଵାମୀଙ୍କୁ ନେଇ ରିୟା କହିଲେ ଏମିତି ଭିତିରି କଥା ଜାଣିଲେଆପଣ ବି ଆଶ୍ଚର୍ଯ୍ୟ ହେବେ

ଦର୍ଶକବନ୍ଧୁ ଆଜି ଆମ ସହିତ ଗହଣରେ ଅଛନ୍ତି ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ମିସେସ ରିୟା।ପ୍ରଶ୍ନ:
ବାହାଘର ପରେ କେମିତି ଚାଲିଛି ତମର ଲାଇଫ ଷ୍ଟାଇଲ।ପ୍ରଶ୍ନ:
ବାହାଘରର କିଛି ଦିନ ପଯ୍ୟନ୍ତ ଲାଇଫ ଷ୍ଟାଇଲ ବହୁତ ବଢିଆ ସେ ଚାଲିଥିଲା।ଏବେ ମୁଁ ମୋ କର୍ମ କ୍ଷେତ୍ରକୁ ପୁଣି ଫେରିଛି।ଏ କାମକୁ ଏଞ୍ଜୟ୍ କରୁଛି‌।ସେଟା ବି ବହୁତ ବଢିଆ ଥିଲା।ପ୍ରଶ୍ନ:ଏହା ପୂର୍ବରୁ ତମେ ସିଙ୍ଗଲ ଥିଲ ମ୍ୟାରେଜ ପରେ ମିସେସ ହେଲ ଗୋଟେ ଦାୟିତ୍ଵବୋଧ ବଢ଼ିଗଲା।

ଗୋଟେ ସ୍ତ୍ରୀର ଗୋଟେ ବୋହୂର କେମିତି କାର୍ଯ୍ୟ ନିର୍ବାହ କରୁଛ।ଉତ୍ତର:ଯେତିକି କରି ପାରିବି ସେତିକି ଚେଷ୍ଟା କରୁଛି।ଯେତେବେଳେ କାମ ନଥାଏ ମୁଁ ମୋର ହଣ୍ଡେର୍ଡ ପର୍ସେଟେଜ ଦିଏ। ଯେତେବେଳେ କାମ ଥାଏ ଚେଷ୍ଟା କରେ ହଣ୍ଡେର୍ଡ ପର୍ସେଟେଜ ଦେବାପାଇଁ ବାକି କେତେ କାର୍ଯ୍ୟ ନିର୍ବାହ କରୁଛି ସେଟା ମୋ ସ୍ବାମୀ ଆଉ ମୋ ଶ୍ଵଶୁର ଘର ଲୋକ ଦେଖାହେଲେ ପଚାରିଦେବ।ମୁଁ ମୋ ତରଫରୁ ବହୁତ ଚେଷ୍ଟା କରୁଛି।

ନିକଟରେ ରିୟାଙ୍କ ବାହାଘର ପରେ ତାଙ୍କ ସ୍ଵାମୀ ସହ ବୁଲିବାକୁ ଯାଇଥିଲେ ସେତେବେଳେର କିଛି ଫୋଟୋ ଓ ଭିଡିଓ ସୋସିଆଲ ମେଡିଆରେ ପୋଷ୍ଟ କରିଛନ୍ତି ଦେଖନ୍ତୁ ସବୁ ଫୋଟୋ

ପ୍ରଶ୍ନ:ମ୍ୟାରେଜ ପରେ ରିୟା କେତେ ଖୁସି ଅଛନ୍ତି।ଉତ୍ତର:ବହୁତ ଖୁସି ଅଛି।ସମସ୍ତେ କହୁଥିଲେ କି ବାହାଘର ପରେ ଲାଇଫଟା ଚେଞ୍ଜ ହେଇଯିବ।ରେନ୍ସପବିଲିଟି ବଢିଯିବ। ରେନ୍ସପବିଲିଟି ନିହାତି ଆସିଛି କିନ୍ତୁ ଲାଇଫ କିଛି ଚେଞ୍ଜ ହେଇନି।ମୁଁ ଗୋଟେ ଘରେ ଝିଅ ଥିଲି।ଆଉ ଶାଶୂଘରେ ମଧ୍ୟ ଝିଅପରି ରହିଛି। ମୁଁ ଗର୍ବର ସହିତ କହିପାରିବି ଆଗରୁ ମୋର ଗୋଟିଏ ଫ୍ୟାମିଲ ଥିଲା କେବଳ ମୋ ବାପଘର।ଏବେ କିନ୍ତୁ ମୋର ଦୁଇ ଦୁଇଟି ପରିବାର।ମୋ ବାପଘର ଗୋଟେ ଆଉ ଶାଶୂଘର ଗୋଟେ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।\

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *