Press "Enter" to skip to content

ଅଭିନେତ୍ରୀ Koel Banarji ନିଜ ପୁଅକୁ ଧରି ଓଡ଼ିଶା ଫେରିଲେ ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।ଓଲିଉଡ ଜଗତକୁ ନେଇ ଅନେକ ଘଟଣା ଆଉ ଖବର ଆସୁଛି ।ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ଅଭିନେତ୍ରୀ କୋଏଲ ବାନାର୍ଜୀଙ୍କୁ ଭଲଭାବରେ ଜାଣିଥିବେ ।ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି ।ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି ।ଆଉ ସେ ଦୀର୍ଘଦିନ ଧରି ଅଭିନୟ ମଧ୍ୟ କରି ଆସୁଛନ୍ତି ।

ସେ ପ୍ରଥମେ ଅଭିନେତା ବବି ମିଶ୍ରଙ୍କୁ ବିବାହ କରିଥିଲେ ।ଆଉ ନିକଟରେ ତାଙ୍କର ଛାଡ଼ପତ୍ର ହୋଇଯାଇଛି ।ଛାଡ଼ପତ୍ର ହେଲା ପରେ କୋଏଲ ବାନାର୍ଜୀ ବଙ୍ଗଳାକୁ ଚାଲି ଯାଇଛନ୍ତି ।ଆଉ ଏବେ ସେ ସେଠାରେ ରହୁଛନ୍ତି ।ଆଉ ବିବାହ ମଧ୍ୟ କରି ସାରିଛନ୍ତି ।ଆଉ ତାଙ୍କର ବର୍ତ୍ତମାନ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି ।ସେ ବବି ମିଶ୍ରଙ୍କୁ ସୁଟିଂ ସେଟରେ ଭଲ ପାଇଥିଲେ ।ଆଉ ଅଭିନେତ୍ରୀ କୋଏଲ ବାନାର୍ଜୀ ୨୦୧୩ ମସିହାରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ ।

ସେମାନେ ୨୦୧୪ ମସିହାରେ ବିବାହ କରିଥିଲେ ।୨୦୧୯ ମସିହାରେ ତାଙ୍କର ବିବାହରେ ବିଚ୍ଛେଦ ଆସିଥିଲା ।ଆଉ ସେମାନେ ୨୦୨୧ ମସିହାରେ ଉଭୟ ଉଭୟଙ୍କୁ ଛାଡ଼ପତ୍ର ଦେଇଥିଲେ ।ଆଉ ଏବେ ସେ ଯାହାକୁ ବିବାହ କରିଥିଲେ ।ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି ।ଆଉ ଏବେ ଅଭିନେତ୍ରୀ କୋଏଲ ବାନାର୍ଜୀ ଦଶହରାରେ ବୁଲିବାକୁ ଓଡ଼ିଶା ଆସିଛନ୍ତି ।ଆଉ ଏବେ ସେ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ଦେଖା କରିଛନ୍ତି ।ଆଉ ସେ ସେଠାରେ ରହିଛନ୍ତି ।ଏବେ ଏହି ଘଟଣା ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published. Required fields are marked *