Press "Enter" to skip to content

ସୋନାଲି ରାଜୁ ସହ ଫୋନରେ କଥା ହୋଇ ଜାଣିପାରିଲେ ତାଙ୍କର ଅସଲ ରୂପ ।

ରାଜୁ ତ ସାରା ରାଜ୍ୟକୁ ହସାଉଥିଲେ । ଆଉ ଓଡିଶାରେ ତାଙ୍କର ଅନେକ ଫ୍ୟାନ ମଧ୍ୟ ରହିଛନ୍ତି । ତ ମୁଁ ଭାବୁଥିଲି ତାଙ୍କ ପାଖରେ ବୋହୁତ ଗର୍ବ ଆଉ ଅହଂକାର ଥିବ । ଆଉ ବୋଧେ ଅନ୍ୟ ପୁଅ ପରି ଆଟିଟିୟୁଡ଼ ଦେଖାଉ ଥିବେ । କିନ୍ତୁ ରାଜୁ ସେମିତି ନଥିଲେ, ମୁଁ ଯେତେବେଳେ ପ୍ରଥମ ଥର ପାଇଁ ତାଙ୍କ ସହିତ କଲରେ କଥା ହୋଇଥିଲି, ରାଜୁଙ୍କ କଥାବାର୍ତା ଆଉ ତାଙ୍କୁ ବ୍ୟକ୍ତିତ୍ୟରେ ମୁଁ ପୁରା ଫିଦା ହୋଇଯାଇଥିଲି । ଅନ୍ୟ ପୁଅ ପରି ରାଜୁ କଥା ଫୋପାଡୁ ନଥିଲେ । ସେ ଯାହା ସେ ସବୁ କଥାକୁ ଅତି ସରଳରେ କୋହୁଥିଲେ ।

ନା ଗର୍ବ ଥିଲା ନା ଅହଂକାର ଥିଲା । ଆଉ ପ୍ରଥମ ଥର ଏଭଳି ତାଙ୍କ କଥା ଶୁଣି ସୋନାଲିଙ୍କ ମନ ପୁରା ରାଜୁଙ୍କ ଉପରେ ଆସିଯାଇଥିଲା । ଆଉ ଆଜି ତାଙ୍କ ହାତ ଧରି ବାହା ହୋଇଛନ୍ତି ସୋନାଲି । ସୋନାଲି ଜଣେ ହେଉଛନ୍ତି ଲେକ୍ଚର । ଆଉ ରାଜୁ ହେଉଛନ୍ତି ଜଣେ ହାସ୍ୟ ଅଭିନେତା ମାନେ କମେଡିଆନ । ଆଜିର ଯୁବପିଢ଼ିଙ୍କ ମନ ଯେଉଁଭଳି ଭାବରେ ତାକୁ ଦେଖୁ ରାଜୁ ସବୁବେଳେ କଣ୍ଟେଣ୍ଟ ପ୍ରସ୍ତୁତ କରିଥାନ୍ତି ।

ଆଉ ମଜାଦାର କମେଡି ଭିଡ଼ିଓ ଆଣିଥାନ୍ତି ସାମ୍ନାକୁ । ଯାହାକୁ ଦେଖିଲେ ଲୋକେ ପେଟ ଫଟାଇ ହସିଥାନ୍ତି । ତେବେ ଜଣେ କମେଡିଆନ ଆଉ ଜଣେ ଲେକ୍ଚରର ମିଳନ ଆଜି ବାହାଘରରେ ଶେଷ ହୋଇଛି । ତେବେ ସାତ ଜନ୍ମ ପାଇଁ ସୋନାଲିଙ୍କ ହାତ ଧରିଥିବା ରାଜୁ ବାହା ହୋଇ ବେଶ ଖୁସି ଅଛନ୍ତି । କିନ୍ତୁ ଆଜି ଏ ବାହାଘରରେ ମାଆ ନଥିବାରୁ ଆଜି ପୁଅର ମନ ଟିକେ ଦୁଃଖ ଥିଲା ।

ଆଉ ଏପଟେ ସୋନାଲି ରାଜୁଙ୍କୁ କଥା ଦେଇଛନ୍ତି, ଆଗକୁ ରାଜୁଙ୍କ କାମରେ ସେ ବୋହୁତ ସହଯୋଗ କରିବେ । ଏମିତିକି ତାଙ୍କ କମେଡିରେ ସୋନାଲି ସହଯୋଗ କରିବାକୁ ଯାଉଛନ୍ତି । ଆଉ ସବୁଠାରୁ ସସ୍ପେନ୍ସର କଥା, ସୋନାଲି କଣ ଆସୁଛନ୍ତି କି ରାଜୁଙ୍କ ଆଗାମୀ କମେଡି ଭିଡ଼ିଓରେ । ତାହା ହିଁ ଦେଖିବାକୁ ବାକି ରହିଲା ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *