Press "Enter" to skip to content

ନକଲି ପୋଲିସ ବାବୁଙ୍କ କାରନାମା Toll tax ଫାଙ୍କିବା ପାଇଁ ପିନ୍ଧିଥିଲେ ପୋଷାକ ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ।ଆଉ ଅନେକ ପ୍ରକାରର ଘଟଣା ମଧ୍ୟ ଆଜିକା ଦୁନିଆରେ ଘଟି ଚାଲିଛି।ଆଉ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣ ବି କହିବେ ଏମିତି କାହିଁକି ହେଲା ? ଆଉ ଏମିତି ଅନେକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିବ।ଆଉ ଏମିତି କିଛି ଖବର ଅଛି ଯାହାକୁ ଦେଖିଲା ପରେ ମନରେ ଅନେକ ପ୍ରକାରର ଭାବନା ଆସିବ।ଆଉ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଆଉ ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ଉତ୍ତରପ୍ରଦେଶ ଟୁଣ୍ଡୁଲା ଥାନା ଅଧିକାରୀ ନାମରେ ନକଲି ପୋଲିସ ଅଧିକାରୀ।ଦେହରେ ନକଲି ଖାକି ପିନ୍ଧି ଅସଲି ପଇସା ହାସଲ କରନ୍ତି। ଏଭଳି କଳାକାରନାମା ଧାରୀ ନକଲି ପୋଲିସ ଅଧିକାରୀକୁ ଧରିବାକୁ ପ୍ଲାନ କରିଥିଲା ଅସଲି ପୋଲିସ। ରବିବାର ରଙ୍ଗେ ହାତ ମାଡ଼ି ବସିଥିଲା ପୋଲିସ। ଗିରଫ କରି ଜେଲ ପଠାଇଛି ଏହି ୧୮୦ କେଜିଆ ନକଲି ପୋଲିସ ବାବୁଙ୍କୁ।

ମିଳିଥିବା ସୂଚନା ଅନୁଯାୟୀ ହରୋମୋହନ ସିଂ ନାମରେ ଜଣେ ଯୁବକ ପ୍ରତିଦିନ ଖାକୀ ବର୍ଦ୍ଦି ପିନ୍ଧିବା ସହ ସ୍ଥାନୀୟ ଥାନାର ଇନ୍ସପେକ୍ଟର ପରିଚୟ ଦେଇଆସନ୍ତି। ଜାତୀୟ ରାଜପଥରେ ଠିଆହୋଇ ବଡ଼ବଡ଼ ଗାଡିଗୁଡିକୁ ଅଟକାଇଥାନ୍ତି।ଏମିତିକି ସେମାନଙ୍କୁ ଡରାଇ ଧମକାଇ ବଡ଼ ଆକାରରେ ଟଙ୍କା ଆଦାୟ କରିଥାନ୍ତି।

ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ବାବୁଙ୍କ ଅଡିଓ। ଯେଉଁଥିରେ ଅଭିଯୁକ୍ତ ଜଣଙ୍କ କହୁଛି ମୋ ନାଁ ମୁକେଶ ଯାଦବ ଘର ଗାଜିଆବାଦ।ଠକାମୀ କରିବାର ଉଦେଶ୍ୟ ଟୋଲ୍ ଫି ରୁ ବଞ୍ଚିତ ରହିବା ବୋଲି ଉଲ୍ଲେଖ କରୁଛି ଯୁବକ ଜଣକ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *