କେ ଏଲ ରାହୁଲ ଆଉ ଏଥିୟାଙ୍କୁ ମିଳିଛି ବଡ଼ ବଡ଼ ଗିଫ୍ଟ, ଯାହା ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ । ଆଇ ଏତେ ଏସ୍ପେନସିଭ ଗିଫ୍ଟ କେବଳ କ୍ଲୋଜ ଲୋକ ହିଁ ଦେଇପାରନ୍ତି । ତେବେ ଦୁଇଜଣଙ୍କ ଭିତରୁ କାହାର ଫ୍ରେଣ୍ଡ ସର୍କଲ ଏତେ ଛୋଟ ନୁହେଁ ଯେ ସେମାନେ ବିଲୋ ଆଭରେଜ ଗିଫ୍ଟ ଦେବେ । ଯଦିଓ ବାହାଘରକୁ ଡାକି ଗିଫ୍ଟ ଦେବା, ଏଇଟା ଦେବା ଲୋକ ଉପରେ ନିର୍ଭର କରେ ବା ଗିଫ୍ଟ ପାଇଁ କାହାକୁ ବାହାଘରକୁ ଡ଼ାକିବ, ଏସବୁ ଜିନିଷ ଏଥିରେ ନଥାନ୍ତି । କିନ୍ତୁ ବଡ଼ ଲୋକଙ୍କ ବଡ଼ କଥା । ତେବେ ଚାଲନ୍ତୁ ନଜର ପକାଇବା କିଏ ଏବଂ କଣ ଗିଫ୍ଟ ଦେଇଛନ୍ତି କେ ଏଲ ରାହୁଲ ଏବଂ ଏଥିୟା ସେଟିଙ୍କୁ ।
ସବୁଠୁ ବଡ଼ ଗିଫ୍ଟ ଦେଇଛନ୍ତି ଶଶୁର ଜି ଅର୍ଥାତ ଆକ୍ଟର ସୁନୀଲ ସେଟି । କୁହାଯାଉଛି ମୁମ୍ବାଇର ହାର୍ଟରେ ଗୋଟିଏ ବଡ଼ ଲକ୍ସଯୋରିୟସ ଏକ ଫ୍ଲାଟ ଦେଇଛନ୍ତି ବା ଆପର୍ଟମେଣ୍ଟ ଦେଇଛନ୍ତି ଗିଫ୍ଟ ୫୦ କୋଟିର ନିଜ ଜ୍ୱାଇଁଙ୍କୁ । ଆଜ୍ଞା ହଁ, ଏହା ସହିତ ସମସ୍ତଙ୍କ ପ୍ରିୟ ବଲିଉଡର ଭାଇଜାନ ଏଥିୟା ସେଟିଙ୍କୁ ୧ କୋଟି ୬୪ ଲକ୍ଷର ଗୋଟିଏ କାର ଗିଫ୍ଟ କରିଛନ୍ତି ।
ଯେ କି ତାଙ୍କ ସହିତ ଅନେକ ସିନେମାରେ ଅଭିନୟ ମଧ୍ୟ କରିଛନ୍ତି । ସୁନୀଲ ସେଟିଙ୍କ କ୍ଲୋଜ ଫ୍ରେଣ୍ଡ ଅର୍ଥାତ ଜାକି ଶ୍ରୋଫଙ୍କ କଥା କହିବା । ଯେ କି ବର୍ଡ଼ର,ରିଫ୍ୟୁଜି ଏମିତି ଅନେକ ସିନେମାରେ ଅଭିନୟ କରିଛନ୍ତି ସୁନୀଲଙ୍କ ସହିତ । ସେ ଗିଫ୍ଟ କରିଛନ୍ତି ୩୦ ଲକ୍ଷ ଟଙ୍କାର ଗୋଟିଏ ଘଣ୍ଟା ଏଥିୟା ସେଟିଙ୍କୁ । ଏହାପରେ ନମ୍ବର ଆସୁଛି ଅର୍ଜୁନ କପୁରଙ୍କର । ଯେ କି ଏଥିୟା ସେଟିଙ୍କୁ ଦେଇଛନ୍ତି ଗୋଟିଏ ହୀରାର ବ୍ରେସଲେଟ, ଯାହାର ଦାମ ଦେଢ଼ କୋଟି ଟଙ୍କା ।
ତେବେ ରିପୋର୍ଟ ହିସାବରେ କେ ଏଲ ରାହୁଲଙ୍କର ସାଙ୍ଗମାନେ ଅର୍ଥାତ କ୍ରିକେଟ ଟିମମାନେ ସେମାନେ ଆସିପାରିନଥିଲେ ତାଙ୍କର ବିବାଘରକୁ । ତେବେ ଏବେ ନମ୍ବର ଆସୁଛି କେଏଲ ରାହୁଲଙ୍କର ସାଙ୍ଗ ସାଥୀଙ୍କର । ଯେଉଁଥିରେ ସବୁଠୁ ଆଗରେ ଆସୁଛି ବିରାଟ କୋହଲି ଆଉ ମାହେନ୍ଦ୍ର ସିଂ ଧୋନିଙ୍କ କଥା । ଯେଉଁମାନେ କି ତାଙ୍କୁ ଗୋଟିଏ ତାଙ୍କୁ ୨.୧୭ କୋଟିର କାର,ଆଉ ଧୋନୀ ଗୋଟିଏ କାୱାସିକି ବାଇକ ଗିଫ୍ଟ କରିଛନ୍ତି, ଯାହାର ଦାମ ୮୦ ଲକ୍ଷ ଟଙ୍କା ହେବ ।
ତେବେ ଆଗକୁ ଆସୁଛି ଓଡିଆଇ ସିରିଜ, ଯାହା ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଖେଳାଯିବ ଏବଂ ଯେଉଁଥିପାଇଁ ଅଧିକାଂଶ କେହି ତାଙ୍କ ବିବାଘରକୁ ଆସିପାରିନଥିଲେ । କୁହାଯାଉଛି ଯେ ଆଇପିଏଲ ପରେ ହିଁ ତାଙ୍କ ବିବାହର ରିସେପସନ ରଖାଯିବ ଏବଂ ଯେଉଁ କଥା ସୁନୀଲ ସେଟି ବି କହିଛନ୍ତି । ତେବେ ରାହୁଲଙ୍କର କ୍ଲୋଜ ଫ୍ରେଣ୍ଡ ବିରାଟ କୋହଲି,ହାର୍ଦିକ ପାଣ୍ଡ୍ୟା,ସୁରୟ କୁମାର ଯାଦବ ଏ କେହିବି ଆସିପାରିନଥିଲେ ତାଙ୍କ ବିବାଘରକୁ । ଏଥିୟା ସେଟି ଯେ କି ୨୦୧୫ ରେ ଫିଲ୍ମ ହିରୋ ମାଧ୍ୟମରେ କରିଥିଲେ ବଲିଉଡରେ ଡେଭ୍ୟୁ ।
ଆଉ ଏହାପରେ ବିବାଘର କରିଛନ୍ତି ୨୩ ଜାନୁୟାରୀ ୨୦୨୩ ରେ । ତେବେ ସୁନୀଲ ସେଟିଙ୍କ ଖଣ୍ଡାଲା ଓ ଲୁନାୱାଲରେ ଥିବା ଫାମ ହାଉସରେ ହୋଇଥିଲା ଉଭୟଙ୍କର ବିବାହ । ଆଉ ଯାହା ତାଙ୍କ ସୂତ୍ରରୁ ଜାଣିବାକୁ ମିଳିଛି, ଯେ ତାଙ୍କର ରିସେପ୍ସନ ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ ପରେ ପରେ ହେବ । ବୋଧ ହୁଏ ମାର୍ଚ୍ଚ ୨୫ ତାରିଖରେ ଉଭୟଙ୍କ ରିସେପ୍ସନର ଡେଟ ଫିକ୍ସ ଅଛି ବୋଲି ଶୁଣିବାକୁ ମିଳୁଛି ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment