ବନ୍ଧୁଗଣ ଗୁରୁ ଶିଷ୍ୟଙ୍କ ସମ୍ପର୍କ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ। ଶିଷ୍ୟ ଗୁରୁଙ୍କୁ ସଦାସର୍ବଦା ଦେବତାଙ୍କ ଆସନରେ ବସାଇ ଥାଏ। ସେହିପରି ଗୁରୁ ମଧ୍ୟ ସେହ୍ନ ଶ୍ରଦ୍ଧା ଦେଇ ନିଜ ଶିଷ୍ୟକୁ ମଣିଷ କରି ଗଢି ତୋଳନ୍ତି। କିନ୍ତୁ ଆଜିର ସମୟରେ ସେ ସମ୍ପର୍କ ଆଉ ସେପରି ପବିତ୍ର ହେଇ ନାହିଁ। କିଛି ନଷ୍ଟ ଚରିତ୍ରର ଗୁରୁ ଶିଷ୍ୟଙ୍କ ଦ୍ଵାରା ଏହି ସମ୍ପର୍କ ହେଇଯାଇଛି କଳୁଷିତ ଯାହାକି ଅତ୍ୟନ୍ତ ଦୁଃଖଦାୟକ।
ତେବେ ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ ଗୁରୁ ଶିଷ୍ୟ ସମ୍ପର୍କର ଏମିତି ନଗ୍ନ ଚିତ୍ର ଦେଖାଇବାକୁ ଯାଉଛୁ ଯାହା ଜାଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ତେବେ ଘଟଣାଟି ହେଉଛି ଏହା ଯେ ଜଣେ ଶିକ୍ଷକ ଜଣେ ଛାତ୍ରୀଙ୍କ ସହିତ ଅତ୍ୟନ୍ତ ଅ-ଶ୍ଳୀ-ଳ ଭାଷାରେ ପ୍ରେ-ମ ଗପ କରୁଛନ୍ତି।ଯାହାର ଅଡିଓଟି ବେଶ ଭାଇରାଲ ହେଉଛି।ଅଡିଓରେ ଚାଲିଥିବା ବାର୍ତ୍ତାଳାପ କିଛି ଏପରି।ଶିକ୍ଷକ:ମୁଁ ତମ ରାଣ ଖାଇକି କହୁଛି ମୁଁ ତମକୁ ଏତେ ଭଲପାଇବା ଦେବି ତମେ ଜୀବନରେ କେବେ ଭାବି ନଥିବ।
ମୋ ସହିତ ତମେ ରାତିରେ କଥା ହେଇପାରିବ।ଛାତ୍ରୀ:ନା ସାର୍ ରାତିରେ ମୁଁ ମମି ପାଖରେ ଶୋଇବି। ଶିକ୍ଷକ:ତମେ କୁହ ତମେ ମତେ ଲାଇକ କର କି ନାହିଁ।ଛାତ୍ରୀ:ହଁ ମୁଁ ଆପଣଙ୍କୁ ବହୁତ ଲାଇକ କରେ।ଆପଣ ମୋର ଫେବରାଇଟ ଟିଚର। ଶିକ୍ଷକ:ମୁଁ ତମକୁ କିଛି କହିବାକୁ ଚାହୁଁଛି ତମେ ଖରାପ ଭାବିବନି ତ। ଛାତ୍ରୀ:ନାଁ ସାର୍।ଶିକ୍ଷକ:ମୁଁ ବି ତୁମକୁ ବହୁତ ଲାଇକ କରେ।ଆଉ ମୁଁ ଯେଉଦିନ ସ୍କୁଲରେ ଜଏନ କରିଲି ପ୍ରଥମ ଦେଖାରୁ ତମକୁ ଭଲପାଇ ବସିଛି।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment