Press "Enter" to skip to content

ପୁରୀରେ ଭୂତ ବୁଲୁଛି, ସିସି ଟିଭିରେ କଏଦ ହୋଇଛି ଭୂତର ଦୃଶ୍ୟ ।

ଭୂତ ବୁଲୁଛି ପୁରୀରେ । ହଁ ଦର୍ଶକବନ୍ଧୁ ଖବର ଭିତରକୁ ଯିବା ପୂର୍ବରୁ ପ୍ରଥମେ ଭିଜୁଆଲଟିକୁ ଦେଖି ନିଅନ୍ତୁ । ଦେଖିଲେ ତ ଦର୍ଶକବନ୍ଧୁ ସିସି ଟିଭିରେ କଏଦ ହୋଇଥିବା ଏହି ଭିଜୁଆଲଟିକୁ । ହଁ ଦର୍ଶକବନ୍ଧୁ ଏ ଦୃଶ୍ୟ ହେଉଛି ପୁରୀ ସଦର ମୁକୁନ୍ଦମିଶ୍ର ନଗରର । ମୁକୁନ୍ଦମିଶ୍ର ନଗରରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ.ଯାହା ସମସ୍ତଙ୍କୁ ଭୟଭୀତ କରାଇଦେଇଛି । ଯାହା ସମସ୍ତଙ୍କୁ ଡରାଇଦେଇଛି । ହଁ ଦର୍ଶକବନ୍ଧୁ ସୋମବାର ବିଳମ୍ବିତ ରାତିରେ ଏହି ଦୃଶ୍ୟଟି ସିସି ଟିଭିରେ କଏଦ ହୋଇଛି । ଆଉ ସିସି ଟିଭି ରେ କଏଦ ହୋଇଥିବା ଏହି ଦୃଶ୍ୟକୁ ଯିଏ ଦେଖୁଛି ତା ଛାତି ଥରୁଛି । ଆଉ ସମସ୍ତଙ୍କ ପାଟିରେ ବାହାରି ଯାଉଛି ଭୂତ ବୁଲୁଛି ପୁରୀରେ ।

ହଁ ଦର୍ଶକବନ୍ଧୁ ଆପଣ ଦେଖୁଥିବା ଏହି ଦୃଶ୍ୟରେ ଏକ ଧଳା ରଙ୍ଗର ଛାଇ ଦୃତ ଗତିରେ ରାସ୍ତାର ବାମ ପଟରୁ ବାହାରି ଡାହାଣ ପଟକୁ ଯାଉଛି । ଆଉ ସିଧା ଯାଇ ବୁଦା ଭିତରକୁ ପଶିଯାଉଛି । ଆଉ ତାପରେ କୁଆଡେ ଗାଏବ ହୋଇଯାଉଛି । ଉଭାନ ହେଇଯାଉଛି । ଆଉ ଦେଖିବାକୁ ମିଳୁନି ।

ଏଇ କେଇ ସେକେଣ୍ଡର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ ଏ ଦୃଶ୍ୟକୁ ଯିଏ ଦେଖୁଛି ସେ ଡରି ଯାଉଛି । ଆଉ ଆପେ ଆପେ ପାଟିକୁ ଚାଲି ଆସୁଛି, ହଁ ଭୂତ ବୁଲୁଛି ପୁରୀରେ । ସିସି ଟିଭିରେ କଏଦ ହୋଇଥିବା ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଥିବା ବେଳେ ଏହା ଭୂତ ବୋଲି ଚର୍ଚ୍ଚା ହେଉଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *