Press "Enter" to skip to content

ଭଲପାଇ ବାହାହେଲି ସ୍ବାମୀ କହୁଛି ମୋର ଅନ୍ୟପୁରୁଷ ସହ ଅନୈତିକ ସମ୍ପର୍କ ଅଛି।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ।ଆଉ ଅନେକ ପ୍ରକାରର ଘଟଣା ମଧ୍ୟ ଆଜିକା ଦୁନିଆରେ ଘଟି ଚାଲିଛି।ଆଉ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣ ବି କହିବେ ଏମିତି କାହିଁକି ହେଲା ? ଆଉ ଏମିତି ଅନେକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିବ।

ଆଉ ଏମିତି କିଛି ଖବର ଅଛି ଯାହାକୁ ଦେଖିଲା ପରେ ମନରେ ଅନେକ ପ୍ରକାରର ଭାବନା ଆସିବ।ଆଉ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଆଉ ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ଭଲପାଇ ବାହାହେଲେ ସ୍ବାମୀ କହୁଛି ଅନୈତିକ ସମ୍ପର୍କ ଅଛି।ଏମିତି ଏକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ତାଙ୍କ କହିବା ଅନୁଯାୟୀ ୨୦୧୪ ମସିହାରେ ସେ ନିଜ ଗାଁର ଜଣେ ଯୁବକ ମାୟାଧର ଡାଳୁଆଙ୍କୁ ବିବାହ କରିଥିଲେ।ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା।

ଯୁବକ ଜଣକ ଏହାର ସୁଯୋଗ ନେଇ ଯୁବତୀଙ୍କ ଇଜ୍ଜତ ସହିତ ଖେଳି ତାଙ୍କୁ ଛାଡି ଦେବାକୁ ଚାହୁଁଥିଲେ।କିନ୍ତୁ ଯୁବତୀ ଘର ଲୋକ ଏନେଇ ଥାନାରେ କେସ କରିବାକୁ ବାହାରିଲା ବେଳେ ଗାଁ ଲୋକ ତାଙ୍କୁ ଅଟକାଇଥିଲେ। ଗାଁର ସମ୍ନାନ ରକ୍ଷା କରି ଗାଁର ସମସ୍ୟା ଗାଁରେ ସମାଧାନ କରିବାକୁ କହିଥିଲେ।

ତାପରେ ପୁଅ ଘର ଲୋକ ୧ଲକ୍ଷ ଟଙ୍କା ଡିମାଣ୍ଡ ନେଇ ଯୁବତୀଙ୍କୁ ବିବାହ କରିଥିଲେ।ଏବେ କିନ୍ତୁ ଯୁବକ ଜଣକ ପ୍ରତିଦିନ ମଦ ପିଇ ଆସି ସ୍ତ୍ରୀର ପର ପୁରୁଷ ସହିତ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସ୍ତ୍ରୀକୁ ନିସ୍ତୁକ ପିଟୁଛନ୍ତି‌। ଏନେଇ ମହିଳା ଜଣଙ୍କ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *