Press "Enter" to skip to content

ଅପରାଜିତା ଆଉ ବାବୁଶାନ୍ କହିପାରୁ ନାହାନ୍ତି କି ସହିପାରୁ ନାହାନ୍ତି, ଗୁମୁରି ଗୁମୁରି କାନ୍ଦୁଛନ୍ତି ।

ଅଭିନେତା ଅମ୍ଳାନ ଓ ତାଙ୍କ ସାନ ଭାଇ ଅକ୍ଳାନ୍ତ ଖୁବ୍ ଛୋଟ ଛୋଟ ହୋଇଥିଲେ ଆଉ ସେହି ସମୟରେ ତାଙ୍କ ମାଆ ତାଙ୍କୁ ପର କରି ଆରପାରିକୁ ଚାଲିଗଲେ।ଆଉ ସେ ସେତେବେଳେ ଭାଙ୍ଗି ପଡିଥିଲେ ଅମ୍ଳାନ ଆଉ ଅକ୍ଳାନ୍ତ। ଅମ୍ଲାନ ଅବଶ୍ୟ ଟିକେ ବଡ଼ ହେଇଯାଇଥିଲା କିନ୍ତୁ ଅକ୍ଳାନ୍ତ ଖୁବ୍ ଛୋଟ ଥିଲେ।

ଆଉ ସେତେବେଳେ ଅଭିନେତା ମିହିର ଦାସ ଯେତେବେଳେ ନିଜ କଷ୍ଟକୁ ଭୁଲି ପୁଣିଥରେ ଅଭିନୟ ଆରମ୍ଭ କଲେ ଅକ୍ଳାନ୍ତଙ୍କୁ ନିଜ ପାଖରେ ରଖୁଥିଲେ।ସୁଟିଂଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଉଥିଲେ।ଆଉ ସେହି ସମୟର କଥା ଯେଉଁ ସମୟରେ ମିହିରଙ୍କ ବିପକ୍ଷରେ ଅଭିନୟ କରନ୍ତି ଅଭିନେତ୍ରୀ ଅପରାଜିତା ମହାନ୍ତି।ଆଉ ସେତେବେଳେ ମିହିର ଦାସଙ୍କ ପରିବାର ଓ ଉତ୍ତମ ମହାନ୍ତିଙ୍କର ପରିବାର ମଧ୍ୟରେ ବହୁତ ଭଲ ସଂପର୍କ ଥିଲା।

କାରଣ ସେତେବେଳେ ଉତ୍ତମ ଆଉ ମିହିର ମିଶି ଅନେକ ଗୁଡ଼ିଏ ସୁପରହିଟ ଚଳଚ୍ଚିତ୍ର ଭେଟି ଦେଇଥିଲେ।ଆଉ ଯେତେବେଳେ ମିହିର ନିଜ ସ୍ତ୍ରୁକୁ ହରାଇଥିଲେ ସେତେବେଳେ ନିଜ ମାଆ ଛେଉଣ୍ଡ ପିଲାମାନଙ୍କୁ ଅପରାଜିତା ଦେଇଥିଲେ ମା’ର ସ୍ନେହ।ସମୟ ସୁବିଧା ପାଇଲେ ଉଭୟ ପରିବାର ଏକାଠି ହୁଅନ୍ତି।ସବୁ ଉସ୍ବବରେ ମିଶି ସେଲିବ୍ରେସନ କରନ୍ତି।ଅକ୍ଳାନ୍ତଙ୍କୁ ଅପରାଜିତା ଓ ବାବୁଶାନ୍ ବହୁତ ଭଲ ପାଆନ୍ତି।ଆଉ ଏବେ ଅକ୍ଳାନ୍ତଙ୍କୁ ହରାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ଅପରାଜିତା ଓ ବାବୁଶାନ୍।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *