Press "Enter" to skip to content

ସ୍ତ୍ରୀ’ର ମାନ୍ୟତା ଦାବିରେ ପୁତୁରା ଘର ଆଗରେ ଧାରଣା ଦେଲେ ଖୁଡି ।

ଆଜିକାଲି ଦୁନିଆରେ କେତେ ଯେ ଘଟଣା ଘଟିଛି ଯାହାର ହିସାବ ନାହିଁ ।ଆଉ ଦୁନିଆରେ ଏମିତି କିଛି ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।ଆଉ ଏମିତି ଅନେକ ଘଟଣା ଆପଣ ଏବେ ସୋସିଆଲ ମିଡିଆରେ ପାଇପାରିବେ ।ଏମିତି କିଛି ଘଟଣା ଘଟିଥାଏ ଯାହା ଏହି ସମାଜକୁ କଳୁଷିତ କରିଥାଏ ।ଆଉ ଏମିତି କିଛି ଘଟଣା ଅଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।

ଆଉ ଆଜିକାର ମହିଳାମାନେ ଏଭଳି କିଛି କାମ କରନ୍ତି ଯାହା ତାଙ୍କ ଇଜ୍ଜତକୁ ଆଞ୍ଚ ଦେଇଥାଏ ।ଆଉ ବିବାହିତା ମହିଳା ହୋଇ ଏଭଳି ନିନ୍ଦନୀୟ କାମ ସତରେ ଏହି ସମାଜ ପାଇଁ କଳଙ୍କ ଅଟେ ।ପୁତୁରାର ଘର ବାରଣ୍ଡାରେ ଖୁଡି ।ସ୍ତ୍ରୀର ମାନ୍ୟତା ଦାବିରେ ପୁତୁରାର ଘର ଆଗରେ ଧାରଣା ଦେଇଛନ୍ତି ଖୁଡି ।କେନ୍ଦ୍ରାପଡ଼ା ଜିଲ୍ଲା ପାତକୁରା ଥାନା ଅନ୍ତର୍ଗତ ପେଣ୍ଠ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା ।

ମହିଳା ଜଣକ ତାଙ୍କ ସମ୍ପର୍କୀୟ ପୁତୁରା ସହିତ ଗତ ୬ ମାସ ହେବ ପ୍ରେମ ସମ୍ପର୍କରେ ରହିଥିଲେ ।ମନ୍ଦିରରେ ଏହି ଯୁବକ ଜଣକ ମହିଳାଙ୍କୁ ବିବାହ ମଧ୍ୟ କରିଥିଲେ ।ଏହି ଘଟଣା ବିଷୟରେ ସମସ୍ତେ ଜାଣିବା ପରେ ତାଙ୍କ ସ୍ବାମୀ ଘରୁ ତଡ଼ି ଦେଇଛନ୍ତି ।ଏବେ ଏହି ମହିଳା ଜଣକ ହକ୍ ପାଇବା ପାଇଁ ପୁତୁରାର ଘର ଆଗରେ ଧାରଣାରେ ବସିଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *