Press "Enter" to skip to content

ପ୍ରେମିକା ଶବ ପାଖରେ ବସି ରହିଛି ପ୍ରେମିକ । ଏଭଳି କିଛି କହିଲା ପ୍ରେମିକା, ଶବ ପାଖରୁ ଉଠିଯା ଧନ, ମୁଁ ମରିଯାଇଛି…

କାହିଁକି ଶବ ପାଖରେ ବସିଛ, ଉଠିଯା ।କୋକେଇ ଉଠିବାକୁ ଦେ, ମାଟିରେ ମିଶିବାକୁ ଦେ, ।କାନ୍ଦେନା କାନ୍ଦିଲେ ଆତ୍ମା ଛଟପଟ ହେବ ।ଯା ଉଠିଯା ଶବ ପାଖରୁ ।କାହିଁକି ମରିଗଲା ପରେ ମଥାରେ ସିନ୍ଦୂର ପିନ୍ଧାଇଲୁ?କାହିଁକି ନିଜ ଜୀବନ ବରବାଦ୍ କରିଲୁ?ତୁ ଆଉ କାନ୍ଦେନା, ମଥାକୁ ଧରନା, ଗେଲ କରନା ।ଆଉ କିଛିଦିନ ଯାଇଥିଲେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ, କଉଡ଼ି ଖେଳିଥାନ୍ତେ ।

ଏକାଠି ହୋଇ ରହିଥାନ୍ତେ ।କିନ୍ତୁ ହଠାତ୍ ଏମିତି ପ୍ରେମିକା ସହ ଘଟିଗଲା ଯାହା ପାଇଁ ଆଜି ପ୍ରେମିକ ତାର ପ୍ରେମିକାର ଶବ ପାଖରେ ବସିଛି ।ପ୍ରେମିକା ଭଗବାନଙ୍କୁ ଡାକୁଛି ଆର ଜନ୍ମରେ ଏହି ପ୍ରେମିକ ଭଳି ଜଣେ ପ୍ରେମିକ ମିଳୁ ଆଉ ସେ ତାକୁ ବିବାହ କରି ଖୁସିରେ ରହୁ ।ପ୍ରେମିକକୁ ପ୍ରେମିକା ଖୁସିରେ ଦେଖିବାକୁ ଚାହୁଁଛି ।ଆଉ ତାର କାନ୍ଦ ଦେଖିପାରୁନି ।ପ୍ରେମିକା ମରି ଯାଇଛି ଆଉ ତାର ଶବ ପାଖରେ ପ୍ରେମିକ ସେମିତି ବସିଛି ।ଆଉ ତାର ଶବ ପାଖରୁ ଉଠି ଯାଉନାହିଁ ।ଆଉ ପ୍ରେମିକା ଆଖି ଖୋଲୁନାହିଁ। ପ୍ରେମିକ ଜଣକ ପ୍ରେମିକାର ଶବ ଦେଖି ତା ମଥାରେ ସିନ୍ଦୂର ପିନ୍ଧାଇଥିଲା ।

ବୁହାତରେ ଶଙ୍ଖା ପିନ୍ଧାଇଥିଲା ।କିନ୍ତୁ ପ୍ରେମିକ ଜଣକ ତାର ପ୍ରେମିକାର ଶବକୁ ଧରି କାନ୍ଦୁଛି ।ତାକୁ କୋକେଇରେ ଶୁଆଇ ଦେଉନାହିଁ ।ଏମିତି ଅନେକ ସମୟ ବିତିଗଲାଣି କିନ୍ତୁ ପ୍ରେମିକ ଜଣକ ତାର ପ୍ରେମିକାକୁ ଦୂରେଇ ଯାଇ ପାରୁନାହିଁ ।ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଆସାମ ରାଜ୍ୟରେ ।ଏହି ଘଟଣା ଶୁଣି ସମସ୍ତେ କାନ୍ଦି ପକାଇଛନ୍ତି ।ଭଗବାନ ଏହି ପ୍ରେମିକକୁ ସାହସ ଦିଅନ୍ତୁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *