Press "Enter" to skip to content

ପୁଣି ଚର୍ଚ୍ଚାକୁ ଆସିଲେ Anubhav Mohanty, ଫଟୋ ଓ ଭିଡ଼ିଓ ହେଲା ଭାଇରାଲ ।

ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ତଥା ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରର ଅଭିନେତା ଅନୁଭବ ମହାନ୍ତି । ଏଥର କୌଣସି ପାରିବାରିକ ମାମଲାକୁ ନେଇ ବିବାଦ ନୁହେଁ । ବରଂ ନିଜର ଅପ କମିଙ୍ଗ ଫିଲ୍ମ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ହଁ ଦର୍ଶକବନ୍ଧୁ, ଯେତେବେଳେ ଓଡ଼ିଆ ସିନେମାର ଧାରା ବଦଳୁଛି । ଯେତେବେଳେ ଓଡିଶାରେ ମୌଳିକ କାହାଣୀର ଆଦର ବଢୁଛି, ଉଧାହରଣ ସ୍ୱରୂପ ଆମେ ଦମନ ଚଳଚ୍ଚିତ୍ରକୁ ନେଉଛନ୍ତି, ଠିକ ସେତିକିବେଳେ ପୁଣି ଥରେ କେନ୍ଦ୍ରାପଡ଼ା ସାଂସଦ କମ ବ୍ୟାକ କରୁଛନ୍ତି । ଯାହାକୁ ନେଇ ନା ନା ଧି ଆଲୋଚନ ମଧ୍ୟ ଚାଲିଛି । ଭିନ୍ନ ଭିନ୍ନ କଥା ପ୍ରଶଂସକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ।

ଏଥର ପୁଣି ଭାଇ ଫେରିଲେ ବୋଲି କହୁଛନ୍ତି । ଆଉ ସୋସିଆଲ ମିଡିଆରେ ଅପ କମିଂ ଫିଲ୍ମକୁ ନେଇ ବି ନିଜେ ନିଜେ ବ୍ୟାନର ତିଆରି କରି ସୋସିଆଲ ମିଡିଆରେ ଅପଲୋଡ଼ କଲେଣି । ହଁ ଦର୍ଶକବନ୍ଧୁ ଦୀର୍ଘ ଚାରିବର୍ଷ ପରେ ପ୍ରଶଂସକମାନେ ଯେଉଁ ପ୍ରଶ୍ନ ଅନୁଭବଙ୍କୁ ପଚାରୁଥିଲେ, ଏହି ପରବର୍ତୀ ସିନେମାରେ ତାର ଉତ୍ତର ସମସ୍ତଙ୍କୁ ମିଳିଯିବ । ହଁ ଦର୍ଶକବନ୍ଧୁ ପ୍ରଶଂସକଙ୍କ ପ୍ରଶ୍ନ,ସିନେ ପ୍ରେମୀଙ୍କ ପ୍ରଶ୍ନ ଏବେ ସମସ୍ତଙ୍କ ପ୍ରଶ୍ନରେ ପୂର୍ଣ୍ଣଛେଦ ପଡୁଛି । କାରଣ ଅନୁଭବଙ୍କ ଡ୍ରିମ ପ୍ରୋଜେକ୍ଟ ରାବଣକୁ ବଡ଼ ଆକାରରେ ରିଲିଜ କରାଯିବାର ଯୋଜନା ରହିଛି ।

କିନ୍ତୁ ତା ପୂର୍ବରୁ ଅନୁଭବଙ୍କ ଆଉ ଏକ ସିନେମା ନିର୍ମାଣ ହୋଇ ପରଦାକୁ ଆସିବାକୁ ଯାଉଛି । ହଁ ଦର୍ଶକବନ୍ଧୁ, ଯାହାର ନାଁ ରହିଛି ଲଭ ଇନ ଲଣ୍ଡନ । ଯାହାର ସୁଟିଂ ଏବେ ଲଣ୍ଡନରେ ଚାଲିଛି । ଆଉ ଅନୁଭବ ମଧ୍ୟ ବର୍ତମାନ ଲଣ୍ଡନରେ ଆଛନ୍ତି । ଯଦିଓ ସେ ଏନେଇ କୌଣସି ସୂଚନା ଦେଇନାହାଁନ୍ତି, ମାତ୍ର ସୋସିଆଲ ମିଡିଆରେ ତାଙ୍କ ସୁଟିଂ ସେଟର ଗୁଡ଼ାଏ ଫୋଟୋ ଓ ଭିଡ଼ିଓ ଦେଖିବାକୁ ମିଳିଛି । ତେବେ ଏସବୁ ଭିତରେ ଅନୁଭବଙ୍କ ଅପ କମିଂ ଫିଲ୍ମ ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କ ଫ୍ୟାନ୍ସମାନେ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *