Press "Enter" to skip to content

ଅ-ଶ୍ଳୀ-ଳ ଷ୍ଟେଜରେ କଲେ ଲୋକ ଟିକେ ଏନଜୟ କରିବେ, ହକିରେ କରୁଛ ଖଣ୍ଡଗିରିରେ ମନା: ସୁର ରାଉତରାୟ ।

ଷ୍ଟେଜ ଉପରେ ଅ-ଶ୍ଳୀ-ଳ ନାଚିଲେ ଲୋକମାନେ ଟିକେ ଉପଭୋଗ କରିବେ,ହକିରେ ତ କରୁଛ,ତାହେଲେ ଖଣ୍ଡଗିରିରେ କାହିଁକି ମନା,ଖଣ୍ଡଗିରିରେ ଅ-ଶ୍ଳୀ-ଳ ନାଚ ବନ୍ଦ ଉପରେ ଦେଇଥିବା ବିଏମସିର ନିର୍ଦ୍ଦେଶକୁ ବିରୋଧ କରି ଗଣମାଧ୍ୟମ ସାମ୍ନାରେ ଏମିତି ପ୍ରତିକ୍ରିୟା ରଖି ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେନ୍ଦ୍ର ରାଉତରାୟ।ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା ପ୍ରକୃତ ଘଟଣା କଣ।

ଦର୍ଶକବନ୍ଧୁ ଆପଣମାନେ ତ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଖୋଲା କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।ଯେକୈାଣସି ଘଟଣା ସମ୍ପର୍କରେ ସେ ସବୁବେଳେ ନିଜର ନିର୍ଭୀକ ମତ ରଖିଥାନ୍ତି ଏବଂ ତାଙ୍କର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା କିଛି ନୁଆ କଥା ନୁହେଁ।ଏବେ ଯେଉଁ ଭିଡିଓଟି ତାଙ୍କର ଭାଇରାଲ ହେଉଛି ସେଥିରେ ଦେଖାଯାଇଛି।

କିଛି ଦିନ ତଳେ ଖଣ୍ଡଗିରିରେ ଯାତ୍ରାରେ ଅ-ଶ୍ଳୀ-ଳ ନୃତ୍ୟକୁ ବିଏମସି ବ୍ୟାନ କରିଛି।ଏହାକୁ ନେଇ ସୁର କହିଛନ୍ତି,ଯଦି ଅ-ଶ୍ଳୀ-ଳ-ତାକୁ ବ୍ୟାନ କରାଯାଇଛି ହକିରେ କାହିଁକି ଅ-ଶ୍ଳୀ-ଳ ଅ-ଙ୍ଗ ଦେଖଉଥିଲ ବମ୍ବେରୁ ଆଣି। ଅ-ଶ୍ଳୀ-ଳ ଷ୍ଟେଜରେ କଲେ ଲୋକମାନେ ଟିକେ ଉପଭୋଗ କରିବେ।କିଏ କ’ଣ ଯାଇ କୁଣ୍ଢେଇ ପକଉଛି ନା ଧରି ପକଉଛି। ସବୁଆଡେ ତ ଖୋଲା ସବୁବେଳେ ତମେ ଖଣ୍ଡଗିରି ଉପରେ ଅତ୍ୟାଚାର କରୁଛ।ଆମ ଲୋକାଲ ଫେଷ୍ଟିଭାଲ ଉପରେ।ସୁର ରାଉତଙ୍କର ଏହି ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *