କ’ଣ ଆପଣଙ୍କ ପାଖରେ ଓଲା କମ୍ପାନୀର ସ୍କୁଟର ରହିଛି,ନା ଆପଣ ଓଲା ସ୍କୁଟର କିଣିବାକୁ ଚାହୁଁଛନ୍ତି।
ଯଦି ହଁ ତେବେ ଏବେଠାରୁ ହିଁ ହେଇ ଯାଆନ୍ତୁ ସାବଧାନ।ନଚେତ୍ ଆପଣ ଖାଇ ପାରନ୍ତି ଶକ୍ତ ଧୋକା।ହରେଇ ପାରନ୍ତି ଆପଣଙ୍କର ବହୁମୂଲ୍ୟ ଜୀବନ।ଆଜ୍ଞା ହଁ ଦର୍ଶକବନ୍ଧୁ ଏକଥା ଆମେ କହୁନୁ ଏକଥା କହୁଛନ୍ତି ଜଣେ ଓଲା ସ୍କୁଟର କ୍ରେତା ଯୁବକ।
ଯୁବକ ଜଣଙ୍କ ଏକ ଭିଡିଓ ମାଧ୍ୟମରେ ଓଲା ସ୍କୁଟର ଦ୍ବାରା ହେଉଥିବା ଦୁର୍ଘଟଣା ଓ ଏଥିରୁ ବର୍ତ୍ତିବାକୁ ସଚେତନତା ବାର୍ତ୍ତା ଦେଇଛନ୍ତି।ଏହି ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।ତେବେ ଏହି ଭିଡିଓରେ ଯୁବକ ଜଣକ କହିଛନ୍ତି,ସବୁଆଡେ
ଆପଣମାନେ ଦେଖୁଥିବେ ଯେ ଭାରତରେ ଆଉ ଭାରତ ବାହାରେ ମଧ୍ୟ ଓଲା ସ୍କୁଟର ଚାଲିଛି।
ଯଦି ଭାରତରେ ଓଲା ସ୍କୁଟର ଲୋକ ଚଲାଉଛନ୍ତି ତାର ଯଦି କିଛି ପ୍ରୋବେଲ୍ମ ବାହାରୁଛି ତା ପାଇଁ କେବଳ ଦାୟୀ ରହୁଛି ଓଲା ଟିମ।
ବର୍ତ୍ତମାନ ଯେଉଁ ଗୋଟିଏ ସସପେନସନରେ ତିଆରି ହେଉଛି ସେଥିପାଇଁ ସର୍ଡନ ବ୍ରେକ ମାରିବା ଦ୍ବାରା ସ୍କୁଟିର ଆଗ ଚକା ବାହାରି ପଳଉଛି।ବହୁତ କେସରେ ଓଲା ଟଙ୍କା ଦେଇ ମାମଲାକୁ ଚାପି ଦେଉଛି।ତାହେଲେ ଆପଣ ଭାବନ୍ତୁ ଏଠି ଗାଡି କିଣିବା ଆପଣଙ୍କ ପାଇଁ କେତେ ବିପଦ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment