Press "Enter" to skip to content

ହନିଟ୍ରାପ ଗାର୍ଲ ଶ୍ରଦ୍ଧାଞ୍ଜଳିଙ୍କ ଅଣ୍ଟା ହଲା ଡ୍ୟାନ୍ସ ଏବେ ସୋସିଆଲ ମିଡ଼ିଆରେ ହେଲା ଭାଇରାଲ । ଫିଦା ହେଲେ ସବୁ ମନ୍ତ୍ରୀ ।

ଅର୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା, ଯାହାଙ୍କର ଅଣ୍ଟା ହଲାରେ ଫିଦା ଥିଲେ ନିତା ମନ୍ତ୍ରୀ । ଅର୍ଚନା ଯଦି କଲରେ ଯାଇପାରୁନଥିଲେ, ସେଠି ଶ୍ରଦ୍ଧାଞ୍ଜଳି ଯାଇ ମନକୁ ରଙ୍ଗୀନ କରୁଥିଲେ । ତେବେ ଶ୍ରଦ୍ଧାଞ୍ଜଳିଙ୍କର ଏବେ ଭାଇରାଲ ହେଉଛି ରିଲସ ଭିଡ଼ିଓ । ଅଣ୍ଟା ଦୋହଲାଇ ନାଚୁଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ତେବେ ମିଳିଥିବା ସୂଚନା ମୁତାବିକ ଅର୍ଚନା ଏହି ସବୁ ଭିଡ଼ିଓକୁ ବଡ଼ ବଡ଼ିଆ ଲୋକଙ୍କ ପାଖକୁ ପଠାଉଥିଲେ । ସେମାନଙ୍କର ପସନ୍ଦ ହେଲେ ସତ ସତିକା ପାଖରେ ଯାଇ ପହଂଚି ଯାଉଥିଲେ ଶ୍ରଦ୍ଧାଞ୍ଜଳି ।

ଯେତେବେଳେ ଶ୍ରଦ୍ଧାଞ୍ଜଳିଙ୍କର ଏକ ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇଥିଲା, ସେତେବେଳେ ଶ୍ରଦ୍ଧାଞ୍ଜଳି ଯାଇ ଖଣ୍ଡଗିରି ଥାନାରେ ଅର୍ଚନାଙ୍କ ବିରୋଧରେ ଏତେଲା ଦେଇଥିଲେ । ସେ କହିଥିଲେ କି ଅର୍ଚନା ନାଗ କୁଆଡେ ତାଙ୍କୁ ବ୍ଲାକ ମେଲ କରୁଛନ୍ତି ଶାରୀରିକ ସମ୍ପର୍କ ରଖିବା ପାଇଁ । ଅଭିଯୋଗ ପାରେ ଅର୍ଚନାଙ୍କୁ ଯେତେବେଳେ ପୋଲିସ ଗିରଫ କରିଥିଲା, ସେତେବେଳେ ଯାଇ ସବୁକଥା ସାମ୍ନାକୁ ଆସିଥିଲା ।

ଓଲିଉଡ଼ ଦୁନିଆରେ ବୋଧ ହୁଏ ପାଦ ରଖିବାକୁ ଚାହୁଁଥିଲେ ଶ୍ରଦ୍ଧାଞ୍ଜଳି । ସେଥିପାଇଁ ଅନୁଗୁଳିଆ ବଣ୍ଟି କମେଡି ଷ୍ଟାର ସହ ରିଲସ କରି ହାଇଲାଇଟ ହେବାକୁ ମଧ୍ୟ ଚେଷ୍ଟା କରିଛନ୍ତି ଶ୍ରଦ୍ଧା । ଏମିତି ଅନେକ ରିଲସ ରହିଛି ଶ୍ରଦ୍ଧାଞ୍ଜଳିଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ । ସେପଟେ ଅଭିଯୋଗ ପରେ ଅର୍ଚନାଙ୍କର ବିପୁଳ ପରିମାଣର ଅର୍ଥ କାରବାର ସାମ୍ନାକୁ ଆସିଥିଲା । ଯାହାପରେ ଏହି ମାମଲା ଇଡିର ହାତକୁ ଯାଇଥିଲା । ଏହି ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଇଡି ନୋଟିସ କରିଥିଲା ଜେରା କରିବା ପାଇଁ । ନୋଟିସ ପରେ ଅକ୍ଷୟ ପରିଜା ବ୍ୟବସାୟୀ ଅମୟ ଦାସଙ୍କୁ ଇଡି ତାର କାର୍ଯ୍ୟାଳୟକୁ ଡକାଇ ଜେରା କରିଥିଲା ।

ଆଉ ଏବେ ନୋଟିସ ପରେ ଇଡିରେ ହାଜର ହୋଇଛି ପ୍ରଥମ ଅଭିଯୋଗକାରୀଣୀ ଶ୍ରଦ୍ଧାଞ୍ଜଳି । ଇଡିରେ ପ୍ରଥମେ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା ପରେ, ଅକ୍ଷୟ ପରିଜା ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ସାମ୍ନା ସାମନି ଜେରା କରିଛି ଇଡି । ଶ୍ରଦ୍ଧାଞ୍ଜଳିଙ୍କ ଭାଇରାଲ ହୋଇଥିବା ଭିଡ଼ିଓ ଉପରେ ଇଡି ପ୍ରଶ୍ନ କରିଛି । ସେ ତାଙ୍କ ଇଚ୍ଛା ମୁତାବକ ଏମିତି କାର୍ଯ୍ୟ କରୁଥିଲେ ନା ତାଙ୍କ ଉପରେ କାହାର ଚାପ ଥିଲା, ତାକୁ ନେଇ ଇଡି ପ୍ରଶ୍ନ କରିଛି । ତେବେ ଜେରା ସରିବା ପରେ ସବୁ ସତ କଥା ସାମ୍ନାକୁ ଆସିପାରେ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *