Press "Enter" to skip to content

ବାହାଘର ପରେ ଦୁହେଁ ଖୋଲିଲେ ଅସଲି ମୁଖା କିଏ କେମିତି କା ଜାଣନ୍ତୁ ।

ଆଜି ଆମ ପାଖରେ ଏମିତି ଜଣେ ଅତିଥି ଅଛନ୍ତି ଯାହାକୁ ଆପଣ ବହୁତ ଭଲରେ ଜାଣିଛନ୍ତି।ନିଜ କମେଡିରେ ଆପଣଙ୍କୁ ସେ ଏତେ ହସାନ୍ତି ତାଙ୍କ ପାଇଁ ଆପଣମାନେ ଏତେ ଖୁସି ପାଆନ୍ତି।କିନ୍ତୁ ବର୍ତ୍ତମାନ ସେ ନିଜର ଖୁସି ଏବଂ ଦୁଃଖରେ ଜଣେ ସାଥୀ ଖୋଜି ଯାଇଛନ୍ତି।ନିଜ ସୁଖଦୁଃଖରେ ସାଥ ଦେବା ପାଇଁ ଖୋଜି ପାଇଛନ୍ତି ଜଣେ ଜୀବନସାଥି।ହଁ ଆଜ୍ଞା ଆପଣ ଠିକ୍ ଭାବିଚନ୍ତି ମୁଁ କହୁଛି ଲୋକପ୍ରିୟ କମେଡିଆନ ରାଜୁ ଦାସଙ୍କ ବିଷୟରେ।

ବର୍ତମାନ ସେ ଆମ ସହିତ ଅଛନ୍ତି।ଆସନ୍ତୁ ଜାଣିବା କେମିତି ରହିଲା ତାଙ୍କ ବାହାଘରର ଯାତ୍ରା।ଗୋଟେ ନୂଆ ଅନୁଭୂତି ଆସନ୍ତୁ ଜାଣିବା। ଜୀବନରେ ଏତେ ବାଟ ଆସିକି ବାହାଘର ଗୋଟେ ପବିତ୍ର ସମ୍ପର୍କ ଜୀବନର ଗୋଟେ ବହୁତ ବଡ଼ ଷ୍ଟେପ
ସେ ନିଷ୍ପତ୍ତି ଆଜି ଆପଣ ନେଇଛନ୍ତି କେମିତି ଅନୂଭୁତି ହେଉଛି।କେମିତି ଜୀବନ କାଟିବେ।କେମିତି ଭାବିଥିଲେ ସେମିତି ହଊଛି କି ନାହିଁ ସେ ବିଷୟରେ କ’ଣ କହିବେ।

ମଣିଷ ଯେତେ ଗହଳି ଭିତରେ ଥିଲେ ବି ତାକୁ ଗୋଟେ ମଣିଷର ସାଥ ଦରକାର ହୋଇଥାଏ।ମତେ ଲାଗୁଚି ମୁଁ ଆଜି ପରିପୂର୍ଣ୍ଣ ହେଇଛି ସୋନାଲିଙ୍କୁ ପାଇଁକି।ଭାଉଜଙ୍କୁ ଏହି ଅଳ୍ପ ଦିନ ଭିତରେ କେତେ ଜାଣିଛନ୍ତି।ସବୁ ଜାଣିବା ପରେ ଯାଇ ଆମେ ଆଗେଇଛୁ ନା ଆଉ କ’ଣ ସେମିତି କିଛି ନଜାଣିକି ମନକୁ ବାହା ହେଇଗଲୁ।ସେ କଥା ନୁହେଁ ଫୋନରେ କଥା ହେଇକି ମୁଁ ପୁରା ଚଷିଦେଇଛି।ଝିଅ ପୂରା ଏକ ନମ୍ବର।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *