Press "Enter" to skip to content

ସାକ୍ଷାତକାରରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା କହିଲେ ନିଜ ପ୍ରଥମ ପ୍ରେମ ବିଷୟରେ…

ଆପଣମାନେ ସମସ୍ତେ ତ ଅନେକ ପ୍ରକାରର ଖବର ସୋସିଆଲ ମିଡ଼ିଆ ଦ୍ଵାରା ଜାଣୁଥିବେ ।ସୋସିଆଲ ମିଡ଼ିଆ ଲୋକମାନଙ୍କ ପାଖରେ ଅନେକ ଘଟଣା ପହଞ୍ଚାଇଥାଏ ।ଆପଣମାନେ ୟୁଟ୍ୟୁବରେ ଦେଖିଥିବେ କି ଅନେକ ସେଲିବ୍ରେଟି ସାକ୍ଷାତକାରରେ ଅନେକ କଥା କହିଥାନ୍ତି ।ଆମେ ଏହି ସାକ୍ଷାତକାରର ଭିଡିଓ ମାଧ୍ୟମରେ ଅନେକ ଖବର ଜାଣିଥାଉ ବା ସେହି ଅଭିନେତା ବା ଅଭିନେତ୍ରୀଙ୍କ ବିଷୟରେ ଅନେକ କଥା ଜାଣିଥାଉ ।

ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଅଭିନେତ୍ରୀ ଐଶ୍ୱର୍ଯ୍ୟା ତାଙ୍କ ବିଷୟରେ ଅନେକ କଥା ଏହି ସାକ୍ଷାତକାରରେ କହିଛନ୍ତି ।ଅଭିନେତ୍ରୀ ଜଣଙ୍କୁ ତାଙ୍କ ପ୍ରେମ ବିଷୟରେ ପଚାରିବା ପରେ ।ସେ କହିଥିଲେ ତାଙ୍କ ପ୍ରଥମ ପ୍ରେମ ତାଙ୍କ ପ୍ରଥମ କ୍ଲାସରୁ ଥିଲା ।ତାଙ୍କ ପାଖରେ ସେ ବସିଥିଲେ । ପ୍ରଥମେ ସେ ତାଙ୍କ ପ୍ରେମକୁ ୨୦୧୦ ମସିହାରେ ଦେଖା କରିବାକୁ ଯାଇଥିଲେ ।ଆଉ ସେ ଏକ ତରଫା ଲଭ୍ କରୁଥିଲେ ।ଆଉ ସେ ତାଙ୍କୁ ୭ ବର୍ଷ ହେଲା ଭଲ ପାଉଥିଲେ ।

ଆଉ ସେ ତାଙ୍କ ପାଇଁ ସୁନ୍ଦର ସୁନ୍ଦର ଗୀତ ଲେଖିଥିଲେ ।କିନ୍ତୁ ସେହି ଯୁବକ ଜଣକ ତାଙ୍କୁ ଭଲପାଉ ନଥିଲେ ।ତାଙ୍କ ସାଙ୍ଗ ଥିଲେ ।ଏବେ ସେ ଅନ୍ୟ ଜଣଙ୍କୁ ଭଲ ପାଉଛନ୍ତି ଆଉ ତାଙ୍କୁ ବିବାହ କରିବେ ।ଆଉ ସେ ତାଙ୍କ ଜୀବନରେ ଜଣଙ୍କୁ ବିଶ୍ବାସ କରି ଧୋକା ଖାଉଛନ୍ତି ।ଓଲିଉଡ ଜଗତରେ ଏହି ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କୁ ଅନେକ ଲୋକ ଫ୍ଲଟ୍ କରିଛନ୍ତି ।କିଛି ଫ୍ଲଟିଂ ତାଙ୍କୁ ଭଲ ଲାଗିଛି ଆଉ କିଛି ତାଙ୍କୁ ବେକାର ଲାଗିଛି ।ସେ ଇଂରାଜୀ ଗୀତ ଲେଖନ୍ତି ଆଉ ଗାଇଛନ୍ତି ମଧ୍ୟ ।

ସେ କହିଛନ୍ତି ତାଙ୍କ ଲାଇଫ ପାର୍ଟନର କେମିତି ହେବା ଦରକାର ।ସେ କହିଛନ୍ତି ତାଙ୍କୁ ଯିଏ ବାହାହେବ ସେ ତାଙ୍କ ବାପା ତାଙ୍କୁ ଯେମିତି ରଖିଛନ୍ତି ସେମିତି ଘରେ ରଖିବା ଉଚିତ୍ ।ଆଉ ତାଙ୍କ ବାପାମାଙ୍କୁ ସମ୍ମାନ ଦେବ ।ଆଉ ସେ ତାଙ୍କୁ ଇନକମ୍ କରିବାକୁ ଦେବେ ।ଆଉ ତାଙ୍କ ସ୍ବପ୍ନ ଏବଂ ଲକ୍ଷ୍ୟକୁ ସମ୍ମାନ କରିବେ ।ଆଉ ସେ ଏମିତି ଅନେକ କଥା ଏହି ଭିଡିଓରେ କହିଛନ୍ତି ।ଏହାସହ ସେ କାଷ୍ଟିଂ କାଉଚ ବିଷୟରେ ମଧ୍ୟ କହିଛନ୍ତି ।ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *