Press "Enter" to skip to content

ଶ୍ରୀୟାଙ୍କୁ ବୁଦ୍ଧି ଦେଲେ ବ୍ୟୋମକେଶ । ଆଉ କହିଲେ ଏଭଳି କଥା ।

ବନ୍ଧୁଗଣ ଆପଣମାନେ ତ ବହୁଚର୍ଚ୍ଚିତ ସିଙ୍ଗର ଦମ୍ପତି ହ୍ୟୁମାନ ସାଗର ଓ ଶ୍ରେୟା ମ୍ରିଶଙ୍କ ଘରୋଇ ବିବାଦ ସମ୍ପର୍କରେ ବହୁତ ଭଲ ଭାବରେ ଜାଣିଥିବେ ତେବେ ଏ ସମ୍ପର୍କରେ ମୁଖ ଖୋଲିଛନ୍ତି ହ୍ୟୁମାନ ସାଗରଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ।ମିଡ଼ିଆ ଆଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ହ୍ୟୁମାନ ଶ୍ରେୟାଙ୍କ ନାଁରେ ଗୋଟେ ଗାଡ଼ି କିଣିଛନ୍ତି।ଗୋଟେ ଫ୍ଲାଇଟ କିଣିଛନ୍ତି।

ଯଦି ଜଣେ ଗୋଟେ ଲୋକକୁ ଟର୍ଚ୍ଚର କରିବ ତା ପ୍ରତି ତାର ଭଲପାଇବା ନଥିବ ସେ ତା ନାଁରେ ପ୍ଲଟ ଆଉ ଦାମୀ ଗାଡ଼ି କାହିକି କିଣିବ।କାହା କାହା ବିରୋଧରେ କହୁ ନାହାନ୍ତି।ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ।ଯେତେବେଳେ ଗୋଟେ ପୁରୁଷକୁ ବଦନାମ କରିବାକୁ ପଡେ ଗୋଟେ ପୁରୁଷକୁ ବଦନାମ କରିବାର ସବୁଠୁ ସୁନ୍ଦର ରାସ୍ତା ହେଉଛି ତା ନାଁ ସହିତ ଗୋଟେ ନାରୀର ନାଁକୁ ଯୋଡ଼ି ଦେବା।

ଏଇଟା ହେଉଛି ସବୁଠାରୁ ସୁବିଧା ବାଟ କାହିଁକି ନା ଗୋଟିଏ ସ୍ତ୍ରୀ ସହିତ ଯିଏ ସମ୍ପର୍କ ରଖୁଛି ସେ ହେଉଛି ମହାପୁରୁଷ।ଏକରୁ ଅଧିକ ସ୍ତ୍ରୀ ଯିଏ ରଖିଲା ସେ ଲମ୍ପଟ ପୁରୁଷ।ଏଠି ଲୋକ ଯିଏ ଯା ବାଟରେ ମଜା ଉଠାଉଛନ୍ତି।କିଏ ଗୋଟେ କାହା ନାଁରେ କଣ କହିଦେଲା ଲୋକ ତା ବିଷୟରେ ଚର୍ଚ୍ଚା ଆରମ୍ଭ କରିଦେବେ।ଏଇଟା ହେଉଛି ସାମାଜିକ ନୀତି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *