Press "Enter" to skip to content

ବର ବେଶରେ ବୈଜ୍ଞାନିକ ଶେଷ କିଷାନ । ଏହି ଯୁବତୀଙ୍କୁ କରିଲେ ବିବାହ ।

ବିବାହ ବନ୍ଧନରେ ବାନ୍ଧି ହେଲେ ଯୁବ ବୈଜ୍ଞାନିକ ଶେଷ କିଷାନ।ଗତକାଲି ସମ୍ପୂର୍ଣ୍ଣ ରୀତିନୀତିରେ ବାଲେଶ୍ଵର ବାଲିଆପାଳର ଜୟଶ୍ରୀ ଜେନାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ବୈଜ୍ଞାନିକ ଶେଷ କିଷାନ।ଗତକାଲି ରେଢ଼ାଖୋଲର ଭୀମଭୋଇ କଲ୍ୟାଣ ମଣ୍ଡପରେ ତାଙ୍କର ବାହାଘର ସମ୍ପୂର୍ଣ୍ଣ ହୋଇଛି।ଯୁବ ବୈଜ୍ଞାନିକ ଶେଷ କିଷାନଙ୍କୁ ବିବାହ କରିଛନ୍ତି ବାଲିଆପାଳର ଝିଅ ଜୟଶ୍ରୀ।

ଏହାକୁ ନେଇ ଜୟଶ୍ରୀଙ୍କ ବାପା ମା ବନ୍ଧୁବାନ୍ଧବଙ୍କ ସମେତ ବାଲିଆପାଳ ବାସୀ ବହୁତ ଖୁସି ଅଛନ୍ତି।ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଖଗଡାପୁର ଗାଁର ଗୋପାଳ କୃଷ୍ଣ ଜେନା ଓ ସୁଚିତ୍ରା ଜେନାଙ୍କ ବଡ଼ ଝିଅ ସୁଚିତ୍ରା ଜେନାଙ୍କ ସହ ଯୁବ ବୈଜ୍ଞାନିକ ଶେଷ କିଷାନଙ୍କ ବାହାଘରରେ ଯୋଗ ଦେଇଛନ୍ତି ବାଲିଆପାଳର ବିଜେଡି ନେତା ତଥା ସମାଜସେବୀ ରବିନ୍ଦ୍ରନାଥ ଖୁଣ୍ଟିଆ ମଥୁପୁରା ସରପଞ୍ଚ ଗୀତିରାଣୀ ମହାଲା, ଘଣ୍ଟୁଆ ସରପଞ୍ଚ ସୁଶିଲ ପ୍ରଧାନ, ଦେଓଭୋଗ ପଞ୍ଚାୟତ ମୃତ୍ୟୁଞ୍ଜୟ ନାୟକ ବିବାହରେ ଯୋଗ ଦେଇଛନ୍ତି।

ପ୍ରଥମେ ଶେଷଦେବ ଓ ଜୟଶ୍ରୀଙ୍କ ଓଡ଼ିଆ ମ୍ୟାଟିର୍ମନିରୁ ଆରମ୍ଭ ହୋଇଥିଲା।ଉଭୟ ଉଭୟଙ୍କର ପରିବାରର ସହମତି କ୍ରମେ କୋର୍ଟ ମ୍ୟାରେଜ କରିଥିଲେ।ଜୟଶ୍ରୀ ଖଗଡାପାଳ ଗ୍ରାମରେ ୨୦୦୦ ମସିହା ସେପ୍ଟେମ୍ବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ।ପ୍ରଥମେ ସେ ବାଲିଆପାଳ ଅରବିନ୍ଦ ଶିକ୍ଷାକେନ୍ଦ୍ରରେ ପାଠ ପଢିବା ଆରମ୍ଭ କରିବା ପରେ ବାଲିଆପାଳର ବାଳିକା ଉଚ୍ଚବିଦ୍ୟାଳୟରେ ଦଶମ ଯାଏ ପଢ଼ିଥିଲେ।ପରବର୍ତ୍ତୀ ସମୟରେ ଏକ ଘରୋଇ କଲେଜରେ +୨ ବିଜ୍ଞାନ ପଢିବା ପରେ ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ +୩ ପଢିଥିଲେ। ଏହାପରେ ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟରେ ବିବିଏ କରିଥିଲେ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *