Press "Enter" to skip to content

ଏଣିକି UPI ପେମେଣ୍ଟ୍‌ ଆପ୍‌ରେ ମନ ଇଚ୍ଛା ଟଙ୍କା ପଠାଇ ପାରିବେନି, ଖୁବ୍‌ଶୀଘ୍ର ଲାଗୁ ହୋଇପାରେ ଏହି ସବୁ ନିୟମ । ଜାଣନ୍ତୁ କଣ ସେ ନିୟମ ।

ଆଜିକା ଯୁଗର ଲୋକମାନେ ବ୍ୟବସାୟ ହେଉ ବା ଅନ୍ୟାନ୍ୟ ଜିନିଷ ସେସବୁ କାରବାର କରିବା ପାଇଁ ଅନେକ ପ୍ରକାରର ଅର୍ଥାତ୍ ଟଙ୍କା କାରବାର କରିବା ପାଇଁ ଅନେକ UPI ପେମେଣ୍ଟ୍‌ ଆପ୍‌ର ବ୍ୟବହାର କରୁଛନ୍ତି ।ଆଜିକା ସମାଜରେ ଲୋକମାନେ ମୋବାଇଲ୍ ଧରି ସବୁଆଡେ ଯାଉଛନ୍ତି ।ଆଉ ସବୁ ସ୍ଥାନରେ ଏହି UPI ପେମେଣ୍ଟ୍‌ ଆପ୍‌ ଆପଣମାନେ ଦେଖିବାକୁ ପାଇବେ ।ଲୋକମାନେ ତାଙ୍କ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ମଧ୍ୟ UPI ପେମେଣ୍ଟ୍‌ ଆପ୍‌ର ବ୍ୟବହାର କରୁଛନ୍ତି ।

ଏବେ ଏହି UPI ପେମେଣ୍ଟ୍‌ ଆପ୍‌ ଗୁଡ଼ିକୁ ନେଇ ଅନେକ ଖବର ଆସିଛି ।ପୂର୍ବରୁ ଆପଣମାନେ ଏହି ଆପ୍ ମାଧ୍ୟମରେ ମନ ଇଚ୍ଛା ଟ୍ରାଞ୍ଜାକ୍ସନ୍ କରି ପାରୁଥିଲେ ।କିନ୍ତୁ ଏବେ ଆଉ ମନ ଇଚ୍ଛା ଟ୍ରାଞ୍ଜାକ୍ସନ୍ କରିପାରିବେ ନାହିଁ ।ଏଥିପାଇଁ କିଛି ଲିମିଟ୍ ବାହାର କରିବ NPCI ।IANS ଦେଇଥିବା ରିପୋର୍ଟ ଅନୁଯାୟୀ, ନିକଟରେ ୟୁପିଆଇ ଡିଜିଟାଲ୍‌ ଅପରେଟ୍‌ କରୁଥିବା ନ୍ୟାସନାଲ୍‌ ପେମେଣ୍ଟସ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହ ଏହି ଟ୍ରାଞ୍ଜାକ୍ସନକୁ ନେଇ ଆଲୋଚନା କରିଥିଲା ।

ଡିସେମ୍ବର ୩୧ ପ୍ରସ୍ତାବିତ ସମୟସୀମା ସୁଦ୍ଧା ଲିମିଟ୍‌ ପ୍ଲେୟାର ଭଲ୍ୟୁମ୍କୁ ୩୦% ପର୍ଯ୍ୟନ୍ତ ସୀମିତ ରଖିବାକୁ ସଂଗଠନ ଲକ୍ଷ୍ୟ ରଖିଛି ବୋଲି ସୂଚନା ମିଳିଛି ।କିନ୍ତୁ ଏପର୍ଯ୍ୟନ୍ତ UPI ପେମେଣ୍ଟ୍‌ ଆପ୍‌ ଗୁଡ଼ିକରେ କୌଣସି ଲିମିଟ ରଖାଯାଇ ନାହିଁ ।ଏହି ଆପ ଗୁଡ଼ିକରେ ଆପଣ ଏବେ ମନ ଇଚ୍ଛା ଟଙ୍କା ପଠାଇ ପାରିବେ କିନ୍ତୁ ଏହି ଟ୍ରାଞ୍ଜାକ୍ସନ୍ ଲିମିଟ ଡିସେମ୍ବର ମାସ ଶେଷ ଭିତରେ ନିର୍ଦ୍ଧାରିତ କରାଯିବ ବୋଲି NPCI ନିଷ୍ପତ୍ତି ନେଉଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *