Press "Enter" to skip to content

ରସିକିଆ ପ୍ରିନ୍ସିପାଲଙ୍କ କଳା କାରନାମା, କଲେଜ ଦିଦିଙ୍କ ହାତରେ ମାରି ଦେଉଛନ୍ତି ହାତ ।

ବନ୍ଧୁଗଣ ଏ ଭିଡିଓ ଦେଖିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇ ବସିବେ।
କଟକ ନିଆଳିରେ ଏକ ସରକାରୀ କଲେଜରେ ଅଫିସ ରୁମକୁ ବ୍ୟକ୍ତିଗତ ମନୋରଞ୍ଜନ ପାଇଁ କିଭଳି ବ୍ୟବହାର କରାଯାଏ ଆପଣ ଏହି ଭିଡିଓ ଦେଖି ଜାଣିପାରିବେ।ପିଲାଙ୍କୁ କ୍ଳାସରେ ଛାଡି ପିନ୍ସିପାଲଙ୍କ ସହିତ ଅଧ୍ୟାପିକା ହେଉଛନ୍ତି ଗେ-ଲ।ଅଫିସ ରୁମରେ ସିସିଟିଭି ଲଗାଯାଇଛି ତଥାପି କାହାକୁ ଖାତିର ନାହିଁ।ଏ ଫୁଟେଜ ନଜରକୁ ଆସିବା ସାଧାରଣ ଲୋକଙ୍କ ମୁଣ୍ଡକୁ ରାଗ ଚଢିଯାଉଛି।
ଭାବନ୍ତୁ ଯେଉଁ ପିଲା ଏଠି ପାଠ ପଢ଼ୁଛନ୍ତି ସେମାନଙ୍କ ଅଭିବାବକଙ୍କ ଉପରେ କ’ଣ ବିତୁଥିବ।

ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି।ଏମିତିକି ସ୍ଥାନୀୟ ଲୋକ ପ୍ରତିନିଧି ଓ ସ୍ଥାନୀୟ ଛାତ୍ରଛାତ୍ରୀ ଥକ୍କା ମାରି କଲେଜ ଅଧ୍ୟକ୍ଷଙ୍କୁ କଲେଜରୁ ଚାଲି ଯିବାକୁ କହୁଛନ୍ତି।ଆଉ କିଛି ଛାତ୍ରଛାତ୍ରୀ ଏସବୁ ଦୃଶ୍ୟ କ୍ୟାମେରାରେ କଏଦ କରିଛନ୍ତି।ଘଟଣା ସ୍ଥଳରେ ଏମିତି ଉତ୍ତେଜନା ଦେଖାଦେଲା ଯେ ଘଟଣା ସ୍ଥଳକୁ ପୋଲିସ ପହଂଚି ଶାନ୍ତ କରିବା ପାଇଁ ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

କଟକ ଜିଲ୍ଲା ନିଆଳି ଥାନା କସଦା ସ୍ଥିତ ସରକାରୀ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ରମାକାନ୍ତ ରାଉତ ଓ ଜଣେ ଅଧ୍ୟାପିକାଙ୍କ ମଧ୍ୟରେ ଥିବା ପ୍ରୀତି ସିସିଟିଭିରେ କଏଦ ହେବା ପରେ ଘଟଣାକୁ ନିନ୍ଦା କରାଯାଇଛି।ଅଧ୍ୟକ୍ଷ କେବଳ ପ୍ରେମ କରୁନାହାନ୍ତି ବରଂ ପବିତ୍ର ଶିକ୍ଷାନୁଷ୍ଠାନ ମଧ୍ୟରେ କରୁଥିବା ଖ-ରା-ପ ଭିଡିଓ ମଧ୍ୟ ଭାଇରାଲ ହେଉଛି।ଅଭିଭାବକ ପ୍ରଶ୍ନ କରିଛନ୍ତି ଏତେସବୁ ଘଟଣା ଘଟିଲେ ମଧ୍ୟ କଲେଜର ଅନ୍ୟ କର୍ମଚାରୀମାନଙ୍କ ନଜରକୁ ଆସୁନଥିଲା।ନା ସବୁ ଦେଖି ନୀରବ ଦ୍ରଷ୍ଟା ସାଜୁଥିଲେ।ତେବେ ସିସିଟିଭି ଭିଡିଓ ମହାବିଦ୍ୟାଳୟରୁ କେଉଁ ପରିସ୍ଥିତିରେ ପଦାକୁ ଆସିଲା ତାହା ସ୍ବଷ୍ଟ ହୋଇନାହିଁ।ଏସବୁ ସମ୍ପର୍କରେ ଗଣମାଧ୍ୟମ କଲେଜ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚାହୁଁଥିବା ବେଳେ ଏହା ସମ୍ଭବ ହୋଇପାରିଲା ନାହିଁ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *