Press "Enter" to skip to content

ଶେଷ ସମୟରେ ପ୍ରେମିକାର ମଥାରେ ସିନ୍ଦୂର ଦେଲା ପ୍ରେମିକ, ଦେଇ ଥିବା ପ୍ରତିଶୃତି କୁ ରଖିଲା… ଏମିତି ବି ପ୍ରେମ ହୋଇପାରେ ।

ମୃ-ତ ପ୍ରେମିକାକୁ ବିବାହ କରିଲା ପ୍ରେମିକ ।ମୃ-ତ ପ୍ରେମିକା ମଥାରେ ସିନ୍ଦୂର ପିନ୍ଧାଇ ଦେଇଥିବା ପ୍ରତଶ୍ରୁତି ପୂରଣ କରିଲା ପ୍ରେମିକ ।ଆଉ ପ୍ରେମିକ ପ୍ରେମିକାର ଶବକୁ ବିବାହ କରିଛି ।ପ୍ରକୃତରେ ପ୍ରେମ କଣ ଏହା ଏଥିରୁ ଜଣାପଡୁଛି ।ଏହି ଫଟୋ ଦେଖିଲେ ଆପଣ ପ୍ରକୃତ ପ୍ରେମ କଣ ଆପଣ ଜାଣିପାରିବେ ।ଏହି ଦୃଶ୍ୟ ଦେଖିଲେ ଯେତିକି ଛାତି ଥରୁଛି ସେତିକି କଷ୍ଟ ମଧ୍ୟ ପାଇବେ ।ପ୍ରେମ କଣ ଏମିତି ହୁଏ ଏତେ କଷ୍ଟଦାୟକ ଆଉ ଯନ୍ତ୍ରଣାପୂର୍ଣ୍ଣ ।

ଯେଉଁ ଘଟଣା ଦେଖିଲେ ଆଖିରୁ ଲୁହ ଆସିଯିବ ।ପ୍ରେମିକାର ଶବ ପାଖରେ ବସିଛନ୍ତି ପ୍ରେମିକା ।ଆଉ ମୃ-ତ ପ୍ରେମିକା ମଥାରେ ସିନ୍ଦୂର ଲଗାଇ ହାତରେ ଶଙ୍ଖା ପିନ୍ଧାଉଛି ପ୍ରେମିକ ।ଆଉ କିଛିଦିନ ପରେ ବାହାଘର ହେଇଥାନ୍ତା ।ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ବୁଲି ପ୍ରେମିକାକୁ ନିଜର କରିଥାନ୍ତା ପ୍ରେମିକ ଜଣକ ।ହେଲେ ବିବାହ ପୂର୍ବରୁ ବିଧାତା ଏତେ ନିଷ୍ଠୁର ହେଲା ।ବୋଧହୁଏ ବିଧିର ବିଧାନ ଥିଲା ଏମିତି କିଛି ।

ଆଜି ପ୍ରେମିକ ପାଖରୁ ତାର ପ୍ରେମିକା ସବୁଦିନ ପାଇଁ ଅଲଗା ହୋଇଯାଇଛି ।ତାକୁ ଛାଡ଼ି ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯାଉଛି ।ଆଉ ମେଡ଼ିକାଲରେ ପ୍ରେମିକାର ଶବ ପାଖରେ ବସି କାନ୍ଦୁଛି ପ୍ରେମିକ ।ପ୍ରେମିକ ଚାହୁଁଛି ତାର ପ୍ରେମିକା ଜଣକ ଉଠୁ, ଆଉ ତା ସହ କଥା ହେଉ, ଝଗଡ଼ା କରୁ ।କିନ୍ତୁ ସେ ଜାଣିନାହିଁ ତାର ପ୍ରେମିକା ଆଉ ଫେରି ପାରିବନି ।ମଥାରେ ସିନ୍ଦୂର ଆଉ ହାତରେ ଶଙ୍ଖା ଦେଇ ମୃ-ତ ପ୍ରେମିକାକୁ ଜାବୁଡ଼ି ଧରୁଛି ପ୍ରେମିକ ଜଣକ ।

ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଆସାମର ମୟୂର ଗାଁରୁ ।ଯୁବକ ଜଣକର ନାମ ହେଉଛି ବିଟୁ ପନ୍ ।ଏବଂ ମୃ-ତ ଯୁବତୀଙ୍କ ନାଁ ହେଉଛି ପ୍ରାର୍ଥନା ।ସେହି ଯୁବକ ତାଙ୍କ ପ୍ରେମିକାକୁ ମାଳ ପକାଇ ବିବାହ କରିଛନ୍ତି ।ଦୁହେଁ ଦୁହିଁଙ୍କୁ ବହୁତ ଭଲପାଆନ୍ତି ।ବିବାହ କରିବାକୁ ଭାବିଥିଲେ ।ବିବାହ ପୂର୍ବରୁ ପ୍ରାର୍ଥନାଙ୍କର ଦେହ ଖରାପ ବୋଲି ଜଣାପଡିଥିଲା ।

ଶୁକ୍ରବାର ଦିନ ତାଙ୍କର ଦେହାନ୍ତ ହୋଇଛି ।ଆଉ ଏହାପରେ ପ୍ରେମିକ ଜଣକ ପ୍ରେମିକାକୁ ଦେଇଥିବା ପ୍ରତିଶୃତି ପୂରଣ କରିଛି ତାର ମଥାରେ ସିନ୍ଦୂର ଆଉ ହାତରେ ଶଙ୍ଖା ପିନ୍ଧାଇଛି ।ଏହାସହ ପ୍ରେମିକ ଜଣକ ଶପଥ କରିଛନ୍ତି କି ସେ ସାରା ଜୀବନ ତାଙ୍କ ପ୍ରେମିକା ପ୍ରାର୍ଥନାର ସ୍ମୃତିରେ କାଟିଦେବେ ଆଉ କାହାକୁ ବିବାହ କରିବେ ନାହିଁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *