ମୋ ବେଡ଼ରୁମକୁ ଆସ ଅ-ଶ୍ଳୀ-ଳ-ତା କ’ଣ ମୁଁ ତମକୁ ଦେଖେଇବି ମିଡ଼ିଆ ଆଗରେ ଏପରି ପ୍ରତିକ୍ରିୟା ରଖି ଚର୍ଚ୍ଚାକୁ ଆସିଛନ୍ତି ଯାତ୍ରା ଅଭିନେତ୍ରୀ ଆଇଟମ ଗାର୍ଲ୍ ରାନୀ।ତେବେ ଦର୍ଶକବନ୍ଧୁ ଆପଣମାନେ ତ ରାନୀ ପ୍ରିୟଦର୍ଶିନୀଙ୍କୁ ନିହାତି ଭାବରେ ଜାଣିଥିବେ।ତେବେ ରାନୀ ଭଦ୍ରକର ଏକ କାର୍ଯ୍ୟକ୍ରମରେ ଯାତ୍ରା ରାଜନନ୍ଦୀନିର ଷ୍ଟେଜ ଉପରେ ମହିଳାଙ୍କ ଠାରୁ ଜୋତା ମାଡ଼ ଖାଇବା ପରେ ବେଶ ଚର୍ଚ୍ଚାକୁ ଆସିଥିଲେ।
ତେବେ ଷ୍ଟେଜ ଉପରେ ଅ-ଶ୍ଳୀ-ଳ ନୃତ୍ୟ କରୁଥିବାରୁ ମହିଳା ଜଣଙ୍କ ତାଙ୍କୁ ଜୋତା ଫିଙ୍ଗିଥିଲେ। ବର୍ତ୍ତମାନ ସମୟରେ ଖଣ୍ଡଗିରିରେ ବିଏମସି ଅ-ଶ୍ଳୀ-ଳ ନୃତ୍ୟକୁ ବ୍ୟାନ କରିଥିବା ବେଳେ ଏହାକୁ ବିରୋଧ କରି ଗଣମାଧ୍ୟମ ସାମ୍ନାରେ ଏମିତି ପ୍ରତିକ୍ରିୟା ରଖିଛନ୍ତି ରାନୀ ପଣ୍ଡା। ଏ ସମ୍ପର୍କରେ ସେ କହିଛନ୍ତି,ଖଣ୍ଡଗିରିକୁ ପ୍ରଶାସନ ଯଉଁ ଗାଇଡ ଲାଇନ ଦେଇଛନ୍ତି ଏ ଗାଇଡ ଲାଇନ ଭିତରେ ସବୁକିଛି କରାଯିବ।
ଯେମିତି ଆପଣ ଦେଖିଥିବେ ଆପଣ ଆମର କଟକ ବାରବାଟି ଷ୍ଟାଡିୟମରେ ହକି ୱାଲ୍ଡ କପରେ ଯେମିତି ଯେଉଁ ପ୍ରକାର ଡ଼େର୍ସ ପିନ୍ଧି ଦିଶା ପଟାନି ଆଇଟମ ଡାନ୍ସ କଲେ ସେ ପ୍ରକାର ହେବ।ସେ ଯଦି ଓଡ଼ିଶା ବାହାରୁ ଆସି ଆମ ଓଡ଼ିଶା ହକି ଷ୍ଟାଡିୟମରେ ଏମିତି ଡାନ୍ସ କରି ପାରୁଛନ୍ତି।ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଖିଲେ,ପ୍ରଶାସନ ଦେଖିଲେ, ଜନସାଧାରଣ ଦେଖିଲେ,ଲାଇଭ କାଷ୍ଟ ହେଲା।ସେମିତି ଓଡ଼ିଶାରେ ବି ସମସ୍ତେ ନିଜ ନିଜର ଜଲୱା ଦେଖାଇବା ଦରକାର।ଯଦି ଷ୍ଟୁଡିଓ ହେଇଥାନ୍ତା ମୁଁ ଆପଣଙ୍କୁ ଅ-ଶ୍ଳୀ-ଳ-ତା ଦେଖେଇ ଦେଇଥାନ୍ତି।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment