Press "Enter" to skip to content

ବ୍ଳଡ ଟେଷ୍ଟ ନାଁରେ ଚୂନା ଲଗାଇଲେ : ବ୍ଲଡ଼ ଟେଷ୍ଟ କରିବେ ବୋଲି କହି ୧୦ ହଜାର ଟଙ୍କା ଲୁଟି ନେଲେ ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ।ଆଉ ଅନେକ ପ୍ରକାରର ଘଟଣା ମଧ୍ୟ ଆଜିକା ଦୁନିଆରେ ଘଟି ଚାଲିଛି।ଆଉ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣ ବି କହିବେ ଏମିତି କାହିଁକି ହେଲା ? ଆଉ ଏମିତି ଅନେକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିବ।

ଆଉ ଏମିତି କିଛି ଖବର ଅଛି ଯାହାକୁ ଦେଖିଲା ପରେ ମନରେ ଅନେକ ପ୍ରକାରର ଭାବନା ଆସିବ।ଆଉ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଆଉ ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ବ୍ଳଡ ଟେଷ୍ଟ କରିବାକୁ କହି ମୋଠୁ ୧୨୦୦୦ ଟଙ୍କା ଲୁଟି ନେଲେ…ପରେ ଜାଣିଲି ସେ ମୋତେ ଠକୁଥିଲା ବୋଲି।ଏମିତି ଏକ ଅଭିଯୋଗ ଆଣିଛନ୍ତି ଜଣେ ଯୁବକ ତାଙ୍କ ନା ନିହାରରଞ୍ଜନ ମହାନ୍ତି।ତାଙ୍କ କହିବା ଅନୁଯାୟୀ ମୁଁ ନିହାରରଞ୍ଜନ ମହାନ୍ତି ମୁଁ ସାଇବର ଥାନାକୁ ଆସିଥିଲି ମୁଁ ଗୋଟେ ଠକାମୀରେ ପଡ଼ିଯାଇଛି।ମୋର ୧୨୦୦୦ ଟଙ୍କା ଯାଇଛି।

ମୋର ଗୋଟେ ଜୟଦେବ ପାଟଲାରେ ଡକ୍ଟର ଲାଲ ଅଛି ତ ସକାଳୁ ମୋତେ ଫୋନ୍ ଆସିଲା ସେ କହିଲେ ମୁଁ ଏନସିସି ଅଫିସରୁ କହୁଛି ଆମର ୪୦ ଜଣ ପିଲା ବ୍ଳଡ ଟେଷ୍ଟ କରିବେ।ତାପରେ ଗେଟ୍ ପାସ ପାଇଁ ତୁମର ଗୋଟେ ଆଇଡ଼ି ଫ୍ରୂଫ ଦିଅନ୍ତୁ।କାଲି ସକାଳେ ଆପଣ ଆସିବେ। ମୋର କର୍ଣ୍ଣେଲ ତମକୁ ଫୋନ୍ କରିବେ।

ତାପରେ ସେ କଣ୍ଣଲେ ମୋତେ ଫୋନ୍ କରି କହିଲେ ଆପଣଙ୍କ ଫୋନ ପେ ନମ୍ବର ଦିଅନ୍ତୁ ଆମେ ଆପଣଙ୍କୁ ଆଡଭାନସ୍ ପେ କରିଦେବୁ।ତାପରେ ଭିଡିଓ କଲ୍ କରି ଫୋନ ପେ ନମ୍ବର ଦେଖେଇବାକୁ କହିଲେ।ତାପରେ ମୋ ଆକାଉଣ୍ଟରୁ ୧୨୦୦୦ ଟଙ୍କା କଟିଗଲା।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।। ଏବେ ସୋସିଆଲ ମିଡ଼ିଆରେ ଅନେକ ମାତ୍ରାରେ ଭାଇରାଲ ହେଉଛି।।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *