Press "Enter" to skip to content

ଏମିତି ଜଣେ ଋଷି ଅଛନ୍ତି ଯିଏ ଭଗବାନ ବିଷ୍ଣୁଙ୍କ ଛାତିକୁ ଗୋଇଠା ମାରିଥିଲେ ! ଜାଣନ୍ତୁ କିଏ ଏବଂ କାହିଁକି ମାରିଥିଲେ ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।ଆଉ ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ଆଉ ଏମିତି କିଛି ଭିଡିଓ ଅଛି ଯାହାକୁ ଦେଖିଲେ ଆପଣ ଆପଣ ଏମିତି କେମିତି ହେଲା ବୋଲି ଭାବିବେ ।ଆଉ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଏବେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଭିଡିଓରେ ଆମେ ଜାଣିପାରିବା କି ଜଣେ ଏଭଳି ଋଷି ଅଛନ୍ତି ଯେଉଁ ଋଷି ଭଗବାନ ବିଷ୍ଣୁଙ୍କୁ ଗୋଇଠା ମାରିଥିଲେ ।ଏପରି ଋଷିଙ୍କର କାମ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା ।ଏହି ଋଷି ଜଣକ ହେଉଛନ୍ତି ଋଷି ଭୃଗୁ ।ମହର୍ଷି ଭୃଗୁ ସପ୍ତ ଋଷିମାନଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି ।ଯିଏ ଶ୍ରାବଣ ଏବଂ ଭାଦ୍ରବ ମାସରେ ସୂର୍ଯ୍ୟରଥରେ ବୁଲିଥାନ୍ତି ।ଏକଦା ସରସ୍ଵତୀ ନଦୀ ପୀଠରେ ଋଷିମାନେ ଏକାଠି ବସି ଭଗବାନ ଶିବ, ବ୍ରହ୍ମା ଆଉ ବିଷ୍ଣୁଙ୍କ ମଧ୍ୟରୁ କିଏ ବଡ ସେହି କଥା ଆଲୋଚନା କରୁଥିଲେ ।

ଏହିକଥା ନେଇ ଅନେକ ଚର୍ଚ୍ଚା ଲାଗି ରହିଲା ଆଉ କୌଣସି ପ୍ରକାରର ଉତ୍ତର ବାହାରିଲା ନାହିଁ ।ତାପରେ ଭଗବାନଙ୍କର ପରୀକ୍ଷା ନେବାକୁ ଋଷି ଭୃଗୁଙ୍କୁ ଦାୟିତ୍ବ ଦେଲେ ।ଏହାପରେ ମହର୍ଷି ଭୃଗୁ ସର୍ବପ୍ରଥମେ ଭଗବାନ ବ୍ରହ୍ମାଙ୍କ ପାଖକୁ ଗଲେ ଆଉ ସେ ଭଗବାନ ବ୍ରହ୍ମାଙ୍କର କୌଣସି ମନ୍ତ୍ର ଗାଇଲେ ନାହିଁ ।ଆଉ ଏହାକୁ ଦେଖି ଭଗବାନ ବ୍ରହ୍ମା ରାଗିଗଲେ ।ଏହାପରେ ମହର୍ଷି ଭୃଗୁ ଭଗବାନ ମହେଶ୍ୱରଙ୍କ ପାଖରେ ପହଞ୍ଚିଲେ ।ଆଉ ଏହାପରେ ଭଗବାନ ଶିବ ତାଙ୍କୁ ଆଲିଙ୍ଗନ କରିବାକୁ ଗଲେ ।

କିନ୍ତୁ ମହର୍ଷି ଭୃଗୁ ତାଙ୍କୁ କହିଥିଲେ ତୁମେ ବେଦ ଆଦି କିଛି ଜାଣିନାହଁ ସମସ୍ତ ଦୁଷ୍ଟମାନଙ୍କୁ ମଧ୍ୟ ବର ଦେଉଛ ।ଆଉ ଏହାପରେ ସେ ତାଙ୍କୁ ଆଲିଙ୍ଗନ କରିବାକୁ ମଧ୍ୟ ନାହିଁ କରିଲେ ।ଏହାପରେ ଭଗବାନ ଶିବ ରାଗି ଯାଇଥିଲେ ।ଆଉ ତାଙ୍କୁ ପ୍ରହାର କରିବାକୁ ଅସ୍ତ୍ର ପଠାଇଥିଲେ ।ଆଉ ସତୀଙ୍କ ଅନୁରୋଧ କ୍ରମେ ଭଗବାନ ଶିବ ରାଗକୁ ଶାନ୍ତ କରିଥିଲେ ।ଆଉ ଏହାପରେ ମହର୍ଷି ଭୃଗୁ ଭଗବାନ ବିଷ୍ଣୁଙ୍କ ପାଖରେ ପହଞ୍ଚିଥିଲେ ।ଆଉ ଏହାପରେ ଭଗବାନ ବିଷ୍ଣୁ ମାଆ ଲକ୍ଷ୍ମୀଙ୍କ କୋଳରେ ଶୋଇଥିଲେ ।

ସେଠାରେ ମହର୍ଷି ଭୃଗୁ ପହଞ୍ଚି ଭଗବାନ ବିଷ୍ଣୁଙ୍କ ଛାତିକୁ ଗୋଇଠା ମାରି ଦେଇଥିଲେ ।ଆଉ ଏହାପରେ ଭଗବାନ ବିଷ୍ଣୁ ହଠାତ୍ ଉଠିଯାଇ ମହର୍ଷି ଭୃଗୁଙ୍କୁ କହିଲେ ଭଗବାନ ଆପଣଙ୍କ ଗୋଡ଼ କିଛି ହୋଇନାହିଁ ତ ଆପଣଙ୍କ ଗୋଡ଼କୁ କଷ୍ଟ ହୋଇଥିବ ଆପଣ ପାଖ କୋଠରୀରେ ଯାଇ ବିଶ୍ରାମ ନିଅନ୍ତୁ ।ଆଉ ଏହାପରେ ସବୁଠାରୁ ଶ୍ରେଷ୍ଠ ଭଗବାନ ବିଷ୍ଣୁ ବୋଲି ଜଣାପଡିଛି ।ଆଉ ମହର୍ଷି ଭୃଗୁ ଭଗବାନ ବିଷ୍ଣୁଙ୍କୁ ଗୋଇଠା ମାରିଥିଲେ ଆଉ ଏହାର କାରଣ ଏହା ଥିଲା ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ପୁରଣ କଥାMore posts in ପୁରଣ କଥା »

Be First to Comment

Leave a Reply

Your email address will not be published. Required fields are marked *