ତେବେ ଦର୍ଶକବନ୍ଧୁ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ଅମ୍ଳାନଙ୍କ ସାନଭାଇ ଅକ୍ଳାନ୍ତ।ଝିଅ ଦେଖା ସରିଥିଲା ଆଉ ହସ୍ପିଟାଲରୁ ଆସିଥିଲେ ଭାଇ ଯାଇଥାନ୍ତା ଝିଅ ଦେଖି ଆଉ ବାହାଘର ହେଇଥାନ୍ତା।ବାଣ ବାଜା ଆଉ ରୋଷଣିରେ ଫାଟି ପଡିଥାନ୍ତା କଟକ ସହର।ଆଉ ହସଖୁସିରେ ସେ ତାଙ୍କ ପରିବାରକୁ ଆଗେଇ ନେଇ ଥାଆନ୍ତେ।ହେଲେ ବିଧାତାର ଖେଳ ଏମିତି ହେଲା ଯେ ଓଲଟିଗଲା ସବୁକିଛି।ହସଖୁସି ବଦଳରେ ଆଖିରୁ ବହୁଛି ଧାର ଧାର ଲୁହ।ଭାଙ୍ଗି ପଡିଛନ୍ତି ଭାଇ ଅମ୍ଳାନ।
ଦର୍ଶକବନ୍ଧୁ ଆପଣମାନେ ତ ଜାଣିଥିବେ ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଙ୍କର ଗତକାଲି ମୃତ୍ୟୁ ହୋଇଛି।ଆଉ ତାଙ୍କ ମୃତ୍ୟୁରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।
ଆଉ ସାନ ଭାଇର ମୃତ୍ୟୁକୁ ଗ୍ରହଣ କରି ପାରୁନାହାନ୍ତି ଅମ୍ଳାନ।ଅମ୍ଳାନ ବର୍ତ୍ତମାନ ସମୟରେ ଭୋ ଭୋ ହେଇ କାନ୍ଦୁଛନ୍ତି।ସାନ ଭାଇ ଆଉ ବାପା ମାଙ୍କୁ ସେ ଝୁରୁଛନ୍ତି।ଆପଣମାନେ ତ ଜାଣିଥିବେ ଛୋଟବେଳୁ ସେ ତାଙ୍କ ମାଆଙ୍କୁ ହରାଇଥିବା ବେଳେ ଗତ ଏକ ବର୍ଷ ହେବ ସେ ନିଜ ବାପା ମିହିର ଦାସଙ୍କୁ ହରାଇଥିବା ବେଳେ ଗତକାଲି ନିଜ ସାନ ଭାଇକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ଅମ୍ଳାନ ଦାସ।ଅମ୍ଳାନଙ୍କ କହିବା ଅନୁଯାୟୀ ସାନ ଭାଇ ଅକ୍ଳାନ୍ତଙ୍କ ପାଇଁ ଝିଅ ଦେଖା ସରିଥିଲା।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment