Press "Enter" to skip to content

Archana Case : ଏବେ ବିପଦ ରେ ଏହି ଓଡ଼ିଆ ହିରୋଇନ୍, ସ୍କାନ କଲା ଇଡି ।

ଏହି ସୁନ୍ଦରୀ ଓଡ଼ିଆ ହିରୋଇନ୍ କିଏ ରେ?ଯିଏ ନିତି ଯାଉଥିଲା ଅର୍ଚ୍ଚନା ଘରକୁ ।ଆଉ ସେହି ସୁନ୍ଦରୀ ହିରୋଇନ୍ ଜଣକ କିଏ ଯିଏ ନୀତି ଅର୍ଚ୍ଚନା କଥାରେ ତାରକା ହୋଟେଲରେ ରାତି କାଟୁଥିଲା ।ଏହି ସୁନ୍ଦରୀ ହିରୋଇନ୍ କିଏ ଯିଏ ଅର୍ଚ୍ଚନା ଠାରୁ ମହୁ ଖାଇଛି ।କିଏ ସେହି ସୁନ୍ଦରୀ ହିରୋଇନ୍ ଯିଏ ଅର୍ଚ୍ଚନା ଠାରୁ ପୂଳା ପୁଳା ଟଙ୍କା ନେଇଛି?ସୁନ୍ଦରୀ ଅର୍ଚ୍ଚନା ନାଗର କାହାଣୀ କାହାକୁ ବି ଅଛପା ନାହିଁ ।କାରଣ ସୁନ୍ଦରୀ ଅର୍ଚ୍ଚନା ବଡ ବଡ଼ିଆଙ୍କୁ ମୋହରା ବନାଉ ଥିଲା ।

ବଡ ବାଡ଼ିଆଙ୍କ ଠାରୁ ଟଙ୍କା ନେଉଥିଲା ।ଆଉ ଏବେ ଶୁଣିବାକୁ ମିଳୁଛି ବଡବଡିଆଙ୍କ ଠାରୁ ନେଇଛି ଆଉ ଓଡ଼ିଆ ସୁନ୍ଦରୀ ହିରୋଇନଙ୍କୁ ଦେଇଛି ।ଏହି ଓଡ଼ିଆ ହିରୋଇନ୍ କିଏ ଯାହାକୁ ନେଇ ଏବେ ଚର୍ଚ୍ଚା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ।ଆଉ ଏଭଳି କିଛି ଚର୍ଚ୍ଚା ସେତେବେଳେ ହେଉଛି ଯାହା ଇଡିର ସ୍କାନରରେ ଓଲିଉଡ ଜଗତର କଳାକାର ଏହି ମହିଳା କଳାକାରଙ୍କ ନାଁ ସାମ୍ନାକୁ ଆସିଛି ।ଠିକ୍ ସେତିକି ବେଳେ ଏହି ଓଡ଼ିଆ ହିରୋଇନର ନାଁ ସବୁଆଡେ ଚର୍ଚ୍ଚା ହେଉଛି ।

ସବୁଆଡ଼େ ଚର୍ଚ୍ଚା ହେଉଛି ସେହି ସୁନ୍ଦରୀ ହିରୋଇନ୍ କିଏ ରେ ଯିଏ ଅର୍ଚ୍ଚନା ଠାରୁ ମହୁ ପାଇଛି ।ଅର୍ଚ୍ଚନା ମାମଲାରେ ଇଡି ଏକାସାଙ୍ଗରେ ୧୨ ଜଣଙ୍କୁ ନୋଟିସ ଜାରି କରିଛି ।ଆଉ ଖୁବ୍ ଶୀଘ୍ର ଏହି ୧୨ ଜଣଙ୍କ ଭିତରୁ ବଡ ମୁଣ୍ଡ ସାମ୍ନାକୁ ଆସିବେ ବା ଜେରା ହେବେ ।ଯାହାଙ୍କ ଭିତରେ ନେତା ଆଉ ବ୍ୟବସାୟୀ ମଧ୍ୟ ଅଛନ୍ତି ।ଆଉ ତାହାରି ଭିତରେ ଇଡି ସ୍କାନରରେ ଯେତେବେଳେ ଓଡ଼ିଆ ସୁନ୍ଦରୀ ଆସିଛନ୍ତି ଠିକ୍ ସେତିକିବେଳେ ଆହୁରି ଚର୍ଚ୍ଚା ଜୋରଦାର ହେଉଛି ।

ଓଲିଉଡର କିଛି କଳାକାରଙ୍କୁ ସୁନ୍ଦରୀ ଅର୍ଚ୍ଚନା ଅନଲାଇନ୍ ମାଧ୍ୟମରେ କିଛି ଟଙ୍କା ବିଭିନ୍ନ ସମୟରେ ପଠାଇଛନ୍ତି ।ଯେଉଁମାନଙ୍କର ଠିକଣା ପାଇ ସାରିଛି ଇଡି ।ଏମାନଙ୍କ ମଧ୍ୟରେ ରହିଛନ୍ତି ଅନେକ ଓଡ଼ିଆ ହିରୋଇନ୍ ।ଆଉ ସେମାନଙ୍କୁ ଅର୍ଚ୍ଚନା କାହିଁକି ଟଙ୍କା ପଠାଉଥିଲା ଏହା ଜାଣିବା ପାଇଁ ଇଡି ସେହି ହିରୋଇନଙ୍କୁ ନୋଟିସ ଜାରି କରିବ ।ସବୁ ଚର୍ଚ୍ଚା ଭିତରେ ସେହି ହିରୋଇନ୍ କିଏ ବୋଲି ସମସ୍ତେ ଜାଣିବାକୁ ଚାହୁଁଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *