Press "Enter" to skip to content

ଇଡି ଭୟରେ ୭ ଦିନରେ ୩୨ ବସା ବାନ୍ଧିଥିଲେ Archanaଙ୍କ ଚଢେଇ Shradhanjali ।

୭ ଦିନରେ ୩୨ ବସା ବାନ୍ଧିଥିଲା ଅର୍ଚନା ନାଗଙ୍କ ଚଢେଇ ଶ୍ରଦ୍ଧାଞ୍ଜଳି ବେହେରା । ଇଡିକୁ ଭୟ କରି ଗୋଟିଏ ପରେ ଗୋଟିଏ ସ୍ଥାନକୁ ଖଣ୍ଡିଉଡ଼ା ମାରୁଥିଲା । ଯେଉଁଠାରେ ତାଙ୍କୁ ନେତାମାନେ ମଧ୍ୟ ସାହାଯ୍ୟ କରୁଥିଲେ । ନିଜ ଫାର୍ମହାଉସରେ ନେଇ ରଖୁଥିବା ସୂଚନା ମଧ୍ୟ ମିଳିଛି । ଶ୍ରଦ୍ଧାଞ୍ଜଳି ବେହେରା ଯିଏ ଅର୍ଚନାଙ୍କର ଥିଲେ ସହଯୋଗୀ । ଯେଉଁଠିକୁ ଅର୍ଚନା ନାଗ ଯାଇପାରୁନଥିଲେ, ସେଠାକୁ ଯାଉଥିଲେ ଶ୍ରଦ୍ଧାଞ୍ଜଳି ବେହେରା । ବଡ଼ ବାଡିଆଙ୍କର ରାତିକୁ ରଙ୍ଗୀନ କରୁଥିଲେ । ପ୍ରଥମେ ଭିଡ଼ିଓ ରେକର୍ଡ଼ିଂଗ କରିବା ପାଇଁ ମୋବାଇଲକୁ ସିକ୍ରେଟ୍ସ ସ୍ଥାନରେ ଲୁଚାଇ ରଖୁଥିଲେ ।

ଏହାପରେ ଉକ୍ତ ନେତା,ମନ୍ତ୍ରୀ,ବିଜନେସ ମ୍ୟାନମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । ସକାଳ ହେଲେ ନିଜ ଘରକୁ ଫେରି ଉକ୍ତ ନେତାମାନଙ୍କୁ ବ୍ଲାକ ମେଲ କରୁଥିଲେ ଶ୍ରଦ୍ଧାଞ୍ଜଳି । କିନ୍ତୁ ଏସବୁ ସେ ତାଙ୍କର ମନରୁ କରୁନଥିଲେ । ତାଙ୍କୁ ଏମିତି କରିବା ପାଇଁ ବାଧ୍ୟ କରୁଥିଲେ ଅର୍ଚନା ନାଗ । ସେ ଯଦି ଏମିତି କରିବା ପାଇଁ ମନା କରୁଥିଲେ, ଯେ ଅର୍ଚନା ତାଙ୍କୁ ବ୍ଲାକ ମେଲ କରୁଥିଲେ ବୋଲି ପୂର୍ବରୁ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ଶ୍ରଦ୍ଧାଞ୍ଜଳି ।

ଯାହାପରେ ଅର୍ଚନା ନାଗଙ୍କର ପ୍ରକୃତ ଚେହେରା ସାମ୍ନାକୁ ଆସିଥିଲା । ଦେହ ବେପାରରେ ଯେତେବେଳେ ବ୍ଲାକ ମେଲ କରି ଅର୍ଚନା ବଡ଼ ବଡ଼ିଆଙ୍କ ଠାରୁ ଅର୍ଥ ହେର ଫେର କରୁଥିବା ଖବର ପୋଲିସ ହାତରେ ଲାଗିଥିଲା, ସେତେବେଳେ ଏହି ଖବର ଇଡିର ହାତକୁ ଯାଇଥିଲା । ଯାହାପରେ ଇଡି ଏହି ମାମଲାରେ ସାମିଲ ଥିବା ଲୋକଙ୍କୁ ନୋଟିସ ପଠାଇଥିଲା । ତେବେ ଶ୍ରଦ୍ଧାଞ୍ଜଳିଙ୍କ ପାଖକୁ ମଧ୍ୟ ନୋଟିସ ଯାଇଥିଲା, ଯାହାକୁ ଡରି ଲୁଚି ଲୁଚି ବୁଲୁଥିଲା ଶ୍ରଦ୍ଧାଞ୍ଜଳି । ଏହି ସମୟରେ ଶ୍ରଦ୍ଧାଞ୍ଜଳି ମାତ୍ର ୭ ଦିନ ଭିତରେ ୩୨ଟି ସ୍ଥାନ ପରିବର୍ତ୍ତନ କରିଥିଲା ।

କାଳେ ତାକୁ ପୋଲିସ ବାନ୍ଧି ପକାଇବ, ସେଥିପାଇଁ ସେ ଡରି ଡରି ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯାଉଥିଲା । ହେଲେ ଅଧିକ ଦିନ ଲୁଚି ରହିପାରିଲେ ନାହିଁ । ଶେଷରେ ନିଜ ଓକିଲଙ୍କ ସହ ଆସି ଇଡି ଅଫିସରେ ହାଜର ହୋଇଛନ୍ତି । ଯଦି ଦେଖିବା ଶ୍ରଦ୍ଧାଞ୍ଜଳି ଗିରଫ ହେବା ଭୟରେ ହାଇକୋର୍ଟରେ ଆଗୁଆ ଯାମିନୀ ଆବେଦନ କରିଥିବା ବେଳେ, ଏବେ ଇଡି ଅଫିସରେ ମୁହାଁ ମୁହିଁ ଜେରା ଚାଲିଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *