Press "Enter" to skip to content

ଅଙ୍ଗନୱାଡି ଦିଦିଙ୍କ ଚେତାବନୀ: ‘ସରକାରୀ କର୍ମଚାରୀର ମାନ୍ୟତା ଦିଅ, ମାସକୁ ୫ହଜାର ପେନସନ୍ ଦିଅ, ନହେଲେ…

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଦେଖିବାକୁ ପାଉଥିବେ ।ସୋସିଆଲ ମିଡିଆ ଦ୍ଵାରା ଆପଣମାନେ ଅନେକ ଦେଶର, ବିଦେଶର ଏବଂ ଅନେକ ରାଜ୍ୟର ଏବଂ ଅନେକ ଅଞ୍ଚଳର ଖବର ବିଷୟରେ ଜାଣିପାରୁଛେ ।ସୋସିଆଲ ମିଡିଆରେ ଆପଣମାନେ ଏବେ ରାଜଧାନୀ ଭୁବନେଶ୍ବରରେ ଚାଲିଥିବା ଧାରଣା ବିଷୟରେ ସୂଚନା ପାଇଥିବେ ।ଭୁବନେଶ୍ୱର ସହରର ମାଷ୍ଟର କ୍ୟାଣ୍ଟିନ ବିଧାନସଭା ସମ୍ମୁଖ ପର୍ଯ୍ୟନ୍ତ ଅଙ୍ଗନୱାଡି କର୍ମୀମାନେ ଧାରଣାରେ ବସିଛନ୍ତି ।

ସେମାନେ ତାଙ୍କ ଦାବି ନେଇ ଧରବତେ ବସିଛନ୍ତି ବୋଲି ଜଣାପଡିଛି ।ସେମାନଙ୍କ ଦାବି ହେଉଛି ତାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦିଆଯାଉ ।ଏବଂ ଏହାସହ ମାସକୁ ୫ହଜାର ପେନସନ୍, ଏବଂ ତାଙ୍କର ମୃତ୍ୟୁ ଘଟିଲେ ପରିବାରର ଜଣଙ୍କୁ ଚାକିରି ସହ ୫ଲକ୍ଷ କ୍ଷତିପୂରଣ ଦିଆଯାଉ ।ଏହି ୮ଦଫା ଦାବିରେ ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ୬୦ ହଜାରରୁ ଅଧିକ ଅଙ୍ଗନୱାଡି କର୍ମୀ ଧାରଣାରେ ବସିଛନ୍ତି ।

ତାଙ୍କ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ସେମାନେ ଏମିତି ଧାରଣାରେ ବସିଥିବେ ବୋଲି କହିଛନ୍ତି ।ସରକାରଙ୍କ ଅନେକ ଯୋଜନାକୁ ଏହି ଅଙ୍ଗନୱାଡି କର୍ମୀମାନେ ସଫଳ କରିଛନ୍ତି ।କିନ୍ତୁ ସରକାର ତାଙ୍କୁ ଅବହେଳା କରୁଛନ୍ତି ।ଆଉ ସଠିକ୍ ପାରିଶ୍ରମିକ ଦେଉନାହାନ୍ତି ।ବର୍ଷ ସାରା କାମ କରିବା ପରେ ବି ଅଙ୍ଗନବାଡ଼ିକର୍ମୀଙ୍କୁ ମିଳୁଛି ମାତ୍ର ୭, ୫୦୦ ଟଙ୍କା ମିନି ଅଙ୍ଗନଓ୍ୱାଡ଼ି କର୍ମୀ ପାଉଛନ୍ତି ମାତ୍ର ୫, ୫୦୦ ଟଙ୍କା ।ଏଭଳି କିଛି ଦାବି ରଖି ଏହି ଅଙ୍ଗନୱାଡି କର୍ମୀମାନେ ଧାରଣାରେ ବସିଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *