Press "Enter" to skip to content

ସାରିବାକୁ ଆସିଲା କଳିଯୁଗ ! ଖୁଡିର ଲଙ୍ଗଳା ଦେହକୁ ଧରିକି ଶୋଇଲା ପୁତୁରା ।

ସ୍ୱାମୀକୁ ଛାଡ଼ି ପୁତୁରା ସହ ରୋମାନ୍ସ କଲା ସ୍ତ୍ରୀ ।ପୁତୁରାର ବେଡ ପାର୍ଟନର ସାଜିଲା ଖୁଡି ।ରହୁନି ବୟସର ତାରତମ୍ୟ, ରହୁନି ସମ୍ପର୍କର ସମ୍ମାନ ।ବଢ଼ି ବଢ଼ି ଚାଲିଛି ଦୋଚାରୁଣୀ ନାରୀମାନଙ୍କ ସଂଖ୍ୟା ।ସତରେ କଣ କଳିଯୁଗ ଶେଷ ହୋଇଯିବ କି?ସତରେ ବୋଧେ କଳିଯୁଗ ଶେଷ ହେବାକୁ ବସିଛି ।କଳିଯୁଗ ଶେଷ ହେବାର ଲକ୍ଷଣ ସବୁ ଦିନକୁ ଦିନ ଦେଖାଯାଉଛି ।

ସମାଜରେ ଖରାପ ନାରୀ ଆଉ ପୁରୁଷଙ୍କର ସଂଖ୍ୟା ବଢ଼ିବାକୁ ଲାଗୁଛି ।ଏମିତି ଏକ ଖବର ଆସିଛି କି ପୁଅ ସମାନ ପୁତୁରା ସହ ଅନୈତିକ ସମ୍ପର୍କ ରଖିଛି ଖୁଡ଼ି ।ଏହି ବ୍ୟଭିଚାରିଣୀ ନାରୀଙ୍କୁ ଧିକ୍ ।ଘରେ ସ୍ବାମୀ ଆଉ ଛୁଆ ଥାଇ ମହିଳା ଜଣକ ଏଭଳି ନିନ୍ଦନୀୟ କାମ କରିଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।ଏଭଳି କରିବାକୁ ତୁମ ମନ ଗଲା କେମିତି?ଛି ଛି ଏତେ ନିର୍ଲଜ୍ଜ ନାରୀ ।

ଏହି ନାରୀ ଜଣକ ଜୀବନରେ କାହାର ହେଲେଣି ନା ନିଜ ବାପା ମା ନା ସ୍ୱାମୀର ନା ପୁଅର ନା ପ୍ରେମିକ ପୁତୁରାର ।ଏମିତି ନିର୍ଲଜ୍ଜ ନାରୀ ଯେ ପୁତୁରା ସହ ଶା-ରୀ-ରି-କ ସମ୍ପର୍କ ରଖୁଥିଲା ।ଖୁଡିର ବୟସ ୩୪ ବର୍ଷ ଆଉ ପୁତୁରାର ବୟସ ୨୩ ବର୍ଷ ।ଏହି ମହିଳାଙ୍କର ୧୧ ବର୍ଷର ଏବଂ ୭ ବର୍ଷର ଦୁଇଟି ପୁଅ ଅଛନ୍ତି ।ଆଉ ଏବେ ପୁତୁରାର ଘର ଆଗରେ ଧାରଣାରେ ବସିଛନ୍ତି ଏହି ମହିଳା ।ଦେଖାଯାଉ ଏହି ନିର୍ଲଜ୍ଜ ମହିଳାଙ୍କର ଆଗାମୀ ଭବିଷ୍ୟତ କଣ ହେଉଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *