Press "Enter" to skip to content

ଅର୍ଚନାଙ୍କ ଲ୍ୟାପଟପରେ ଅନ୍ତରଙ୍ଗ ଦୃଶ୍ୟ,ଜବତ ପରେ ପୋଲିସ ବି ଆଶ୍ଚର୍ଯ୍ୟ !

ପୋଲିସ ହାତରେ ଅର୍ଚନାଙ୍କ ପେନଡ୍ରାଇଭ । ପେନଡ୍ରାଇଭରେ ଅଛି ବଡ଼ ବଡ଼ିଆଙ୍କ ସହ ବିତାଇଥିବା ରଙ୍ଗୀନ ମୁହୂର୍ତ୍ତର କିଛି ଦୃଶ୍ୟ । ହଁ ଆଜ୍ଞା ସୁନ୍ଦରୀ ଅର୍ଚନା ଗିରଫ ହେବା ପରେ ପୋଲିସ ଏବେ ଏହି ଘରେ ପଶି ଜବତ କରିଛି ପେନଡ୍ରାଇଭ ଲ୍ୟାପଟପକୁ । ଆଉ ସେଇ ପେନଡ୍ରାଇଭରେ କୁଆଡେ ରହିଛି ସବୁ ବଡ଼ ବଡ଼ିଆଙ୍କ ସହ ଅର୍ଚନା ବିତାଇଥିବା ସବୁ ରଙ୍ଗୀନ ମୁହୂର୍ତ୍ତର ଦୃଶ୍ୟ । ଯାହାକୁ ନେଇ ଏବେ ସମସ୍ତେ ଆଲୋଚନା କରୁଛନ୍ତି । ତେବେ ଅର୍ଚନା ନିଜ ସୁସଜିତ ବେଡ଼ରୁମରେ ଲୁକାୟିତ ଭାବେ ଲଗାଇଥିବା ଅନେକ ସିସିଟିଭି କ୍ୟାମେରାରେ ଏସବୁ ଦୃଶ୍ୟ କିଛି କଏଦ ହୋଇଥିଲା । ଆଉ ସେଇ କ୍ୟାମେରାରେ ସୁଟ ହୋଇଥିଲା ସବୁ ଅନ୍ତରଙ୍ଗ ଦୃଶ୍ୟ । ଯାହାକି ପରବର୍ତୀ ସମୟରେ ସେ ଲ୍ୟାପଟପ ପେନଡ୍ରାଇଭରେ ସେଭ କରି ରଖୁଥିଲେ । ଆଉ ସେଇ ଦୃଶ୍ୟକୁ ନେଇ ସିଧା ସଳଖ କରୁଥିଲେ ବ୍ଲାକ ମେଲ । ଆଉ ମାଗୁଥିଲେ ଲକ୍ଷ ଲକ୍ଷ ଟଙ୍କା ।

ଟଙ୍କା ନଦେଲେ ଭିଡ଼ିଓକୁ ଭାଇରାଲ କରିଦେବକୁ ଦେଉଥିଲେ ସିଧା ସଳଖ ଧମକ । ଆଉ ଏବେ ସେ ପେନଡ୍ରାଇଭ ପୋଲିସ ବାବୁଙ୍କ ହାତରେ । ସୁନ୍ଦରୀ ସାଙ୍ଗକୁ ଫିଗରକୁ ପୁରା ମେଣ୍ଟେନ କରି ରଖୁଥିଲେ । ତାହାବି ଏମିତିକା ଘରେ ପୁରା ରାଜକୁମାରୀ ପରି ନିଜକୁ ସଜବାଜ କରି ରଖୁଥିଲେ । ସ୍ୱାମୀ ପାଖରେ ଥିଲେ ମଥାରେ ସିନ୍ଦୁର ଥିଲା,ଗଳାରେ ମଙ୍ଗଳସୂତ୍ର ଥିଲା ।

କିନ୍ତୁ ଅର୍ଚନାଙ୍କ ଇଚ୍ଛାରେ ହସ୍ତକ୍ଷେପ କରିବାକୁ ସାହସ କରିପାରୁନଥିଲେ ସ୍ୱାମୀ । ଆଉ ସାହସ କଣ କରିବେ ଓଲଟି ସପୋଟ କରୁଥିଲେ ସ୍ତ୍ରୀକୁ । ସ୍ୱାମୀ ଆଖି ଆଗରେ ଅର୍ଚନାଙ୍କ ସହ ଏ ମହଲକୁ ଆସୁଥିଲେ ଅଜଣା ଗେଷ୍ଟ । ଆଉ ସିଧା ଯାଉଥିଲେ ବେଡ଼ରୁମକୁ । ହେଲେ ଗେଷ୍ଟ ସାଧାରଣ ନଥିଲେ ବଡ଼ ବଡ଼ିଆ କୋଟିପତି ଆସୁଥିଲେ ଏହି ଘରକୁ । ସ୍ୱାମୀ ବି ସ୍ତ୍ରୀର ଏହି ପ୍ଲାନରେ ପୁରା ସାମିଲ ଥିଲା । ଆଗେ ସ୍ୱାମୀ କୁଆଡେ ସେକେଣ୍ଡ ହାଣ୍ଡ ଗାଡି ବ୍ୟବସାୟ ରେ ମାତିଥିଲା । ଆଉ ସ୍ତ୍ରୀର ଏଭଳି ଟଙ୍କା ଇନକମ କରିବାର ଷ୍ଟାଇଲ ଦେଖି ସ୍ୱାମୀ ବି ଲୋଭେଇ ଗଲା ।

ଆଉ ସ୍ତ୍ରୀ ସହିତ ମିଶି ଏସବୁ ପ୍ଲାନ କରୁଥିଲେ ସ୍ୱାମୀ ସ୍ତ୍ରୀ । ତେବେ ବଡ଼ ବଡ଼ିଆଙ୍କୁ ଅର୍ଚନା ନିଜ ଫାସରେ ଫସାଇଲା ପରେ ଅର୍ଚନା ସିଧା ଡାକୁଥିଲେ ବେଡ଼ରୁମକୁ । ଆଉ ସ୍ୱାମୀ ରହୁଥିଲା ବେଡ଼ରୁମ ବାହାରେ । ସେପଟେ ବେଡ଼ରୁମରେ ଲାଗିଥିବା ସିସିଟିଭ କ୍ୟାମେରାରେ କଏଦ ହୁଏ ଗୋଟିଏ ଗୋଟିଏ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ । ଗେଷ୍ଟ ସହ ସମ୍ପର୍କ ରଖୁଥିଲେ ଅର୍ଚନା । ଆଉ ପରବର୍ତୀ ସମୟରେ ସେ ଭିଡ଼ିଓକୁ ନେଇ ଆରମ୍ଭ କରୁଥିଲେ ବ୍ଲାକମେଲ କରିବା । ଟଙ୍କା ମାଗୁଥିଲେ ନଦେଲେ କୋହୁଥିଲେ ସିଧା ଭିଡ଼ିଓକୁ ଭାଇରାଲ କରିଦେବେ । ଆଉ ଏବେ ଅର୍ଚନାଙ୍କ ବିରୁଦ୍ଧରେ ଅନେକ ଦଫା ଲାଗିବା ପରେ ସିଧା ଯାଇ ଜେଲରେ ଏବେ ଅର୍ଚନା । ତେବେ ଏହି ଫାସରେ କେତେ ବଡ଼ ବଡ଼ିଆ ଫସି ରହିଛନ୍ତି ତାହାବି ଜଣାପଡିବ ଆଗକୁ । ଯାହାକୁ ନେଇ କମିଶନରେଟ ପୋଲିସ ଆଗକୁ ଅର୍ଚନାଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବା କଥା ସାମ୍ନାକୁ ଆସିଛି । ଆଉ ରିମାଣ୍ଡରେ ଆସିଲା ପରେ ହୁଏତ ଅନେକ ସତ କଥା ସବୁ ସାମ୍ନାକୁ ଆସିପାରେ । ଆଉ ଅନେକ ଫସି ରହିଥିବା ବଡ଼ ବଡ଼ିଆ ସାମ୍ନାକୁ ଆସିପାରନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published. Required fields are marked *