Press "Enter" to skip to content

ଏହି ବିଧାୟକ ଦେଇଥିଲେ ସୁନ୍ଦରୀ Archanaଙ୍କୁ ଏଣ୍ଡୋଭୋର କାର । ଜାଣନ୍ତୁ ସେ କେଉଁ ବିଧାୟକ ।

ସୁନ୍ଦରୀ ଅର୍ଚନାଙ୍କର ୪୦ ଲକ୍ଷ ଟଙ୍କିଆ ଅଣ୍ଡା । ଏତେ ଟଙ୍କାର ଅଣ୍ଡା ବା ଏଣ୍ଡୋଭୋର କାର କିଏ ଦେଇଥିଲା ଅର୍ଚନାଙ୍କୁ । କେଉଁ ବିଧାୟକ ଦେଇଥିଲେ ତାଙ୍କୁ ଅଣ୍ଡା ? କଣ ପାଇଁ ଅର୍ଚନାଙ୍କୁ ଏହି ଗାଡିଟି ଦିଆଯାଇଥିଲା ? ଅର୍ଚନାକୁ ନେଇ ଗୋଟିଏ ପରେ ଗୋଟିଏ ରହସ୍ୟ ଏବେ ଖୋଲିବାରେ ଲାଗିଛି । ଏଣ୍ଡୋଭୋର ଜବତ ହେବା ପରେ ଏବେ ଜଣେ ବିଧାୟକଙ୍କ ନାମ ସାମ୍ନାକୁ ଆସିଛି । ଯିଏ ଅର୍ଚନାଙ୍କୁ ଦେଇଥିଲେ ଏହି ଦାମୀ କାର ।

ବିଧାୟକ ଜଣକ ଦେହ ବଦଳରେ ଅର୍ଚନାଙ୍କୁ ଦେଇଥିଲେ ୪୦ ଲକ୍ଷ ଟଙ୍କାର ଦାମୀ କାର । ଖାଲି କାର ନୁହେଁ, ଏମିତି ଅନେକ ଦାମୀ ଉପହାର ଅର୍ଚନାଙ୍କ ବିଳାସପୂର୍ଣ୍ଣ ଘରେ ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ମିଳିଛି । ଯାହାକୁ ଅର୍ଚନା ବ୍ଲାକ ମେଲ କରି କମାଇ ଥିଲେ । ନେତା,ମନ୍ତ୍ରୀ,ବିଜନେସ ମ୍ୟାନମାନଙ୍କର ଭୋକ ମେଣ୍ଟାଇବା ପାଇଁ ଅର୍ଚନା ତାଙ୍କର ଦେହ ବ୍ୟବସାୟ କରିଥିଲେ ।

ଆଉ ଏହାପରେ ଅଶ୍ଳୀଳ ଭିଡ଼ିଓକୁ ରେକର୍ଡ଼ିଂଗ କରି ସମସ୍ତଙ୍କୁ ବ୍ଲାକ ମେଲ କରୁଥିଲେ ଏବଂ ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । କିଏ କାର ଦେଉଥିଲା ତ ପୁଣି କିଏ ପଲଙ୍କ । ଆଉ କିଏ ଲକ୍ଷ ଲକ୍ଷ ଟଙ୍କାର ଭ୍ୟାନିଟ ବି ଦେଇଦେଉଥିଲା । ଯଦି ଦେଖିବା ଇଡି ହାତରେ ସେହି ବିଧାୟକଙ୍କ ନାମ ଲାଗି ସାରିଛି । ବୋହୁତ ଶୀଘ୍ର ସେହି ବିଧାୟକଙ୍କୁ ମଧ୍ୟ ଇଡି ଜେରା ପାଇଁ ଡକାଇ ପରେ । କେଉଁଥିପାଇଁ ଏତେ ଟଙ୍କାର କାର ସେ ଅର୍ଚନାଙ୍କୁ ଦେଇଥିଲେ, ଏହା ପଛରେ କଣ କାରଣ ରହିଛି,ଖାଲି କାର ନା ଆଉ କିଛି ଅର୍ଚନାଙ୍କୁ ଉପହାର ଦେଇଛନ୍ତି, ତାକୁ ନେଇ ସେଇ ବିଧାୟକଙ୍କୁ ଜେରା ପାଇଁ ଡକାଇ ପାରେ ଇଡି ।

ସବୁଠାରୁ ବଡ଼ କଥା ହେଉଛି, ଏଣ୍ଡୋଭୋର ମିଳିଲା ପାରେ ଏବେ ଉକ୍ତ ବିଧାୟକ ବାବୁଙ୍କର ମନରେ ଛନକା ପଶି ଗଲାଣି । ଉକ୍ତ ବିଧାୟକ ଜଣକ ଏବେ ତାଙ୍କର ଓକିଲ ଖୋଜିବା ଆରମ୍ଭ କଲେଣି । ଏଥିରେ ବୋହୁ ନେତା,ମନ୍ତ୍ରୀ ସାମିଲ ରହିଛନ୍ତି । ହେଲେ ଏଣ୍ଡୋଭୋର ଗାଡି ଦେଇଥିବା ବିଧାୟକଙ୍କୁ ପ୍ରଥମେ ଇଡି ଜେରା କରିବ ବୋଲି ଯାହା ସୂଚନା ମିଳିଛି । ତେବେ ଉକ୍ତ ବିଧାୟକଙ୍କୁ ଇଡି ନୋଟିସ କରିସାରିଛି ବୋଲି ସୂଚନା ମିଳିଛି ।

ଇଡିରେ ହାଜର ହେବା ପାରେ ଅର୍ଚନା ଏବଂ ଉକ୍ତ ବିଧାୟକଙ୍କୁ ସାମ୍ନା ସାମନି ଜେରା କରିପାରେ ଇଡି । ସେପଟେ ଯଦି ଦେଖିବା ଇଡି ଅକ୍ଷୟ ପରିଜା,ବ୍ୟବସାୟୀ ଅମୟ ଦାସଙ୍କୁ ଜେରା କରିଥିବା ବେଳେ, ବୁଧୁବାର ପ୍ରଥମ ଅଭିଯୋଗ କାରିଣୀ ଶ୍ରଦ୍ଧାଞ୍ଜଳି ବେହେରା ଏବଂ ଅକ୍ଷୟ ପରିଜାଙ୍କୁ ସାମ୍ନା ସାମନି ଜେରା କରିପାରେ ଇଡି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *