ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।
ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ବାପା- ପରୀକ୍ଷା କେମିତି ହେଲା ?
ପୁଅ- ପ୍ରଥମ ପ୍ରଶ୍ନ ଛାଡିଦେଲି,
ତୃତୀୟ ଟା ଆସୁ ନଥିଲା,
ଚତୁର୍ଥ ଟା କରିବାକୁ ଭୁଲିଗଲି,ପଞ୍ଚମ ଟା ଦେଖି ପାରିଲିନି
ବାପା- ଆଉ ଦ୍ଵିତୀୟ ପ୍ରଶ୍ନ ଟା ?
ପୁଅ- ବାସ କେବଳ ସେଇଟା ହିଁ ଭୁଲ ହେଇଗଲା …!!
୨)ପତ୍ନୀ- ହେଇଟି ଶୁଣୁଛ, ତୁମ ପୁଅ ଆଜି କାଲି କିଛି ଅଧିକ ହିଁ ଟଙ୍କା ଉଡାଉଛି,
ଯଉଠି ବି ଲୁଚାଉଛି ଖୋଜି ବାହାର କରି ଦେଉଛି !
ସ୍ଵାମୀ- ସେ କୂଳାଙ୍ଗାର ର ବହିରେ ଲୁଚେଇ ଦେ,ପରୀକ୍ଷା ପର୍ଯ୍ୟନ୍ତ ତ ଖୋଜି ହିଁ ପାରିବନି
୩)ଭିଣେଇ ଶାଳି ସହ ରୋମାଣ୍ଟିକ ହୋଇ କହିଲା- ଯଦି ମୁ ତମକୁ କେବଳ କିସ କରି ଛାଡିଦେବି ତା ହେଲେ ତମେ କଣ ଭବିବ ?
ଶାଳି- ମୁ ଭାବିବି ମୋ ପାଗଳ ଭିଣେଇ ରସଗୋଲା ପାଟି ରେ ପୁରେଇ ବାହାର କରିଦେଲେ।
୪)ଶାଶୁ- ଜ୍ୱାଇଁପୁଅ ଆଗାମୀ ଜନ୍ମରେ କଣ ହେବ ? ଜ୍ୱାଇଁପୁଅ- ହଁ ମୁଁ ଝିଟିପିଟି ହେବି, ଶାଶୁ-କଣ ପାଇଁ ? ଜ୍ୱାଇଁପୁଅ- କାରଣ ଆପଣଙ୍କ ଝିଅ କେବଳ ଝିଟିପିଟିକୁ ଦେଖିଲେ ଡରୁଛି ।
୫) ଇମରାନ୍ ହାସମି ଏକ କସମେଟିକ୍ ସପ୍ କୁ ଗଲେ , ଓ ଦୋକାନୀକୁ କହିଲା- ଭାଇ, ଏକ ଲିପିଷ୍ଟିକ୍ ଦେବ , ଦୋକାନୀ-ସାହେବ କେଉଁ କଲର୍ ଦେବି, ଇମରାନ୍ ହାସମି- ଆରେ କଲର୍ ଫଲର୍ ଛାଡ, ଖାଲି ଟେଷ୍ଟ ଭଲ ହେବା ଦରକାର ।
୬) ସ୍ୱାମୀ ସ୍ତ୍ରୀକୁ-ପ୍ରିୟେ ମୁଁ ତୁମକୁ ବହୁତ ଭଲ ପାଉଛି , ସ୍ତ୍ରୀ- ତେବେ କଣ ମୁଁ ତୁମକୁ ଭଲ ପାଉନି, ମୁଁ ତ ତୁମ ପାଇଁ ପୁରା ଦୁନୀଆଁ ଛାଡିବାକୁ ରାଜି, ସ୍ୱାମୀ- କିନ୍ତୁ ତୁମେ ତ ସବୁବେଳେ ମୋ ସହ ଝଗଡା କରୁଛ , ସ୍ତ୍ରି- ତୁମେ ତ ମୋର ଦୁନିଆଁ ଅଟ ।
୭) ଦିନେ ରୋମାଣ୍ଟିକ୍ ବହି ପଢିପଢି ସ୍ତ୍ରୀ ସ୍ୱାମୀକୁ ପଚାରିଲା, ଯଦି କେଉଁ ସୁନ୍ଦର ଯୁବକ ମୋତେ ଫେରାର୍ କରି ନେଇଯାଏ ତେବେ ତୁମେ ସାମ୍ନାରେ ଆସିଗଲେ କଣ କରିବ ? ସ୍ୱାମୀ-ତାକୁ କହିବି ହେ ଭଗବାନର ଦୂତ- ଭଗେଇକି ନେବାର କଣ ଦରକାର, ଆରାମରେ ନେଇଯା ।
୮)ସ୍ୱାମୀ ରାତିସାରା ଗାୟବ ରହିବାପରେ ସକାଳୁ ଯେବେ ପହଞ୍ଚେ ସ୍ତ୍ରୀରାଗରେ କହେ – ସାରାରାତି ତ ଗାୟବ ଥିଲ ଏବେ ସକାଳୁ କଣ କରିବାକୁ ଆସିଛ ? ସ୍ୱାମୀ-ଡାର୍ଲିଙ୍ଗ୍- ଜଳଖିଆ କରିବାକୁ ଆସିଛି ।
୯)ଗୋଟେ ଭିକାରୀ ଦୁଇ ହାତ ବଢାଇ ଭିକ ମାଗୁଥିଲା, ଚିଣ୍ଟୁ ତାକୁ ଏକ ଗିନାରେ ୫ ଟଙ୍କା ପକାଇ ପଚାରିଲା, ଏହି ଦ୍ୱିତୀୟ ଗିନା କଣ ପାଇଁ ? ଭିକାରୀ- ସାହେବ ଏହା ମୁଁ ନିଜ ଧନ୍ଦାକୁ ବଡ କରୁଛି, ଏଥିପାଇଁ ଦ୍ୱିତୀୟ ବ୍ରାଞ୍ଚ ଖୋଲିଛି ।
୧୦) ଗୋଟିଏ ପିଲା ନିଜ ବାପା ର ବାହାଘର CD ଦେଖୁଥିଲା
ପୁଅ – ମୋ ବାହାଘର ରେ ମୁଁ ଏମିତିଆ ଆଇଟମ ଗାର୍ଲ ଆଣି ଡ୍ୟାନ୍ସ କରେଇବି।
ବାପା – ସେ ଆଇଟମ ଗାର୍ଲ ନୁହେଁ ତୋର ପିଇସୀ ଆଉ ମାଉସୀ ମୂର୍ଖ।
୧୧)ଥରେ ଚିଣ୍ଟୁ ଫୋନରେ ବିପି ଦେଖୁଥିଲା ତା ବାପା ତାକୁ ଧରିନେଲେ
ବାପା – ହଇରେ ଅଭଦ୍ର ଚିଣ୍ଟୁ ଏଗୁଡ଼ାକ କଣ ଦେଖୁଛୁ?
ଚିଣ୍ଟୁ – ଆମ ବାୟୋଲୋଜି ମ୍ୟାଡାମ୍ ପଢ଼ାଉଥିଲେ ତାର ପ୍ରାକ୍ଟିକାଲ ଟା ଦେଖୁଛି.. କିଛି ବୁଝି ହଉନି
ବାପା – ଆଜି ସ୍କୁଲ ଚାଲେ ତମ ମ୍ୟାଡାମ୍ ସାଙ୍ଗେ ପ୍ରାକ୍ଟିକାଲ ମୁଁ କରିବି
ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Be First to Comment