ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।ଲୋକମାନେ ଅନେକ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଦେଖିଥାନ୍ତି ।ଲୋକମାନେ ଏଭଳି ସବୁ ପ୍ରକାରର ଭିଡିଓ ଏହି ସୋସିଆଲ ମିଡିଆରୁ ପାଇଥାନ୍ତି ।ସୋସିଆଲ ମିଡିଆରେ ଲୋକମାନେ ଏଭଳି କିଛି ଭିଡିଓ ଦେଖିଥାନ୍ତି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ଭିଡିଓରେ ଏଭଳି କିଛି ଖବର ଆପଣମାନେ ଜାଣିପାରିବେ ଯାହା ଆପଣଙ୍କ ମନରେ କିଛି ଭାବନା ସୃଷ୍ଟି କରିବ ।ଲୋକମାନେ ଏଭଳି ଅନେକ ଖବର ଦେଖୁଛନ୍ତି ।ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଯୁବକ ବିବାହ କରିବା ପାଇଁ ମଣ୍ଡପକୁ ଆସିଥିଲେ ।ବିବାହ ପାଇଁ ବର ବରଣୀ ବି ସରିଥିଲା ।ଆଉ ସେହି ଯୁବକ ଜଣକ ବିବାହ କରିବା ପରିବର୍ତ୍ତେ ମଣ୍ଡପରୁ ଦୌଡ଼ି ଆସିଥିଲେ ।ଏହି ଭିଡିଓରେ ଆପଣମାନେ ଏହିସବୁ କଥା ଦେଖିପାରିବେ ।ଏହି ବର ମଣ୍ଡପରୁ ସିଧା ବାଇକରେ ବସି ପଳାଇ ଆସୁଛି ।
ଆଉ ଏମିତି ଆସିବାର କାରଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।ସେହି ବର ଜଣକ ଏମିତି ଆସିବାର କାରଣ ହେଉଛି କି ବର ଜଣକ ଯାହାକୁ ବିବାହ କରିବାକୁ ଯାଉଥିଲେ ସେହି କନ୍ୟା ଜଣଙ୍କୁ ୧୮ ବର୍ଷ ହୋଇନାହିଁ ।ଆଉ ଯେତେବେଳେ ଏହି ଖବର କଟକ ଶିଶୁ ଅଧିକାରୀ ଜାଣିପାରିଲେ ସେହି ସମୟରେ ସେମାନେ ସେଠାକୁ ଆସି ଏହାର ଯାଞ୍ଚ କରିଥିଲେ ।ଆଉ ଏହି ଯାଞ୍ଚ ସମୟରେ ସେହି ବର ଏବଂ କନ୍ୟା ବାହା ବେଦିରୁ ଚମ୍ପଟ ମାରିଥିଲେ ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment