Press "Enter" to skip to content

ଗୋଟେ ଯୁବତୀଙ୍କୁ ମଦ ପିଆଇ ୪ ଜଣ ଯୁବକ କରିଲେ ଏଭଳି କାମ ଯାହା ଆପଣ ଭାବି ନ ଥିବେ ।

ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଯେ ଆଜିକାଲି ଦୁନିଆରେ ମାନବିକତା ବୋଲି ଆଉ କିଛି ନାହିଁ।ମଣିଷ ମାନଙ୍କ ମଧ୍ୟରେ ପାଶବିକ ପ୍ରବୃତ୍ତି ଏତେ ମାତ୍ରାରେ ବଢିଗଲାଣି ଯେ ମଣିଷ କ୍ଷଣିକ ସୁଖ ପାଇଁ ଯେକୌଣସି ସ୍ତରକୁ ବି ଖସିଯାଉଛି।ଆଉ ଏବେ ବଳାତ୍କାର ଗୋଟିଏ ସାଧାରଣ ଅପରାଧ ପାଲଟିଗଲାଣି।ଏ କ୍ଷେତ୍ରରେ ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ ନଥିବାରୁ ଏ ଅପରାଧ ଦିନକୁଦିନ ଗୁରୁତର ହେବାରେ ଲାଗିଛି।

ଆଉ ଏମିତି ଏକ ଘଟଣା ଏବେ ପୁଣି ସାମ୍ନାକୁ ଆସିଛି ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି।ଜଣେ ଯୁବତୀଙ୍କୁ ମଦ ପିଆଇ ଗଣଦୁଷ୍କର୍ମ କରିଛନ୍ତି ଚାରିଜଣ ଦୁବୃତ୍ତ।ସେଥି ମଧ୍ୟରୁ ଦୁଇ ଜଣ ଯୁବକଙ୍କୁ ସେହି ବାଟ ଦେଇ ଯାଉଥିବା କିଛି ଯୁବକ ଜବତ କରିଛନ୍ତି।ତେବେ ଘଟଣାଟି କେଉଁ ସ୍ଥାନର ଜଣାପଡିନାହିଁ।

ଦୂବୃତ୍ତ ମାନଙ୍କୁ ଧରିଥିବା ଯୁବକଙ୍କ ମଧ୍ୟରୁ ଜଣେ କହିଛନ୍ତି ମୁଁ ଏଠି ଗାଡ଼ି ପାର୍କ କରିବାକୁ ଆସିଥିଲି।ଆମ ଗଲାବେଳକୁ ଗୋଟେ ଲେଡିଜ କାନ୍ଦୁଥିଲା ମୁଁ ପଚାରିଲି କ’ଣ ହେଇଚି ମତେ ମଦ ପିଆଇ କି ଚାରିଜଣ ମୋ ସହିତ ଖରାପ କାମ କରିଛନ୍ତି।ମୋତେ ବହୁତ ପେନ୍ ହେଉଛି। ଗୋଟେ ଟୋକା ମଟର ସାଇକେଲ ପାଖରେ ବାଡିଧରି ଛିଡା ହୋଇଥିଲା ଆମେ ତାକୁ ଧରିଛୁ।ଆଉ ଜଣେ ପୁରୀରୁ ଆସିଛି ବୋଲି କହୁଥିଲା। ଝିଅ ଚିଲଉଥାଏ ମତେ ସୁରକ୍ଷା ଦିଅ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *