Press "Enter" to skip to content

ପୁତୁରା ପ୍ରେମରେ ସାନ ଖୁଡି ଉବୁଟୁବୁ, ଘର ବାହାରେ ଧାରଣ ଦେଇ ବସିଛନ୍ତି ବିବାହ କରିବା ପାଇଁ ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ।ଆଉ ଅନେକ ପ୍ରକାରର ଘଟଣା ମଧ୍ୟ ଆଜିକା ଦୁନିଆରେ ଘଟି ଚାଲିଛି।ଆଉ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣ ବି କହିବେ ଏମିତି କାହିଁକି ହେଲା ? ଆଉ ଏମିତି ଅନେକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିବ।ଆଉ ଏମିତି କିଛି ଖବର ଅଛି ଯାହାକୁ ଦେଖିଲା ପରେ ମନରେ ଅନେକ ପ୍ରକାରର ଭାବନା ଆସିବ।ଆଉ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଆଉ ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ସ୍ବାମୀକୁ ଛାଡ଼ି ଭଲପାଇଥିଲି ଏବେ କାନ୍ଦୁଛି।ଟୁନା ପାଇଁ ମୋ ସ୍ବାମୀ ମୋତେ ଘରୁ ବାହାର କରିଦେଲା।ମୋ ବାପଘର ଲୋକ ବି ମୋତେ ଘରେ ରଖିବାକୁ ମନା କଲେ।ଏବେ କିନ୍ତୁ ଟୁନା ମୋତେ ଲୁଚୁଛି।ଏଭଳି ଏକ ଅଭାବନୀୟ ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ମହିଳା।ତାଙ୍କ କହିବା ଅନୁସାରେ ଟୁନା ତାଙ୍କର ପଡୋଶୀ ପୁତୁରା ହିସାବ ହେବ ତାଙ୍କୁ ବିବାହେବାର ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା।

ଏ ସମ୍ପର୍କରେ ମହିଳାଙ୍କ ସ୍ବାମୀ ଜାଣିବା ପରେ ମହିଳାଙ୍କୁ ଘରୁ ତଡ଼ି ଦେଇଥିଲେ।ସେଥିପାଇଁ ମହିଳା ଜଣଙ୍କ ପ୍ରେମିକ ଟୁନଙ୍କ ଘର ଆଗରେ ନଖାଇ ନପିଇ ଧାରଣାରେ ବସି ନ୍ୟାୟ ପ୍ରାର୍ଥନା କରିଛନ୍ତି। ଟୁନାକୁ ତାଙ୍କ ଘର ଲୋକ କେଉଁଠି ଲୁଚାଇ ଦେଇଥିବାର ସେ ଅଭିଯୋଗ ଆଣିଛନ୍ତି।ଟୁନା ତାଙ୍କୁ ଗ୍ରହଣ ନକରେ ଏନେଇ ମହିଳା ଜଣଙ୍କ ଥାନାର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *