Press "Enter" to skip to content

ବାଙ୍ଗାଲୋରରୁ ଝିଅର ମୃତଦେହକୁ ଆଣିବାକୁ ପରିବାର ପକ୍ଷରୁ ଆକୁଳ ନିବେଦନ ।

ବାଙ୍ଗାଲୋରରେ ଝିଅର ଜୀବନ ଚାଲିଗଲା ।ଆଉ ଏହି ଘଟଣା ଶୁଣି ପରିବାରର କାହାରି ଆଖିରୁ ଲୁହ ସୁଖୁନି ।ପରିବାର ଲୋକ ଝିଅର ମୃ-ତ୍ୟୁ ଖବର ପାଇଲା ପରେ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ଝିଅର ଶେଷ ଦର୍ଶନ ଟିକେ ଦେଖିବା ପାଇଁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ।ଯାଜପୁର ଜିଲ୍ଲା ଦାନଗାଦି ବ୍ଲକ୍ ଓଲୁଡ ପଞ୍ଚାୟତର ଗୋଡିଗୁଥ ଗାଁର ଖଗେଶ୍ବର ଜେନାଙ୍କ ଝିଅ ହେଉଛନ୍ତି ଧରିତ୍ରୀ ଜେନା ।

ଦିନ ଦୟାଲ ଗ୍ରାମୀଣ କଲ୍ୟାଣ ଯୋଜନାରେ ତାଲିମ ନେଇ ସୁଦୂର ବାଙ୍ଗାଲୋରରେ କାମ କରୁଥିଲେ ।କାମ କରୁଥିବା ସମୟରେ ମଙ୍ଗଳବାର ଦିନ ତାଙ୍କ ଜୀବନ ଚାଲି ଯାଇଥିବା କଥା ସାମ୍ନାକୁ ଆସିଥିଲା ।ଏହି ଖବର ଶୁଣି ପରିବାର ଲୋକ ଏବଂ ଗାଁରେ ଦୁଃଖ ଖେଳି ଯାଇଥିଲା ।ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଝିଅକୁ ଶେଷ ଥର ଦେଖିବା ପାଇଁ ଝିଅର ମୃ-ତଦେହକୁ ବାଙ୍ଗାଲୋରରୁ ଆଣିବା ପାଇଁ ଆକୁଳ ନିବେଦନ କରୁଛନ୍ତି ପରିବାରଲୋକେ ।କମ୍ପାନୀ ଲୋକ କହୁଛନ୍ତି ଝିଅକୁ ଆସି ନିଅ ନହେଲେ ଆମେ ଡ୍ରେନରେ ଫୋପାଡି ଦେବୁ ।ଏହିକଥା ବାପା ମାଆଙ୍କୁ ଅଧିକ କଷ୍ଟ ଦେଉଛି ।ଝିଅର କିପରି ମୃ-ତ୍ୟୁବରଣ ହୋଇଛି ଏଯାଏଁ ଜଣାପଡି ନାହିଁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *