ଏ ହେଉଛନ୍ତି ଏଏସଆଇ ଗୋପାଳ ଦାସ.ହଁ, ଏ ହେଉଛନ୍ତି ଗୋପାଳ ଦାସ ଯେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ଗୁଳି ମାଡ଼ କରିଥିବା ଯାହା ବର୍ତମାନ ସୂଚନା ଆସୁଛି । ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ କରିଥିବା ଏଏସଆଇ ଗୋପାଳ ଦାସ ହେଉଛନ୍ତି ଏହି ବାବୁ । ଭଲ କରି ଦେଖିନିଅନ୍ତୁ ଏହି ବାବୁ ଜଣଙ୍କୁ । ଏ ବାବୁ ହେଉଛନ୍ତି ଏଏସଆଇ ଗୋପାଳ ଦାସ, ଯେ କି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ କରିଛନ୍ତି । ନବ ଦାସଙ୍କୁ ଗୁଳି ମାଡ଼ କରିଥିବା ରଜନଗର ଏସ୍ଡ଼ିପିଓ ସୂଚନା ଦେବା ପରେ ଏସଆଇ ଗୋପାଳ ଦାସଙ୍କୁ ବର୍ତମାନ ପୋଲିସ ଅଟକ ରଖିଛି ।
ପଚରା ଉଚରା ଜାରୀ ରଖିଛି । ଗାନ୍ଧିଛକ ପୋଲିସ ଆଉଟ ପୋଷ୍ଟରେ ଏଏସଆଇ ଗୋପାଳ ଦାସ କାର୍ଯ୍ୟ କରୁଥିଲେ । ଆଉ ଯେଉଁ ସମୟରେ ସେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ କରିଛନ୍ତି । ଆଉ ଗାନ୍ଧୀଛକ ଫାଣ୍ଡି ଏଏସଆଇ ଥିଲେ ଗୋପାଳ ଦାସ.ଏଏସଆଇ ଗୋପାଳ ଦାସ ଗୁଳି ମାଡ଼ କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଭୁବନେଶ୍ୱର ଏୟାର ଲିଫ୍ଟ କରାଯାଇଛି ।
ବର୍ତମାନ ପୋଲିସ ଗୋପାଳକୁ କାବୁ କରି ପଚରା ଉଚରା ଜାରୀ ରଖିଛି, ଯାହା ଏସ୍ଡ଼ିପିଓ ସୂଚନା ଦେଇଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା, ତାଙ୍କୁ ରିଭଲୱର ଏବେ ଇସୁ କରାଯାଇଥିଲା । ଆଉ ସେ ସେଇ ରିଭଲୱରରେ ହିଁ ସୁଟ କରିଛନ୍ତି । କାହଁକି ମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲେ ଏଏସଆଇ ଗୋପାଳ ଦାସ । ତେବେ କେଉଁ କାରଣ ପାଇଁ ମନ୍ତ୍ରୀଙ୍କୁ ଗିରଫ କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏଏସଆଇ ଗୋପାଳ ଦାସଙ୍କୁ ପୋଲିସ କାବୁ କରି ପଚରା ଉଚରା ଜାରୀ ରଖିଛି ।
ତେବେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି । ଆଉ ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଇଛି । ଆଉ ଭୁବନେଶ୍ୱରରେ ତାଙ୍କ ଚିକିତ୍ସା ଚାଲିଛି । ତେବେ ଏ ସବୁ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସ୍ୱାସ୍ଥ୍ୟ ଉପରେ ସମସ୍ତଙ୍କର ନଜର ରହିଛି ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment