Press "Enter" to skip to content

ଦୋଷ ସ୍ୱୀକାର କଲେ ଅଫତାବ, ଆଉ କେମିତି ମାରି ଥିଲେ ସବୁ କହିଲେ ।

ହଁ ଦର୍ଶକବନ୍ଧୁ ଦୋଷ ସ୍ୱୀକାର କରିଛି ପ୍ରେମିକ ଅଫତାବ । ସେ ହିଁ ମାରିଛି ପ୍ରେମିକା ଶ୍ରଦ୍ଧାଙ୍କୁ । ମାମଲାର ଶୁଣାଣି ବେଳେ ଅଫତାବକୁ କୋର୍ଟରେ ହାଜର କରାଯାଇଥିଲା । ଏହି ସମୟରେ ଜଜଙ୍କ ସାମ୍ନାରେ ସେ ସତ ମାନିଛି । ଅଫତାବ କହିଛି, ସେ ଯାହା ବି କରିଥିଲା ହିଡ଼ ଅଫ ଦି ମୁମେଣ୍ଟ ଥିଲା ଅର୍ଥାତ ଯାହା ବି କିଛି ସେ କରିଛି କିଛି ନଭାବି ରାଗରେ କରିଛି ।

ଦିଲ୍ଲୀ ପୋଲିସ ସୂଚନା ଅନୁସାରେ ଶ୍ରଦ୍ଧାଙ୍କୁ ହତ୍ୟା ପାଇଁ ବ୍ୟବରୁଧ ମରଣାସ୍ତ୍ର କେଉଁଠି ଫିଙ୍ଗିଥିଲା ଅଫତାବ, ତାର ଖୁଲାସା କରିଛି । ପଚରା ଉଚରା ବେଳେ ଅଫତାବ କହିଛି, ଯେ ଶ୍ରଦ୍ଧାକୁ ହତ୍ୟା କରିବା ପାଇଁ ବ୍ୟବହାର ହୋଇଥିବା ଆରୀ ଓ ବ୍ଲେଡକୁ ସେ ଗୁରୁଃଗ୍ରାମର ଡ଼ିଏଲଏଫ ଫେଜ ୩ ରେ ଥିବା ବୁଦା ମୂଳରେ ଫିଙ୍ଗିଛି ।

ସେହିପରି ଚାପରକୁ ମେହେରୁଲି ଠୁ କିଛି ବାଟ ଦୂରରେ ଥିବା ଅଳିଆ ଆବର୍ଜନା ସ୍ଥାନରେ ଫିଙ୍ଗିଛି । ହଁ ଆଜ୍ଞା ଲିଭଇଂ ପାଟନର ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ପରେ ଜଲ୍ହାଦ ପ୍ରେମିକ ଅଫତାବ ଶାରୀରର ଅଙ୍ଗଗୁଡିକୁ ବ୍ୟାଗରେ ଭର୍ତ୍ତି କରି ଫୋପାଡ଼ିବାକୁ ନେଉଥିଲା । ସିସିଟିଭି ଫୁଟେଜରେ ଏହା କଏଦ ହୋଇଛି ।

ଦେଖିବାକୁ ମିଳିଛି ଯେ ଅଫତାବ ଭୋର ୩ ଟାରୁ ୪ ଟା ସମୟ ମଧ୍ୟରେ ହାତରେ ବ୍ୟାଗ ଧରି ଚାଲି ଚାଲି ଯାଉଛି । ଏଥିରେ ଶ୍ରଦ୍ଧାଙ୍କ ଖଣ୍ଡ ଶରୀରକୁ ନେଇ ସେ ବାହାରକୁ ଫିଙ୍ଗିବାକୁ ଯାଉଥିବା କୁହାଯାଉଛି । ଆଉ ଶେଷରେ ଦୋଷ ସ୍ୱୀକାର କରିଛି ପ୍ରେମିକ ଅଫତାବ । ସେ ହିଁ ମାରିଛି ଶ୍ରଦ୍ଧାକୁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *