Press "Enter" to skip to content

ମୋ ସ୍ତ୍ରୀ ମୋ ସହ କେମିତି କଲୁ ବିଶ୍ୱାସଘାତ, ମୋ ସାଙ୍ଗ ସହ ରଖିଲୁ ଶାରୀରିକ ସମ୍ପର୍କ ।

ମତେ ଆଉ ଦରକାର ନାହିଁ ତୋ ପରି ସ୍ତ୍ରୀ । ମୋ ସାଙ୍ଗ ସହ ତୁ କେମିତି ଶାରୀରିକ ସମ୍ପର୍କ ରଖିପାରିଲୁ । ମୁଁ ତତେ ସାତ ଜନ୍ମ ପାଇଁ ସାଥୀ କରିଥିଲି । ଅଗ୍ନିକୁ ସାକ୍ଷୀ ରଖି ତୋ ମଥାରେ ସିନ୍ଦୂର ଦେଇଥିଲି । ସେପଟେ ସାଙ୍ଗକୁ ବିଶ୍ୱାସ କରିଥିଲି । ସାଙ୍ଗ ଘରକୁ ଆସିଥିଲା । ଆଉ ତୁ ତା ସହିତ କେମିତି ଶାରୀରିକ ସମ୍ପର୍କ ରଖିଲୁ । ସିଏ ମୋର ସାଙ୍ଗ, ତୁ ମୋର ସ୍ତ୍ରୀ । ଏ ଦୁଇଟି ସମ୍ପର୍କକୁ ମୁଁ ବୋହୁତ ବଡ଼ ଭାବୁଥିଲି ।

ହେଲେ ତମେ ଦୁଇଜଣ ମିଶି ମତେ କେମିତି ଧୋକା ଦେଇପାରିଲ । ତୁ ମୋ ସ୍ତ୍ରୀ ହୋଇ ମୋ ସାଙ୍ଗ ସହିତ କେମିତି ଶାରୀରିକ ସମ୍ପର୍କ ରଖିପାରିଲୁ । ମୁଁ ତତେ ଆଉ କେବେ ଗ୍ରହଣ କରିବି ନାହିଁ । ତୁ ମୋ ଘରୁ ଚାଲିଯା । ଆଜିଠୁ ମୁଁ ତତେ ସ୍ତ୍ରୀ ବୋଲି ଭାବୁନାହିଁ । ମହିଳାଜଣଙ୍କୁ ଏବେ ସ୍ୱାମୀ ଘରୁ କାଢି ଦେଇଛନ୍ତି ।

କାରଣ ସାଙ୍ଗ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ମହିଳା । ଆଉ ଏବେ ମହିଳାକୁ ନା ବାପଘର ଲୋକେ ଗ୍ରହଣ କରୁଛନ୍ତି, ନା ସେ ସାଙ୍ଗ ଟୁନା ତାକୁ ଗ୍ରହଣ କରୁଛି । ଆଉ ଏବେ ମହିଳା ଜଣକ ଯାଇ ଟୁନାଙ୍କ ପିଣ୍ଢାରେ ବସିଛନ୍ତି । ତାଙ୍କ ଘର ଆଗରେ ଧାରଣା ଦେଉଛନ୍ତି ଯେ ମତେ ମୋ ସ୍ୱାମୀ ରଖୁନି କି ମୋ ଘର ଲୋକ ରଖୁନାହାଁନ୍ତି । ଏବେ ତୁ ହିଁ ଗୋଟିଏ ବାଟ । ଏବେ ମୁଁ କଣ କରିବି କହି ମତେ ନ୍ୟାୟ ଦିଅ କହି ଚିତ୍କାର କରି କାନ୍ଦୁଛନ୍ତି ମହିଳା ଜଣକ ।

ଏବେ ଏହିଭଳି କିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଂଚଳରେ ଦେଖିବାକୁ ମିଳିଥିଲା । ଟୁନା ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ୱାମୀ ସହିତ ସାଙ୍ଗ ହୋଇଥିଲେ । ସ୍ୱାମୀଙ୍କ ସହିତ ସାଙ୍ଗ ହୋଇ ଘରକୁ ଯାଉଥିଲେ । ବସାଉଠା ହେବା ସହ ଘରେ ଖାଇକି ଆସୁଥିଲେ । ହେଲେ ସ୍ତ୍ରୀ ଉପରେ ଥିଲା ଖରାପ ନଜର । ସାଙ୍ଗ ହୋଇ ସାଙ୍ଗକୁ ଧୋକା ଦେଲା । ଆଉ ସ୍ତ୍ରୀ ସହିତ ରଖିଲା ଶାରୀରିକ ସମ୍ପର୍କ ।

ଯେତେବେଳେ ସ୍ୱାମୀ ଘରେ ରୋହୁନଥିଲେ, ଟୁନା ମୌକା ଦେଖି ଘରକୁ ଯାଉଥିଲା ଆଉ ଶାରୀରିକ ସମ୍ପର୍କ ରଖୁଥିଲା । ହେଲେ ମହିଳା କୁହନ୍ତି ପ୍ରଥମ ଦିନ କିଛି ଏହିଭଳି ଥିଲା,ଟୁନା ତାଙ୍କ ପାଟି ଉପରେ ହାତ ରଖି ଗୋଡ଼ ହାତକୁ ଚାପି ରଖି ତାଙ୍କ ସହିତ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲା । ମହିଳା ଜଣକ କହିଥିଲେ,ମୁଁ ଆଉ କଣ କରିପାରିଥାନ୍ତି ।

ମୁଁ ଅଚେତ ହୋଇ ପଡ଼ିଗଲି । ଆଉ ସେ ମୋର ସବୁ ସାରିଦେଲା । ଆଉ ସେଇଦିନ ଠୁ କାହାଣୀ ଆରମ୍ଭ ହେଲା । ଲଗାତାର ଭାବେ ୬ ମାସ ଏମିତି ଶାରୀରିକ ସମ୍ପର୍କ ରଖିଲା ସାଙ୍ଗ । ଆଉ କେମିତି ସହିବ ସ୍ୱାମୀ । ଶେଷରେ ସ୍ୱାମୀ ଘରୁ କାଢ଼ିଦେଲା । ଆଉ ଏବେ ଟୁନାଙ୍କ ଘର ଆଗରେ ଯାଇ ବସିଛନ୍ତି ମହିଳା । ତେବେ ଦେଖିବାକୁ ରହିଲା ଆଗକୁ ଯାଇ ଏ ଘଟଣାରେ କଣ ମୋଡ଼ ଆସୁଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *