Press "Enter" to skip to content

କିଏ ଜିତିବ ଧାମନଗର ? କିଏ ହେବ ଧାମନଗରର ବିଧାୟକ ?

ଆମ ରାଜ୍ୟରେ ତିନିଟି ପ୍ରମୁଖ ଦଳ ଶାସନ କରିଥାଏ ।ଯଥା ବିଜେଡି, ବିଜେପି ଆଉ କଂଗ୍ରେସ ଦଳ ।ଆଉ ଏହି ଦଳମାନଙ୍କ ମଧ୍ୟରୁ ବିଜେଡ଼ି ଦଳ ଅଧିକ ରାଜ କରୁଛି ।ଏବେ ଧାମନଗରକୁ ନେଇ ଦୁଃଖଦ ଖବର ଆସିଛି ।ଧାମନଗର ଅଞ୍ଚଳର ବିଧାୟକଙ୍କର ଦେହାନ୍ତ ଘଟିଛି ।ବିଧାୟକ ବିଷ୍ଣୁ ସେଠୀଙ୍କ ମୃ-ତ୍ୟୁ ପରେ ଖାଲି ପଡ଼ିଛି ଧାମନଗର ବିଧାନସଭା ଆସନ ।ଏହି ବିଧାନସଭା ଆସନ ପାଇଁ ଏବେ ନିର୍ବାଚନ ଘୋଷଣା କରିଛି ନିର୍ବାଚନ କମିଶନ ।

ନଭେମ୍ବର ୩ ତାରିଖରେ ମତଦାନ ହେବ ।ଅକ୍ଟୋବର ୭ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ।ନାମାଙ୍କନ ପତ୍ର ଦାଖଲ କରିବାର ଅକ୍ଟୋବର ମାସ ୧୪ ତାରିଖ ହେଉଛି ଶେଷ ଦିନ ।ନଭେମ୍ବର ୬ ତାରିଖରେ ଭୋଟ ଗଣତି ହେବ ।ଗତ ମାସ ୧୯ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କର ଦେହାନ୍ତ ଘଟିଥିଲା ।ତାଙ୍କ ଦେହାନ୍ତ ପରେ ଏବେ ଆସନ ଖାଲି ପଡ଼ିଛି ।

ଆଉ ଏହି ଆସନ ଉପରେ ଏବେ ବିଜେଡି ଆଉ ବିଜେପି ମାନଙ୍କର ଆଖି ରହିଛି ।ଏବେ ଏବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ କିଏ ଜିତିବ ଏହି ବାଜି ଏବେ ଏହାକୁ ନେଇ ପ୍ରଶ୍ନ ଉଠିଛି ।ବିଜେପିର ବିଜୟ ନିଶ୍ଚୟ ବୋଲି ମତ ଦେଇଛନ୍ତି ବିଜେପି ନେତା ।ଆଉ ବିଜେଡି ନେତା ମତ ଦେଇଛନ୍ତି ବିଜେଡି ଜିତିବ ବୋଲି ।ଆଉ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ରାଜନୀତିMore posts in ରାଜନୀତି »

Be First to Comment

Leave a Reply

Your email address will not be published. Required fields are marked *