Press "Enter" to skip to content

ମାଷ୍ଟରକ୍ୟାଣ୍ଟିନ ରେ ସେ ସର୍ଭିସ୍ ପାଇଁ ରେଟ ଫିକ୍ସ କରୁଥିଲା Kajal ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ।ଆଉ ଅନେକ ପ୍ରକାରର ଘଟଣା ମଧ୍ୟ ଆଜିକା ଦୁନିଆରେ ଘଟି ଚାଲିଛି।ଆଉ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣ ବି କହିବେ ଏମିତି କାହିଁକି ହେଲା ? ଆଉ ଏମିତି ଅନେକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିବ।ଆଉ ଏମିତି କିଛି ଖବର ଅଛି ଯାହାକୁ ଦେଖିଲା ପରେ ମନରେ ଅନେକ ପ୍ରକାରର ଭାବନା ଆସିବ।ଆଉ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଆଉ ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ମାଷ୍ଟରକ୍ୟାଣ୍ଟିନରେ ସେକ୍ସ୍ ସର୍ଭିସ୍ ପାଇଁ ମହିଳା ଯୋଗାଡ କରୁଥିବା ବେଳେ କାଜଲ ନାମ୍ନୀ ଜଣେ ମହିଳାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛି ପୋଲିସ।ଏହି ସଂସ୍ଥା ତା ସ୍ବାମୀ ସୁଶାନ୍ତ ପାତ୍ର ଚଲାଉଥିବାର ସେ କହିଛି।ପୋଲିସ ସେମାନଙ୍କ ୪ ଟି ଆକାଉଣ୍ଟରୁ ନଗଦ ୨୦ଲକ୍ଷ ଟଙ୍କା ଜବତ କରିଛି।ତା ସହିତ ୧୧ ଟି ଫୋନ୍ ଓ ୧୦୨ ଟି ସିମ ଜବତ କରିଛି।

ସେମାନଙ୍କର ଭୁବନେଶ୍ୱରରେ ଏକ ଗ୍ୟାଙ୍ଗ ଥିବାର ପୋଲିସ ସୂଚନା ଦେଇଛି।ସେମାନେ ଯୁବତୀ ମାନଙ୍କୁ ନିୟୋଜିତ କରି ଲୋକମାନଙ୍କଠାରୁ ବହୁତ ଟଙ୍କା ହଡ଼ପ କରିଥିଲେ।ଏନେଇ ସେ ଗ୍ରୁପରେ ଥିବା ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ସେଥିରେ ଜଣେ ମହିଳା ମଧ୍ୟ ଅଛନ୍ତି। ଏହି ଘଟଣା ଉପରେ ପୋଲିସ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଆଶାସ୍ବନା ଦେଇଛି।ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଅନେକ ମାତ୍ରାରେ ଭାଇରାଲ ହେଉଛି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *