Press "Enter" to skip to content

ଦାଦନ ଖଟୁଛି ସ୍ଵାମୀ ସ୍ତ୍ରୀ କିନ୍ତୁ ଟିଉସନ ସାରଙ୍କ ପ୍ରେମରେ ଉବୁଟୁବୁ ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ।ଆଉ ଅନେକ ପ୍ରକାରର ଘଟଣା ମଧ୍ୟ ଆଜିକା ଦୁନିଆରେ ଘଟି ଚାଲିଛି।ଆଉ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣ ବି କହିବେ ଏମିତି କାହିଁକି ହେଲା ? ଆଉ ଏମିତି ଅନେକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିବ।ଆଉ ଏମିତି କିଛି ଖବର ଅଛି ଯାହାକୁ ଦେଖିଲା ପରେ ମନରେ ଅନେକ ପ୍ରକାରର ଭାବନା ଆସିବ।ଆଉ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଆଉ ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ଟୁଇସନ ସାର ଓ ମହିଳାଙ୍କ ପ୍ରେମରେ ପ୍ରତିବନ୍ଧକ ମହିଳାଙ୍କ ସାଜିଲା ତିନି ବର୍ଷର ପୁଅ। ପ୍ରେମ ପାଇଁ ପ୍ରେମିକ ସହିତ ମିଶି ମା ମାରିଲା ଛୁଆକୁ।ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ।ଯାହାକୁ ନେଇ ଆଶ୍ଚର୍ଯ୍ୟ ହେଉଛନ୍ତି ସମସ୍ତେ।ଜଣେ ମା କିପରି ନିଜ ପିଲା ପାଈଁ ରାକ୍ଷସୀ ସାଜିଲା ଏ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସତରେ କ୍ଷଣିକ ସୁଖ ପାଇଁ ମଣିଷ କେତେ ତଳକୁ ଖସି ଯାଉଛି।

ମାର ମମତାକୁ ବି ସେ ବଳି ପକାଇଦେଇଛି।ସୂଚନାନୁଯାୟୀ ପଟାମୁଣ୍ଡାଇ ଥାନା ମାଟିଆପଡା ଗାଁର ସୁକାନ୍ତ ଜେନା ସେ ଦୁହିଡିପୁର ଗାଁର ରଶ୍ମିତାଙ୍କୁ ବିବାହ କରିଥିଲେ।ତାଙ୍କର ତିନିଟି ସନ୍ତାନ।ବଡ଼ ପୁଅ ଝିଅର ପାଠପଢ଼ା ପାଇଁ ରଶ୍ମିତା ପଟ୍ଟାମୁଣ୍ଡାଇ ଟାଉନରେ ରହୁଥିଲେ।ପୁଅ ଝିଅଙ୍କୁ ଟୁଇସନ କରିବାକୁ ସେଠିକୁ ଜଣେ ଶିକ୍ଷକ ଆସୁଥିଲେ।

ଏହା ଭିତରେ ରଶ୍ମିତା ଓ ଶିକ୍ଷକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।ଏହି ସମ୍ପର୍କରେ ରଶ୍ମିତାଙ୍କ ତିନି ବର୍ଷର ପୁଅ ବାଧା ସାଜୁଥିବାରୁ ଉଭୟ ମା ଓ ପ୍ରେମିକ ମିଶି ନିରିହ କଅଁଳ ଶିଶୁଟିର ଜୀବନ ନେଇଯାଇଛନ୍ତି। ଏନେଇ ଅଭିଯୋଗ ହେବାପରେ ପୋଲିସ ମାମଲା ରୁଜୁ କରି ରାକ୍ଷସୀ ମା ଓ ତାଙ୍କ ପ୍ରେମିକକୁ ଗିରଫ କରି ତଦନ୍ତ ଚଳାଇଛି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *