Press "Enter" to skip to content

ଅଞ୍ଜନାଙ୍କ ଦୁ-ଷ୍କ-ର୍ମ କାହାଣୀ ; କେମିତି ଦୁ-ଷ୍କ-ର୍ମ କରିଥିଲେ ଅଞ୍ଜନା ଙ୍କୁ ସବୁ ଟିକ ନିକ କହିଲେ ଅଞ୍ଜନା ।

ଘରେ ସ୍ବାମୀ ନଥିବା ବେଳେ ମହିଳାଙ୍କୁ ଗଣଦୁ-ଷ୍କ-ର୍ମ।ଜଣେ ମହିଳା ଅସହାୟଙ୍କୁ ଦୁ-ଷ୍କ-ର୍ମ କରିଛନ୍ତି ତିନି ତିନି ଜଣ ଯୁବକ।ଏମିତି ଏକ ଘୃଣ୍ୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।ଏନେଇ ପୀଡ଼ିତା ମହିଳା ଜଣକ ଆଣିଛନ୍ତି ଅଭିଯୋଗ। ପୀଡ଼ିତା ମହିଳାଙ୍କ ଅଭିଯୋଗ ଅନୁସାରେ ୨୦୦୯ ମସିହାରେ ମହିଳାଙ୍କୁ ତାଙ୍କ ସ୍ବାମୀ ଛାଡ଼ିବା ପରେ ପେଟ ଚାଖଣ୍ଡକ ପାଇଁ ପାରାଦୀପରୁ ଭୁବନେଶ୍ୱର ଆସିଥିଲେ ମହିଳା।

ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ କାମ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ।ଏବଂ ଏହାରି ଭିତରେ ଭୁବନେଶ୍ଵରର ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ବିବାହ ହୋଇଥିଲା।ସେ ବ୍ୟକ୍ତି ଜଣଙ୍କ ଯେତେବେଳେ ତାଙ୍କ କାମରେ ପୁରୀକୁ ଯାଇଥିଲେ ମହିଳା ଜଣଙ୍କ ଘରେ ଏକୁଟିଆ ଥିଲେ‌ ଏବଂ ଏହାର ସୁଯୋଗ ନେଇ ତିନି ଜଣ ଯୁବକ ମହିଳା ଜଣଙ୍କୁ ଘରୁ ଟେକି ନେଇ ଦୁ-ଷ୍କ-ର୍ମ କରିଥିଲେ।

ନିଜର ଲୋମଟାଙ୍କୁରା ଦୁ-ଷ୍କ-ର୍ମ କାହାଣୀ ସମ୍ପର୍କରେ ନିଜେ କହିଛନ୍ତି ଅଞ୍ଜନା ସେ କହିଛନ୍ତି।ମୋ ସ୍ବାମୀ ଘରେ ନଥିଲା ବେଳେ ତିନି ଜଣ ଯୁବକ ଆସି ମୋ କବାଟ ବାଡେଇଲେ।ମୁଁ କବାଟ ଖୋଲିବା ସଙ୍ଗେ ସଙ୍ଗେ ସେମାନେ ମତେ ଗୋଟେ ସଟର ଭିତରକୁ ଟେକିନେଇ ଜଣେ ପରେ ଜଣେ ମୋ ଗୋଡ଼କୁ ହାତକୁ ଜାବୁଡ଼ିଧରି କାମୁଡ଼ା କାମୁଡ଼ି ଆମ୍ପୁଡା ଆମ୍ପୁଡି କରି ବହୁତ କଷ୍ଟଦେଇ ସେମାନେ ମତେ ଜବରଦସ୍ତି ରେପ୍ କଲେ।ତାପରେ ମୁଁ ରକ୍ତ ବାନ୍ତି ବି କରିଛି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *