Press "Enter" to skip to content

Barsha କହୁଛି ମତେ ହିରୋଇଣି ହିରୋଇଣି ଫିଲ ହେଉଛି, ପୂଜା ବୁଲିଲା ବେଳେ ବୋହୁତ ମଜା ଲାଗୁଛି ।

କାଲି ମୁଁ ଥିଲି ହିରୋଇଣି । ଆଉ କାଲି ଦେଶରେ ବି ମୋର ଚର୍ଚ୍ଚା ହେଉଥିଲା । ଆଉ ଯାହା ପାଇଁ ମୁଁ ହିରୋଇଣି ହୋଇଥିଲି ସେ ଏବେ ଜେଲରେ ଅଛି । ଆଉ ତାକୁ ଜେଲରେ ମୁଁ ପୁରେଇଛି । ହଁ ବଳାତ୍କାର ଅଭିଯୋଗରେ ଆଉ ମୋ ଠାରୁ ପଚାଶ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ମୁଁ ଟୁଙ୍ଗୁରୁ ଭୋଳକୁ ଜେଲ ରେ ପୁରାଇଛି । ଆଉ କାଲି ବି ହିରୋଇଣି ଥିଲି, ଆଜି ବି ହିରୋଇଣି ଅଛି । କାରଣ ଯେତେବେଳେ ଟୁଙ୍ଗୁରୁ ଜେଲରେ ଅଛି, ମୁଁ ଆଜି ଦୁର୍ଗାପୂଜାରେ ବୁଲୁଛି ।

ଆଉ ଠିକ ସେତିକିବେଳେ ମୋ ସହ ସେଲ୍ଫି ନେବା ପାଇଁ କେତେ କିଏ ଧାଇଁ ଆସୁଛନ୍ତି । ଆଉ ଏସବୁକୁ ଦେଖିଲା ପରେ ମତେ ଲାଗୁଛି ସତରେ ମୁଁ ହିରୋଇନ । ଖାଲି ଦେଶ ନୁହେଁ ପୃଥିବୀରେ ବି ମୋର ଚର୍ଚ୍ଚା ହେବ । କାରଣ ଟୁଙ୍ଗୁରୁ ବର୍ଷାର ପ୍ରେମ କାହାଣୀ ସମସ୍ତେ ଜାଣନ୍ତି । ଆଉ ସେଥିପାଇଁ ତ ମୁଁ ହିରୋଇଣି ହୋଇଗଲି ।

ଆଉ ଆଜି ଯେତେବେଳେ ଟୁଙ୍ଗୁରୁ ଜେଲରେ ଅଛି, ମୁଁ ଦଶହରା ମେଢ଼ ବୁଲିବା ପାଇଁ ଆସୁଛି । ଠିକ ସେତିକିବେଳେ ମତେ ଦେଖିବା ପାଇଁ ମୋ ସହ ସେଲ୍ଫି ନେବା ପାଇଁ କେତେ କିଏ ବାୟା ହେଉଛନ୍ତି । ହିରୋଇଣି ହିରୋଇଣି କହି ପଛରେ ପଡୁଛନ୍ତି । ମାଡାମ ସେଲ୍ଫିଟିଏ ନେବି ବୋଲି ଧାଇଁ ଗୋଡାଉଛନ୍ତି । ଆଉ ଏସବୁ ଦେଖିଲା ପରେ ମୁଁ ଭାରି ଖୁସି ହେଇଯାଉଛି ।

ମୁଁ ଯେତେ ବୁଝେଇଲି ଟୁଙ୍ଗୁରୁକୁ, ଟୁଙ୍ଗୁରୁ ତୁମେ ବଦଳି ଯାଅ ଆମେ କଳାକାର ଜୀବନ ଜିଇଁବା । ମୁଁ ହିରୋଇଣି ଆଉ ତୁମେ ହିରୋ ହବ । କିନ୍ତୁ ଟୁଙ୍ଗୁରୁ ବୁଝିବା ପାଇଁ ନାରାଜ । ସେମିତି ମଦ ପିଇଲା, ମୋ ଠୁ ଟଙ୍କା ନେଲା,ଆଉ ମତେ ମାଡ଼ ମାରିଲା । ଆଉ ସାହିପାରିଲିନି । ଥାନାରେ ପୁଣି ଗୋଟେ ଏଫଆଇଆର ଦେଲି ।

ଆଉ ଏଥିର ଟୁଙ୍ଗୁରୁ ଏବେ ଥାନାରେ ଚକି ଫେଷିବ । ସେ ହିରୋ ହେଉ ଅବା ନହେଉ କିନ୍ତୁ ମୁଁ ହିରୋଇଣି ହୋଇଗଲି । ଆଉ ଯେତେବେଳେ ସମସ୍ତେ ହିରୋଇଣି ହିରୋଇଣି କହି ମୋ ସହିତ ଫଟୋ ଉଠେଇବା ପାଇଁ ଆସୁଛନ୍ତି ମତେ ଭାରି ମଜା ଲାଗୁଛି । ମତେ ସେଲିବ୍ରେଟି ସେଲିବ୍ରେଟି ଫିଲ ହେଉଛି । ସତରେ ଭାରି ବଢିଆ ଲାଗୁଛି ।

ଦର୍ଶକବନ୍ଧୁ ଟୁଙ୍ଗୁରୁ ଆଉ ବର୍ଷାର ବୋହୁ ଚର୍ଚିତ ପ୍ରେମ କାହାଣୀକୁ ନେଇ ରାଜଧାନୀ ସମେତ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଉଭୟଙ୍କ ପ୍ରେମ କାହାଣୀକୁ ନେଇ ସଂଗୀତ ନିର୍ଦେଶକ ସଂଗୀତ ପ୍ରସ୍ତୁତ କରିଥିଲେ ଏବଂ ମ୍ୟୁଜିକ,ଭିଡ଼ିଓ, ଗୀତ ପ୍ରସ୍ତୁତ ହୋଇଥିଲା ।

ଉଭୟଙ୍କ ପ୍ରେମକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ବି ଲାଗି ରହିଥିଲା । ଶେଷରେ ଟୁଙ୍ଗୁରୁ ଆଉ ବର୍ଷାକୁ ଧରା ଛୁଆଁ ଦେଇନଥିଲା । ଆଉ ଏବେ ବର୍ଷା ହିରୋଇଣି ହୋଇ ଏ ମଣ୍ଡପରୁ ସେ ମଣ୍ଡପ ବୁଲୁଥିବା ବେଳେ, ଟୁଙ୍ଗୁରୁ ଜେଲରେ ସଡୁଛନ୍ତି । ଆଉ ବର୍ଷା ହିରୋଇଣିଙ୍କ ସହ ସମସ୍ତେ ସେଲ୍ଫି ନେଉଥିବା ବେଳେ, ଆଉ ଟୁଙ୍ଗୁରୁ ପୁରୁଣା କଥାକୁ ଭାବି ଭାଳି ହେଉଛି । ଆଉ ଯେତେବେଳେ ହିରୋଇଣି ବର୍ଷାଙ୍କୁ ସେଲିବ୍ରେଟି ସେଲିବ୍ରେଟି ଫିଲ ହେଉଛି ଆଉ ଠିକ ସେତିକିବେଳେ ଅନ୍ଧାରି ଘରେ ଟୁଙ୍ଗୁରୁ ବସି ମଶା ମାରୁଥିବା ଚର୍ଚ୍ଚା ହେଉଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *