Press "Enter" to skip to content

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ କରିଲେ ଏଭଳି କାମ । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆଜିକା ଦୁନିଆରେ ଲଭ୍, ସେ-କ୍ସ ଆଉ ଧୋକା ଖବର ଆପଣ ସବୁଆଡ଼େ ଶୁଣୁଥିବେ ।ଏବେ ସୋସିଆଲ ମିଡିଆରେ ଏହାକୁ ନେଇ ଆସିଛି ଏକ ଖବର ।ଯେଉଁ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିହାପଣ୍ଡା ପଞ୍ଚାୟତ ଅନ୍ତର୍ଗତ ଜମୁକୁଣ୍ଡା ଗ୍ରାମରେ ।ସେହି ଅଞ୍ଚଳର ଜଣେ ଯୁବକ ତାଙ୍କ ନାମ ହେଉଛି ସରୋଜ ସ୍ୱାଇଁ ।ଏହି ବ୍ୟକ୍ତି ଜଣକ କାମ କରିବାକୁ ରାଜସ୍ଥାନ ଯାଇଥିଲେ ।ଆଉ ସେଠାରେ ତାଙ୍କର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଆଉ ଏହି ପ୍ରେମିକ ଜଣକ ଓଡ଼ିଶାରୁ ବାରମ୍ବାର ରାଜସ୍ଥାନ ଯାଇ ତାଙ୍କ ପ୍ରେମିକା ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ ।ଆଉ ଏହି ମହିଳା ଜଣଙ୍କୁ ବିବାହ କରିବେ ବୋଲି କହି ପ୍ରତିଶ୍ରୁତି ଦେଇଥିଲେ ଆଉ ମନ୍ଦିରରେ ମଧ୍ୟ ବିବାହ କରିଥିଲେ ।ଏବଂ ବାରମ୍ବାର ଶା-ରୀ-ରି-କ ସମ୍ପର୍କ ରଖିଥିଲେ ।ଆଉ ଏହି କାରଣରୁ ଯୁବତୀ ଜଣକ ଗର୍ଭବତୀ ମଧ୍ୟ ଥିଲେ ।ଆଉ ସେହି ଯୁବକ ଜଣକ ପ୍ରେମିକା ଗର୍ଭବତୀ ଖବର ଜାଣି ତାଙ୍କୁ ତାଙ୍କ ବିନା ଅନୁମତିରେ ଗର୍ଭ ନଷ୍ଟ କରିବା ପାଇଁ ମେଡିସିନ ଦେଇଥାନ୍ତି ।

ସେହି ମହିଳା ଜଣକ ଦୁଇ ଦୁଇଥର ଗର୍ଭ ନଷ୍ଟ କରିଛନ୍ତି ।ଆଉ ଏବେ ସେହି ମହିଳା ଜଣକ ୬ ମାସର ଗର୍ଭବତୀ ଅଛନ୍ତି ।କିନ୍ତୁ ସରୋଜ ତାଙ୍କୁ ଆଉ ପଚାରୁ ନାହାଁନ୍ତି ।ସେଥିପାଇଁ ଏହି ଯୁବତୀ ଜଣକ ୬ ମାସର ଗର୍ଭବତୀ ହେବା ପରେ ମଧ୍ୟ ଓଡ଼ିଶା ଆସି ସରୋଜଙ୍କ ଘର ଆଗରେ ଧାରଣା ଦେଇଛନ୍ତି ।ଆଉ ଏବେ ସେହି ଯୁବତୀ ଜଣକ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ।ଏହି ଯୁବତୀ ଜଣଙ୍କୁ ମିଛରେ ବାହାଘର ହୋଇ ଏଭଳି ସବୁ ନିନ୍ଦନୀୟ କାମ ଏହି ଯୁବକ ସରୋଜ କରିଛନ୍ତି ।ଏବେ ଦେଖିବାକୁ ଅପେକ୍ଷା ଏହି ଯୁବତୀଙ୍କୁ କେବେ ନ୍ୟାୟ ମିଳୁଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *