Press "Enter" to skip to content

ବହୁତ ସାରା ପିଲା ମୋ ନାଁ ତାଙ୍କ ବଡିରେ ଟାଟୁ କରିଛନ୍ତି : Actress Barsha

ଆଜି ଆମ ସହିତ ଅଛନ୍ତି ପ୍ରେମଗୁଳି ମ୍ୟୁଜିକ ଭିଡିଓର ନାୟିକା ବର୍ଷା ମହାନ୍ତି।ଆଜ୍ଞା ହଁ ଯଉ ମ୍ୟୁଜିକ ଭିଡିଓ ସାରା ଓଡ଼ିଶାରେ ଚହଳ ପକାଇଥିଲା।ଆଜି ସେ ଆମ ସହିତ ନିଜର ଅନୂଭୂତି ସେୟାର କରିଛନ୍ତି ମ୍ୟୁଜିକ ଭିଡିଓ ଅଭିନେତ୍ରୀ ବର୍ଷା ମହାନ୍ତି।ପ୍ରଶ୍ନ;ଘରେ ଗାଳି ବାହାରେ ଦର୍ଶକଙ୍କ ତାଳି କେମିତି ମ୍ୟାନେଜ କରୁଥିଲେ।ଉତ୍ତର;ମୁଁ ଘରେ ଗାଳି କିଛି ସମୟ ପାଇଁ ଶୁଣୁଥିଲି ହେଲେ ମୁଁ ଯେତେବେଳେ ବାହାରକୁ ଯାଉଥିଲି ଦର୍ଶକମାନେ କହୁଥିଲେ ଏଇଟା ଆପଣଙ୍କର ଗୀତ ନା।

ଆପଣ ଏ ଗୀତରେ କାମ କରିଛନ୍ତି ନା ଏସବୁ ଶୁଣି ମୁଁ ସବୁ ଗାଳି ଭୁଲିଯାଉଥିଲି।ଧିରେ ଧିରେ ଏ କଥା ମୋ ବାପାମା ବି ଜାଣିବାକୁ ପାଇଲେ।ପ୍ରେମଗୁଳିର ଭିଡିଓ ଦେଖିଲା ପରେ ବାପା ମା ବହୁତ ଖୁସି ହୋଇଥିଲେ।ତା ପରେ ଏବେ ମୋତେ ମୋ ବାପାମାଆ ମତେ ସପୋର୍ଟ କରୁଛନ୍ତି।ପ୍ରଶ୍ନ;ବର୍ଷାଙ୍କ ଜୀବନରେ ଆକାଶ ଆସିଲେଣି କି ନାହିଁ।ଉତ୍ତର:ନା ଏବେ ତ କେହି ଆସିନାହାନ୍ତି।ମୁଁ ପ୍ରଥମେ ମୋ କ୍ୟାରିୟର ଉପରେ ଫୋକସ କରିବାକୁ ଚାହୁଁଛି।

ତାପରେ ମୋ ବାପା ମାଁ ଓ ମୋ ପସନ୍ଦରେ ମୁଁ କାହାକୁ ବାଛିବି।ତା ଛଡା ମୋ ଦର୍ଶକ ମାନଙ୍କ ଉପରେ ବି ମୁଁ ଛାଡ଼ିଛି ସେମାନେ ବି ମୋ ପାଇଁ କାହାକୁ ବାଛନ୍ତୁ।ଯଦି କୌଣସି ଫ୍ୟାନ ଆପଣଙ୍କୁ ଜୀବନସାଥି ବନାଇବାକୁ ଚାହିଁବେ ଆପଣ ସେ ବିଷୟରେ କ’ଣ କହିବେ।ସେମିତି ହେଲେ ମୁଁ ଦେଖିବି ସେ ମୋର କେତେ ଡାଏ ହାର୍ଡ ଫ୍ୟାନ। ସେମିତି ତ କିଛି ହେଇନି ମୋ ସହିତ ଆଗକୁ ହେଲେ ଦେଖାଯିବ।କିନ୍ତୁ ବହୁତ ସାରା ପିଲା ମୋ ନାଁରେ ଟାଟୁ ବି କରିଛନ୍ତି ସେମାନଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଉଛି।ବହୁତ ସାରା ପିଲା ମତେ ବହୁତ ଭଲପାଇବା ଦିଅନ୍ତି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *